ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଯେତେ ଖୋଳିଲେ ସେତେ ବାହାରୁଛି, କୁବେର ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି

କୁବେର ଯନ୍ତ୍ରୀଙ୍କ ଟଙ୍କା ହିସାବ କରି କରି ହାଲିଆ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା ।ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଜବତ ହୋଇଛି କୋଟିଏ ୪ ଲକ୍ଷ ଟଙ୍କା । ସାଲିଆ…
Read More...

ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ: ସୁଲୋଚନା

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଇଛନ୍ତି ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା ଲିଙ୍ଗରାଜ…
Read More...

୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଏବେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପ୍ରିଲ ୧୦ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ସମ୍‌ସ୍ତେ ବୁଷ୍ଟର ଡୋଜ ନେଇପାରିବେ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ,୧୮ ବର୍ଷରୁ ଅଧିକ ଓ ୯ ମାସ ପୂର୍ବରୁ ଟିକାର ଉଭୟ…
Read More...

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ

କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦକୁ ସଜ୍ଜା। ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ୱା ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟିଟେରର କୋର୍ଟ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱା ଗ୍ରୁପର ମୁଖ୍ୟ ହେଉଛି ହାଫିଜ ସଇଦ । ୩୧ ବର୍ଷ ପାଇଁ ସଜ୍ୱା ସହ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆଜି ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଛନ୍ତି ହାଇକୋର୍ଟ । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ମାଗିଛନ୍ତି । ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ…
Read More...

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲା: ପୋଲିସ ଜୁଲମକୁ ଚାରିଆଡୁ ନିନ୍ଦା

ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡୁ ନିନ୍ଦା । ଆଜି ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଇଛି । ରାଜ୍ୟବ୍ୟାପି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ କରିଛନ୍ତି । ଭଦ୍ରକ, ଫୁଲବାଣୀ, ଧର୍ମଶାଳା, ରାୟଗଡା,ମାଲକାନଗିରି ,କେନ୍ଦ୍ରାପଡା ସମେତ ସବୁ ଜିଲାରେ…
Read More...

ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ

ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା…
Read More...

କୋର୍ଟଙ୍କ ରାୟ ପରେ ଇମ୍ରାନ ଡାକିଲେ କ୍ୟାବିନେଟ ବୈଠକ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭବିଷ୍ୟତ କଣ ହେବ ତାହା ଏବେ ସନ୍ଦେହ ଘେରରେ । କୋର୍ଟଙ୍କ ରାୟ ପରେ ବିରୋଧୀ ଉତ୍ସବ ମନାଉଥିବା ବେଳେ କ୍ଷମତା ବଜାୟ ରଖିବାକୁ ଆଜି ଇମ୍ରାନ ଖାନ୍ କ୍ୟାବିନେଟ ବୈଠକ ଡାକିଛନ୍ତି । ସେପଟେ ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍…
Read More...

ଆଶାରାମଙ୍କ ଆଶ୍ରମରେ ନାବାଳିକାର ଶବ

ଜେଲରେ ବନ୍ଦୀ ଥିବା ବାବା ଆଶାରାମଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ସ୍ଥିତ ଆଶ୍ରମକୁ ଜଣେ ନାବାଳିକାର ମୃତଦେହ ମିଳିଛି ।ନାବାଳିକାର ବୟସ ୧୩ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତହେଦକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମିଳିଥିବ ସୂଚନା…
Read More...

ମାଟିରେ ମିଶିଲା ଝାରପଡ଼ା ହାଟ

ଆଜି ବିଏମସି ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘଦିନ ଧରି ଥିବା ଦୋକାନ ଗୁଡିକ ଜବରଦଖଲ ଉଚ୍ଛେଦ କରିଛି ବିଡିଏ । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକଙ୍କୁ କିଛି ନୋଟିସ ନଦେଇ ପ୍ରଶାସନ…
Read More...