ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେଡିକୁ କାହାର ବେଶୀ ଆବଶ୍ୟକତା; ଯୁବ ନା ବରିଷ୍ଠ

୮୨ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ବିବାଦ ବଢୁଛିବରିଷ୍ଠ ନେତା କନିଷ୍ଠଙ୍କୁ ରାସ୍ତା ଛାଡିବାକୁ ନାରାଜ ଅଛନ୍ତିଅସନ୍ତୁଷ୍ଟ ନେତାଙ୍କ ଘରେ ପ୍ରତିଦିନ ମେଳି ବାନ୍ଧୁଛନ୍ତିଯୁବ ନେତାଙ୍କର ବି ଧୈର୍ଯ୍ୟ ଚ୍ୟୁତି, ଏଥର ନିଶ୍ଚୟ ଲଢିବେବିଜେଡିକୁ ଦୁର୍ବଳ କରୁଛନ୍ତି ଖବ୍‌ରି, ଏଘର ମାଉସୀ...ସେଘର…
Read More...

ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ…
Read More...

ଆଇଆଇଟିକୁ କାହିଁକି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ବକୁଳ ବନ ବିଦ୍ୟାଳୟ ସହିତ ଆଇଆଇଟିକୁ ଯୋଡିବାକୁ ପରାମର୍ଶ ଦେଲେ ଭୁବନେଶ୍ବର: ଭୁବନେଶ୍ୱର ଆଇଆଇଟିରେ ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଋଷିକୁଲ୍ୟା ଆବାସିକ ହଲ ଓ ପୁଷ୍ପଗିରି…
Read More...

କେଉଁଠି ଗୋଟେ ଅଟକିଗଲା ପୁଲିସ୍ ବିଲ୍‌

ପାଞ୍ଚଟି ଆପତ୍ତି ଦର୍ଶାଇ ରାଜ୍ୟପାଳ ଫେରାଇଥିଲେକହିଥିଲେ, ସଂଶୋଧନ ସହ ବିଧାନସଭାକୁ ଆଣସରକାର ଏହା ଉପରେ ଏବେ ବି ନିରବ ଅଛନ୍ତିପୁଲିସରେ ସଂସ୍କାର ପାଇଁ ଚାହୁଁଥିଲେ ସୁପ୍ରିମକୋର୍ଟବିରୋଧୀ ଦଳଙ୍କ ମୁହଁରେ ବି ତୁଣ୍ଡି, କେହି ପଚାରୁନାହାନ୍ତି ଭୁବନେଶ୍ବର: ୧୫୮ବର୍ଷରୁ ଅଧିକ ସମୟ ଧରି…
Read More...

ଓଡ଼ିଶା ପୁଲିସ କେଉଁ କାମରେ ବ୍ୟସ୍ତ ଅଛି?

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରଖିଛି। ଘଟଣା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଅଧିକାରୀ, ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଗଜପତି ପୁଲିସ କ୍ଲିନ୍‌ଚିଟ୍ ଦେଇଥିବା…
Read More...

ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର କୁଳାଧିପତି ଭାବରେ ଶାଲୁ ଜିନ୍ଦଲ ନିଯୁକ୍ତ

ଭୁବନେଶ୍ବର: ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ଦ୍ଦେଶକ  ଶାଲୁ ଜିନ୍ଦଲଙ୍କୁ ଛତିଶଗଡର ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର ନୂତନ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉଇକେ ଅଗଷ୍ଟ ୧୮ ତାରିଖରେ ଶ୍ରୀମତୀ…
Read More...

ଟାଟା ପାଇଁ ଶକ୍ତି ମନ୍ତ୍ରୀ ହଟ୍ଟହଟ୍ଟା

ବିଧାନସଭା ଗୃହ କମିଟି ବୈଠକରେ ଅସନ୍ତୋଷ ଝାଡିଲେ ଦଳମତ ନିର୍ବିଶେଷରେ ବିଧାୟକକଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାଟା କାରବାର ନେଇ ବୈଠକରେ ଗର୍ଜିଲେରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବି ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଅତିଷ୍ଠ କରାପକାଇଲେବିଦ୍ୟୁତ ବ୍ୟବସ୍ଥାକୁ ନେଇ ସବୁଠି…
Read More...

ବେଲବଟମ୍‌…ଆସୁ ଆସୁ ହିଟ୍‌

ରିଲିଜ ହୋଇଛି ଖିଲାଡି ବଏ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲବଟମ। ତେବେ ପ୍ରଥମ ଦିନରେ ଭଲ ଓପନିଂ କରିଛି ଫିଲ୍ମ। ଦର୍ଶକ ଫିଲ୍ମଟିକୁ ଖୁବ ପସନ୍ଦ କରିଛନ୍ତି। ଅକ୍ଷୟ କୁମାରଙ୍କ ଅନ୍ୟ ଚଳଚିତ୍ର ପରି ଏହା ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଓ ବାଣୀ କପୁରଙ୍କ ଯୋଡି ଦେଖିବାକୁ…
Read More...

ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!

ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ…
Read More...

କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା

କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ…
Read More...