ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୨୪ ବର୍ଷରେ ୨୧ ପିଲାର ମାଆ..

ବୟସ ମାତ୍ର ୨୪ । ହେଲେ ୨୪ ବର୍ଷରେ ହୋଇପାରିଛନ୍ତି ୨୧ ପିଲାର ମାଆ । ଆପଣଙ୍କୁ କଥାଟା ଣୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଏଭଳି ଘଟଣା ଆସିଛି ଋଷ ଜର୍ଜିଆରୁ । ଜର୍ଜିଆରେ ୨୪ ବର୍ଷର ଜଣେ ଯୁବତୀ ୨୧ଟି ପିଲାର ମାଆ । ଆଉ ୨୧ ପିଲାର ଯତ୍ନ ନେବାକୁ ସେ ୧୬ ଜଣ ମହିଳାଙ୍କୁ ଘରେ ରଖିଛନ୍ତି ।
Read More...

୧୦ ଗ୍ରାମକୁ ୮୦ ହଜାର ଟପିପାରେ ସୁନା!

ଯଦି ଆପଣ ଧନତରାସ ଅବସରରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି,ତେବେ ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବଡ଼ କ୍ରୟ ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କ ପାଖେ ସୁନା ଅଛି ତେବେ ଖୁସି ହୋଇଯାଆନ୍ତୁ,କାରଣ ସୁନା ମୂଲ୍ୟରେ ବଡ଼ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଉଛି । ଅଶୋଧିତ
Read More...

ରିୟଲିଟି ସୋରେ ‘ରସଗୋଲା କାହାର’?

ରସଗୋଲ କାହାର ? ଓଡିଶା ନା ବଙ୍ଗଳାର ଏହାକୁ ନେଇ ବିବାଦ ଲାଗି ରହିଛି । ତେବେ ରିୟଲିଟି ସୋରେ ରସଗୋଲ କାହାର ନେଇ ବି ପ୍ରଶ୍ନ ପଚରାଯାଇଛି ? ଯାହାର ଜବାବ ରଖି ଏବେ ଚର୍ଚ୍ଚାରେ କଟକ ଝିଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସାରେଗାମାପା ଅଡିସନ
Read More...

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ ଶାହା

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ପୁଲୱାମା ଲେଥପୁରା ରିଜର୍ଭ ପୁଲିସ କ୍ୟାମ୍ପରେ ସୋମବାର ରାତି ବିତାଇଛନ୍ତି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୧୯ରେ ପାକିସ୍ତାନ ପ୍ରାୟୋଜିତ
Read More...

ଜେଲରୁ ମୁକୁଳିବେ କି ଆର୍ୟନ ?

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିବ କି ଜାମିନ? ଆଜି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ଆର୍ୟନଙ୍କ ଦୁଇ ସାଙ୍ଗ ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି
Read More...

ଆସିଗଲା ନୂଆ ଭ୍ୟାରିଆଣ୍ଟ,ସତର୍କ ରୁହ..

ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଘାରିଛି ଭୟ । ଭାରତରେ ଚିହ୍ନଟ ହୋଇଛି ବ୍ରିଟେନର ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ । ବ୍ରିଟେନ ଓ ୟୁରୋପର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଥିବା ନୂଆ ପ୍ରକାର ଡେଲଟା ପ୍ଲସ ଏୱାଇ ୪ ପଏଣ୍ଟ ୨ ଏବେ ଭାରତରେ ମିଳିଛି । ସିଏସଆଇଆର
Read More...

ସରିଲା ଅପରେସନ..ଫେରିବେ ଅମ୍ରିତ

ହସ୍ପିଟାଲ ବେଡ଼ରୁ ଉଠି ସୁସ୍ଥ ହୋଇ ଫେରିବେ ଅମ୍ରିତ । ପୁଣି ପୂର୍ବ ପରି ଆରମ୍ଭ କରିବେ ଜୀବନ । ଅପରସେନ ପରେ ଅମ୍ରିତ ପ୍ରଧାନଙ୍କ ଜୀବନ ଜୀଇଁବାର ଆଶା ଉଇଁଛି । ଚେନ୍ନାଇରେ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କ କରାଯାଇଛି ଫୁସପୁସ ପ୍ରତିରୋପଣ । ଦୀର୍ଘ ୧୯ ଘଣ୍ଟା ଧରି ସଫଳ
Read More...

ପାକ୍ ପତ୍ରକାରଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ କୋହଲି..

ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତର ଲଜ୍ୟାଜନକ ପରାଜୟ ହୋଇଛି । ବିଶ୍ୱକପ ମହାମୁକାବିଲାରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ମ୍ୟାଚ ପରେ ଯେତେବେଳେ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିଥିଲେ, ସେତେବେଳେ ତାଙ୍କୁ କିଛି ଏମିତି ପ୍ରଶ୍ନ କରାଯାଇଥିଲା ଯାହାକୁ ନେଇ
Read More...

ହ୍ୱାଟସ୍ ଆପ୍ ଚାଟ୍ ଲିକ୍‌କୁ ନେଇ ଚିନ୍ତାରେ ବଲିଉଡ ଷ୍ଟାର

ମୁମ୍ବାଇ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ ଓ ଅନନ୍ୟା ପଣ୍ଡାଙ୍କ ନାଁ ଆସିବା ପରେ ଏବେ ହ୍ୱାଟସ ଆପ ଚାଟ୍‌କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସେଲିବ୍ରିଟିଙ୍କ ହ୍ୱାଟସ ଆପ୍ ଚାଟ୍‌କୁ ତଦନ୍ତରେ ବ୍ୟବହୃତ କରାଯାଉଛି । ତେବେ ହ୍ୱାଟସ ଆପ୍ ଚାଟ୍
Read More...

ଆଶ୍ରମ-୩’ ସୁଟିଂ ସମୟରେ ହଙ୍ଗାମା

ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ଥ୍ରୀ’ ୱେବ ସିରିଜ ସୁଟିଂ ବେଳେ ହଙ୍ଗାମା । ବଜରଙ୍ଗ ଦଳର କିଛି ଲୋକ ସୁଟିଂ ସମୟରେ ଗାଡି ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରେ ଆକ୍ରମଣ କରିଛନ୍ତି । ଘଟଣା ପରେ ତୁରନ୍ତ ପୁଲିସ ପହଞ୍ଚି ବଜରଙ୍ଗ ଦଳର କର୍ମୀଙ୍କୁ ଘଉଡାଇଥିଲା । ବଜରଙ୍ଗ ଦଳର
Read More...