ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକ ବିଜେପିରେ ୟେଦୁରପ୍ପା ଝଡ଼ ଭୀଷଣ ରୂପ ନେଲାଣି

ବିଜେପି ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣିତିନିଭାଗରେ ବିଭକ୍ତ ହେଲାଣି ରାଜ୍ୟ ବିଜେପି ସଂଗଠନୟେଦୁରପ୍ପାଙ୍କ ଚୌକି ଦୋହଲୁଛି, କ୍ୟାମ୍ପ କରିଛନ୍ତି ଅରୁଣରାଷ୍ଟ୍ରପତି ଶାସନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୌସୁମୀ ଜନିତ ପାଣିପାଗକୁ…
Read More...

ତୃତୀୟ ଲହର ନେଇ ସେରୋ ସର୍ଭେରୁ ଆସିଲା ବଡ଼ ତଥ୍ୟ

ଦିଲ୍ଲୀ ସରକାର ଓ କେନ୍ଦ୍ରକୁ ନୋଟିସ କଲେ ଦିଲ୍ଲୀ ହାଇକୋର୍ଟ,କୋର୍ଟ କହିଲେ ଭଗବାନ ଆମକୁ ସାହାଯ୍ୟ କରନ୍ତୁ ନୂଆଦିଲ୍ଲୀ: କୋଭିଡ୍ ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ ନାହିଁ। ଏକଥା ଆମେ କହୁନାହୁଁ, ବରଂ ଡବଲୁଏଚ୍‌ଓ ଓ ଏମ୍‌ସ ଯୁଗ୍ମ ସର୍ବେକ୍ଷଣ ରିପୋର୍ଟରେ…
Read More...

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର: କୋଭିଡ୍ କାରଣରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଥିଲେ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ପଦ୍ଧତି ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହିତ ଘୋଷଣା କରିଛି ଯେ ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। …
Read More...

ଘୋଡ଼ା ବିବାଦ ପଛରେ ଲୁଚିଛି ଅନେକ ରହସ୍ୟ

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ଘୋଡାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଉଭୟ ବିଜେପି ଓ କଂଗ୍ରେସ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନ୍ତାନ୍ତରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେଇଛି। ଭୁବନେଶ୍ବର ଜିଲ୍ଲା ସଭାପତି…
Read More...

ନବୀନଙ୍କୁ ବଦ୍‌ନାମ କରିବାକୁ ବଡ଼ ଷଡ଼୍‌ଯନ୍ତ୍ର

ଅକଳରେ ପକାଇଲାଣି ଥଇଥାନ ନିଯୁକ୍ତି; ଷ୍ଚାଫ୍ ସିଲେକ୍ସନ କାର୍ଯ୍ୟ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଲେ ନିଜେ ସରକାରନିଯୁକ୍ତି ପ୍ରକ୍ରିୟାକୁ କମିସନ ତ୍ବରାନ୍ବିତ କରିପାରୁନାହାନ୍ତି, ବୋଲି ନିଜ ନିଯୁକ୍ତି ନିଜେ କରିବାକୁ ପୁଲିସ ବିଭାଗ ପାଗ ଭିଡ଼ିଛିକମିସନଙ୍କୁ ବିଶ୍ବାସକୁ ନ ନେଇ ପୁଲିସ…
Read More...

ନବୀନଙ୍କ ୧୬୯୦ କୋଟିର କୋଭିଡ୍ ପ୍ୟାକେଜ୍

ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ମନରେଗା ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା…
Read More...

ନବୀନ ଦାବି ରଖିଥିଲେ, ମୋଦୀ ଶୁଣିଲେ

ବିଶ୍ବ ଐତିହ୍ୟ ପ୍ରକଳ୍ପ ଆଡକୁ ଆଉ ପାଦେ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ରାସ୍ତା ଖୋଲିଲାକେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ସ୍ବତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତିଓଡ଼ିଶା କ୍ୟାଡର ଅଫିସର ତଥା କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ ତ୍ବରାନ୍ବିତ…
Read More...

ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ…
Read More...

୨୦ ଯାଏ କେଉଁଠି ପାଣିପାଗ କିଭଳି ରହିବ, ଜାଣନ୍ତୁ

ଭୁବନେଶ୍ବର: ଜୁନ୍ ୧୮ ଓ ୧୯ ତାରିଖରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ। ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ଏଭଳି କହିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ। ତାଙ୍କ ପୂର୍ବାନୁମାନ…
Read More...

କାହା ସ୍ବାର୍ଥରେ କାମ କରୁଛନ୍ତି ମନ୍ତ୍ରୀ, ସଚିବ

ଆଉ କେତେ ଦିନ ପ୍ରଶାସକଙ୍କ ହାତରେ ରହିବ ମହାନଗର, ପୌରାଞ୍ଚଳ ଓ ସମବାୟ ସଂସ୍ଥାମାଳ ମାଳ ପୁରସ୍କାର ଗୋଟାଉଛନ୍ତି, ଅଥଚ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରିଲେନିପଞ୍ଚାୟତିରାଜ ବିଭାଗ ସ୍ଥିତି ମୁସ୍କିଲ୍, ପିିପିଲି ଉପନିର୍ବାଚନ ପ୍ରଚାର ବେଳେ ଆସିଲା ବଡ ସତସମବାୟ ମନ୍ତ୍ରୀ ଅତ୍ୟନ୍ତ…
Read More...