ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜମ୍ମୁ ଓ କଶ୍ମୀର ବୈଠକ ପଛରେ ବଡ଼ ରହସ୍ୟ!

ପ୍ରଧାନମନ୍ତ୍ରୀଙ୍କ ସହିତ ତିନି ଘଣ୍ଟା ଧରି ଆଲୋଚନା କଲେ ୧୪ ବରିଷ୍ଠ ନେତା୨୦୧୯ ପରେ ଏହି ବୈଠକ ବଡ ମହତ୍ତ୍ବ ରଖୁଛି, ଜାତୀୟ ରାଜନୀତିରେ ହଲଚଲ ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ସ୍ବ‌ତନ୍ତ୍ର ମାନ୍ୟତା ପ୍ରଦାନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଯେଠଓ୍ବା, ଲଳିତ, ସଂଜୀବଙ୍କୁ ଗୁରୁଦାୟିତ୍ବ

ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‌ଡି ନିଯୁକ୍ତିବୋଥ୍ରା ପରିବହନ କମିସନ, ରାଧାକୃଷ୍ଣଙ୍କୁ ଆଇନଶୃଙ୍ଖଳା ଦାୟିତ୍ବଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ କାର୍ଯ୍ୟ କରିବେ ଭୁବନେଶ୍ବର: ଯେମିତି ପୂର୍ବାନୁମାନ କରାଯାଇଥିଲା, ଠିକ୍ ସେମିତି ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ…
Read More...

ଗୋ-ଖାଦ୍ୟ ପାଇଁ ଦୁଗ୍ଧ ଚାଷୀ ପାଇବେ ୬ହଜାର

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଭୁବନେଶ୍ବର: ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ…
Read More...

ଆଦ୍ୟଯାତ୍ରାରେ ଅଗ୍ରପୂଜ୍ୟଙ୍କୁ ଗୁରୁତ୍ବ: ହାତୀ ବେଶରେ ମହାପ୍ରଭୁ

ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବ ପରେ ମହାପ୍ରଭୁ ଗଜାନନ ଓ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାରାଷ୍ଟ୍ରର ବିଶିଷ୍ଟ ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ ଠାକୁରେ। ବଡ଼ ଠାକୁରଙ୍କ ପାଇଁ ଗୋପାଳ ତୀର୍ଥ ମଠ ଏହି ବେଶ…
Read More...

ସ୍ନାନ ବେଦୀରେ ଚତୁର୍ଧାମୂର୍ତ୍ତି

ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ ରାତି ୧ଟ ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି, ୪ଟା ୫୦ରେ ମଙ୍ଗଳ ଆଳତି୧୦୮ ଗରା ସୁବାସିତ ଜଳରେ ଆଜି ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁଭାଙ୍ଗିଯାଇଛି ସରଘର, ଅସ୍ଥାୟୀ ଘରେ ଅଧିବାସ କାର୍ଯ୍ୟ ଶେଷ ହୋଇଛିବିନା ଭକ୍ତରେ ମହାପ୍ରଭୁଙ୍କ…
Read More...

ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଦେଲେ ନବୀନ

‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ମୁଖ୍ୟ ଆଭିମୁଖ୍ୟସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ…
Read More...

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା…
Read More...

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଟଚମଟ

ମୁଖ୍ୟମନ୍ତ୍ରୀ-ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସମାଧାନ ଲାଗି ରାହୁଲଙ୍କ ଘନ ଘନ ବୈଠକଦୋଷ ସୁଧାରିଲେ କେଜ୍ରିଓ୍ବାଲ, ଏଥର ଆଗୁଆ ଘୋଷଣା କଲେ ଯେ ଶିଖ୍ ସଂପ୍ରଦାୟର ନେତା ହେବେ ମୁଖ୍ୟମନ୍ତ୍ରୀସିଦ୍ଧୁଙ୍କ ଉପରେ ଆପ୍‌ର ଆଖି; ଚାଷୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ବିଜେପି ନେତା ବି…
Read More...