ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେଜିଏଫ-୨କୁ ନେଇ ଆସିଲା ବଡ଼ ଖବର…

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ ଟୁର ରିଲିଜ ନେଇ ତାରିଖ ଘୋଷଣା ହୋଇଛି। ମହାମାରୀ କରୋନା କାରଣରୁ ଫିଳ୍ମରରିଲିଜକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ରିଲିଜ ତାରିଖ ଉପରୁ ପରଦା ହଟାଇଛନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ‘ୟାସ’ । ଫିଲ୍ମର ନୂଆ…
Read More...

କାହିଁକି ଆଗ ହାଇସ୍କୁଲରୁ ରୂପାନ୍ତରୀକରଣ ପ୍ରକ୍ରିୟା?

ନବୀନଙ୍କ ରଣନୀତି ବିରୋଧୀଙ୍କ ପାଇଁ ଅବୁଝା ଭୁବନେଶ୍ବର: ବିଦ୍ଯାଳୟର ରୂପାନ୍ତରୀଣକରଣ ଆରମ୍ଭ ହୋଇଛି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୮ ହଜାର ହାଇସ୍କୁଲର କଳେବର ରାଜ୍ୟ ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି।…
Read More...

ନ ବଦଳିଲେ, ଆଗକୁ ଅପରାଜିତାଙ୍କୁ ବିପଦ!

ଭୁବନେଶ୍ବର: ଉଭୟ ଅଣଓଡ଼ିଆ। ଗୋଟିଏ ବର୍ଷରେ ଦୁଇଜଣ ଯାକ ଆଇଏଏସ୍ ପାଇଥିଲେ। ଉଭୟ ଓଡ଼ିଶାକୁ ନିଜ କର୍ମଭୂମି ବାଛିଥିଲେ। ଉଭୟ ଅଧାରୁ ଚାକିରି ଛାଡିଲେ। ସଂଯୋଗବଶତଃ ଉଭୟ ଗୋଟିଏ ଦଳରେ ଯୋଗଦେଲେ ଏବଂ ଜଣେ ନିର୍ବାଚିତ ହେଲେ ଲୋକସଭାକୁ ଆଉ ଜଣେ ଏବେ ରାଜ୍ୟସଭାରେ। ଆପଣମାନେ…
Read More...

କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରେ ଏନ୍‌ଏଚ୍ ଓ ଏନଏଚ୍‌ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାକୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ପ୍ରକଳ୍ପ ଆଲୋଚନାନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ ସାରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ ଭୁବନେଶ୍ୱର:…
Read More...

ବିଜୟଙ୍କୁ ଖବର ଦିଆଗଲା…

ଭୁବନେଶ୍ବର: କିଛି ଦିନ ତଳେ ବିଜେପି ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଗୁପ୍ତ ବୈଠକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଚାରିଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…
Read More...

କ’ଣ ସଙ୍କେତ ଦେଇ ଫେରିଲେ ଅଶ୍ବିନୀ, ଧର୍ମେନ୍ଦ୍ର?

ଭୁବନେଶ୍ବର: ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କର ଓଡ଼ିଶା ଗସ୍ତ ଆଜି ଶେଷ ହେଉଛି। ୧୯ ତାରିଖରୁ ଚାରିଦିନିଆ ଗସ୍ତରେ ଆସିଥିଲେ ଉଭୟ କେନ୍ଦ୍ର ଶିକ୍ଷା ଏବଂ ରେଳ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ…
Read More...

ବଦଳିଲା ସ୍କୁଲ ଚେହେରା, ବଦଳିବ ଏବେ ପାଠପଢା

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ, ୫୦ଟି ସ୍କୁଲ କାର୍ଯ୍ୟ ସଂପୂର୍ଣ୍ଣଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣସ୍କୁଲ ରୂପାନ୍ତରଣ ହେଉଛି '୫-ଟି'ର କ୍ଲାସିକ ଉଦାହରଣ ବୋଲି କହିଲେ ମୁଖ୍ୟମନ୍ତ୍ରୀରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ…
Read More...

ଓଡ଼ିଶା ଶିକ୍ଷା ବିକାଶରେ ଯୋଡି ହେଲେ ଧର୍ମେନ୍ଦ୍ର

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ଯୋଗାଣ କରାଯିବବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇଁ ୧୫୦ ସ୍କୁଲକୁ ନେଇ ପାଇଲଟ୍…
Read More...

ଡ୍ରାଇଭର ରଚିଥିଲା ଅପହରଣ ନାଟକ

ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି। …
Read More...

ବିଗ ବସ୍ ପ୍ରୋମୋରେ ରେଖା

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ବିଗ ବସ ସିଜିନ- ୧୫। ନିକଟରେ ବିଗ ବସ ୧୫ ସେଟର ଭିତର ଫଟୋ ସାମାନାକୁ ଆସିଥିବା ବେଳେ ଏବେ ଏହାର ପ୍ରମୋ ନଜରକୁ ଆସିଛି। ତେବେ ପ୍ରୋମୋରେ ଅଭିନ୍ରେତୀ ରେଖାଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢିଯାଇଛି। …
Read More...