ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଶୋଧ ନେଲା ସେନା: ଟଳିଲେ ୩ ଲସ୍କର

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ତୁରନ୍ତ ୫ ଯବାନଙ୍କ ବଳିଦାନର ବଦଲା ନେଇଛନ୍ତି। ସୋପିଆନରେ ଆଜି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ଟିଆରଏଫ ସଦସ୍ୟ। ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ…
Read More...

ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ

ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ  ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା…
Read More...

ସମ୍ ହସ୍ପିଟାଲ୍‌ରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ପ୍ରସ୍ତାବ

ଭୁବନେଶ୍ୱର, ୧୧/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ଇ ନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ…
Read More...

ଆଲମିରାରୁ ମିଳିଲା ୧୪୨ କୋଟି

ଆଲମିରାରେ ର୍‌ଖାଯାଇଥିଲା ୧୪୨ କୋଟି । ଆଜ୍ଞା ହଁ କଥାଟା ଅଡୁଆ ଲାଗୁଥିଲେ ବି ସତ । ହାଇଦ୍ରାବାଦର ହେଟେରୋ ଫାର୍ମାସ୍ୟୁଟିକାଲ ଗ୍ରୁପର ଚଢାଉ କରିଛି ଆୟକର ବିଭାଗ । ହେଲେ ଆୟକର ବିଭାଗ ଅଧିକାରୀ ଯେତେବେଳେ ଆଲମିରା ଖୋଲିଥିଲେ, ସେତେବେଳେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଆଲମିରାରେ…
Read More...

ପାନ ମସଲା ବ୍ରାଣ୍ଡ ବିଜ୍ଞାପନ ଛାଡିଲେ ଅମିତାଭ

ମୁମ୍ବାଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ପାନ ମସଲା ବ୍ରାଣ୍ଡ ବିଜ୍ଞାପନରୁ ନିଜ ନାଁ ହଟେଇ ଦେଇଛନ୍ତି। ଗତ କିଛି ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ ବିଗ ବି। ବିଜ୍ଞାପନରୁ ନାଁ ପ୍ରତ୍ୟାହାର ପରେ ବିଗ ବି କହିଛନ୍ତି, ସେ ଚାହାନ୍ତି ନାହିଁ ଆଗାମୀ…
Read More...

ପୁଣି ମାତିଲେ ନବୀନ; ବିରୋଧୀ ଛତ୍ରଭଙ୍ଗ ଦେଲେ କି?

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂରା ଓଡ଼ିଶା ବୁଲିବେ ବିଜେଡି ସୁପ୍ରିମୋ୫୫ ପ୍ରତିଶତ ଭୋଟ ହାତେଇବା ଲାଗି ନେତାଙ୍କୁ ଟାର୍ଗେଟ ଦେଇଛନ୍ତିନିଜେ ବୁଲୁଛନ୍ତି, ଗାଁ ଗଣ୍ଡା ଗଲେଣି ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାସଂଗଠନ ସଂପାଦକ ବବି ଦାସଙ୍କ ହାତରେ ଏବେ ବଡ ଦାୟିତ୍ବଯେଉଁଠି ରହିଲେ, ବିଜେଡି…
Read More...

ହାପି ବାର୍ଥ ଡେ ବିଗ ବି’…

ମୁମ୍ବାଇ: ବଲିଉଡର ଶେହନଶାହା ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୮୦ ବର୍ଷରେ ପାଦଦେଇଛନ୍ତି ବିଗ ବି । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଆଜି ତାଙ୍କ ଜନ୍ମଦିନ ଅବସରରେ ସବୁ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଦୀର୍ଘ ୫ ଦଶନ୍ଧି ଧରି…
Read More...

ଆଜି ବି ବଢିଲା ତୈଳ ଦର…

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି…
Read More...