ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜସ୍ଥାନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲା ‘ତାଲିବାନ ଟିମ୍’

ଜୟପୁର: ଗୋଟିଏ ପଟେ ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାଁକୁ ନେଇ ଦେଖାଦେଇଛି ବିବାଦ। କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲେ ତାଲିବାନ ନାମକ ଟିମ। ଆଉ ଏହାକୁ ନେଇ ଆରମ୍ଭ…
Read More...

‘ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି’

ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ,ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ: ମୁଖ୍ୟମନ୍ତ୍ରୀଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି: ଛାତ୍ରଛାତ୍ରୀ ଭୁବନେଶ୍ୱର:…
Read More...

ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୮ ଆପ୍ସ

ଭୁବନେଶ୍ବର: ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତେବେ ନିଜର ଫୋନ ତୁରନ୍ତ ଯାଞ୍ଚ କରନ୍ତୁ। ଯଦି ଏହି ୮ଟି ଆପ୍ସ ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ୮ଟି ଆପ୍ସ ହଟାଇଦେଇଛି। ଏହି ଆପ୍ସ ହେଉଛି କ୍ରିପ୍ଟୋକରେନ୍ସି ମାଇନିଂଗକୁ ନେଇକି,…
Read More...

କୋଭିଡ୍ ମହାମାରୀ ଲାଗି ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର : କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେସିଆଲିଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ…
Read More...

ଫସିଗଲେ କି ବାଇଡେନ! ଧମକ ଦେଲାଣି ତାଲିବାନ

ଆମେରିକାକୁ ତାଲିବାନର ଧମକ । ପୂର୍ବରୁ ଆମେରିକା କହିଥିଲା ଯେ, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର ପରେ ସେନାକୁ ଫେରାଇ ନେବ। ଏବେ ପୂର୍ବ କଥା ଅନୁସାରେ ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଆମେରିକାକୁ ତାଲିବାନ ଧମକ ଦେଇଛି। ଆମେରିକା ଓ ନାଟୋ ସେନା ଏବେ ଆଫଗାନିସ୍ତାନ…
Read More...

ବିନା ବାଦ୍ୟଯନ୍ତ୍ରରେ ଗୀତ

ଭୁବନେଶ୍ବର: ଓଡ଼ିଆ ମାନଙ୍କ ମଉଡମଣି ତଥା ଗର୍ବ ଓ ଗୌରବ ହେଉଛନ୍ତି ଜଗନ୍ନାଥ। ଓଡ଼ିଆଙ୍କ ପରିଚୟ ହେଉଛି ଶ୍ରୀମନ୍ଦିର। ତେବେ ତରଂଗ ଟିଭିରେ ପ୍ରସାରିତ ହେବାକୁ ଥିବା ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଶୀର୍ଷକ ଗୀତରେ ଏକ ପରୀକ୍ଷା କରିଛନ୍ତି ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ l ସବୁଠୁ ରୋଚକ…
Read More...

ଗର୍ଜିଲା ବିଜେଡି: ଚାଷୀ ହତାଶ; ବୀମା କଂପାନି ଲାଲେଲାଲ୍

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର: ସେ ବରଗଡ ହେଉ କି ସମ୍ବଲପୁର। ସୋନପୁର, ଦେବଗଡ, ବଲାଙ୍ଗୀର, କଳାହାଣ୍ଡି ଅଥବା ନୂଆପଡା। ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନାକେଦମ…
Read More...

ମନରେଗାରେ ୯୩୫ କୋଟିର କେଳେଙ୍କାରୀ ଅଭିଯୋଗ

ନୂଆଦିଲ୍ଲୀ: ମନରେଗା ଯୋଜନାରେ କେଳେଙ୍କାରୀ। ଏମିତି ସଙ୍ଗିନ୍ ଅଭିଯୋଗ ଆଣିଛି କଂଗ୍ରେସ। ଗତ ୪ବର୍ଷରେ ୯୩୫ କୋଟି ଟଙ୍କାର ଅପବ୍ୟବହାର ହୋଇଥିବା ଦର୍ଶାଇଛି ଦଳ। କଂଗ୍ରେସ ନେତା କହିଛନ୍ତି, ୨୦୦୫ରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ ନେତୃତ୍ବାଧୀନ ସରକାର ଥିଲା ଦେଶରେ।…
Read More...

କାଲିଠୁ ପାରାଲିମ୍ପିକ୍, ଓଡ଼ିଆ ପୁଅ ପ୍ରମୋଦଙ୍କ ଉପରେ ନଜର

କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ । ଏଥିରେ ୪୦ ଜଣ ପୁରୁଷ, ୧୪ ଜଣ ମହିଳାଙ୍କ ସମେତ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଟେବୁଲ ଟେନିସ.ଶକ୍ତି ଉତ୍ତୋଳନ ଓ ତାଏକୋଣ୍ଡା ଖେଳାଳିମାନେ ଟୋକିଓରେ ପହଞ୍ଚିସାରିଛନ୍ତି। ଟୋକିଓରେପହଞ୍ଚି…
Read More...

ତାଲିବାନଙ୍କ ବିରୋଧରେ ତାତିଲେ ସେନା

ଗୃହ ଯୁଦ୍ଧ ଆଡକୁ ମୁହାଁଉଛି ଆଫଗାନିସ୍ତାନ। ତାଲିବାନଙ୍କ ବିରୋଧରେ ଉଠିଲା ଅସ୍ତ୍ର। ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବି ତାଲିବାନଙ୍କ କବଜାକୁ ପୂରା ଆସିପାରିନାହିଁ। ଅଭେଦ୍ୟ ଗଡ଼ ପଞ୍ଜଶୀର ପ୍ରାନ୍ତକୁ ନିୟନ୍ତ୍ରଣକୁ ନେଇପାରିନାହାନ୍ତି ତାଲିବାନ। ଅନ୍ୟପଟେ ତାଲିବାନଙ୍କୁ କଡା ଟକ୍କର…
Read More...