ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ନବୀନ

୮ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ବିପଦ, ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ନିଶ୍ଚିତବଦଳିପାରନ୍ତି ବାଚସ୍ପଚି, ଉପବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକକିଛି ଟାଣୁଆ ମନ୍ତ୍ରୀ ସଂଗଠନ ଦାୟିତ୍ବ ନେବେ, ଅଧିକ ମହିଳାଙ୍କୁ ଗୁରୁତ୍ବ ମିଳିବବେଶୀ ଯୁବ ନେତାଙ୍କୁ ମିଳିବ ଗୁରୁତ୍ବ, ୨୦୨୪…
Read More...

ଦେବାଶିଷଙ୍କୁ ସମ୍ମାନ ଟିକିଏ ଦେବାକୁ ବି ଭୁଲିଗଲେ!

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶେଷକୃତ୍ୟ କଟକ ଖାନନଗର ଶ୍ମଶାନରେ ଶେଷ ହୋଇଛି। ହେଲେ ଦେବାଶିଷଙ୍କ ବିୟୋଗ ଯେମିତି ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା, ଠିକ୍ ସେମିତି ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ହୋଇଥିବା…
Read More...

କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କୁ କରୋନା ଛଡାଇ ନେଇଥିଲା। ଏ ଦୁଃଖରୁ ନିସ୍ତାର ମିଳିନି। ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ତପୁ ମିଶ୍ର ସମସ୍ତଙ୍କୁ ପର କରିି ଦୁନିଆ ଛାଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ…
Read More...

ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତଏବେଠୁ ସ୍ବତନ୍ତ୍ର ଶିଶୁ ଚିକିତ୍ସା ଓ୍ବାର୍ଡ ଖୋଲିଲେ ସରକାରଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ…
Read More...

୮୫ ବ୍ଲକକୁ ଆରମ୍ଭରୁ ଧୋକା ଦେଲା ମୌସୁମୀ

ଜମି ପାଇଲାନି ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ ଦେଲେଣି୧୬ ବ୍ଲକରେ ସ୍ଥିତି ଅତି ଉତ୍କଟ, ୬୦ ପ୍ରତିଶତରୁ କମ୍ ବର୍ଷା ହୋଇଛିଜୁନର ବାକି ଦିନରେ ଦକ୍ଷିଣ ଓ ଉପକୂଳରେ ବଡ଼ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ଚଳିତବର୍ଷ ଠିକ୍ ସମୟରେ ଅର୍ଥାତ୍ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶା…
Read More...

ଦୁଃଖ ଲଦିଦେଲେ ବରିଷ୍ଠ ପ୍ରଶାସକ ଗୁରୁପ୍ରସାଦ

ଭୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ଡ. ଦେବାଶିଷ ପାଣିଗ୍ରାହୀଙ୍କର ମୃତ୍ୟୁ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି। ଠିକ୍ ଏମିତି ସମୟରେ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁଜୁରାଟ କ୍ୟାଡର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଆ ପୁଅ ଗୁରୁ ପ୍ରସାଦ ମହାପାତ୍ରଙ୍କର ମୃତ୍ୟୁ…
Read More...

ସଂସାରରେ ଏମିତି କ’ଣ ବାପା ଥାନ୍ତି, ଯିଏ…

ଭୁବନେଶ୍ବର: କୁହାଯାଏ, ବାପା ମାାଆଙ୍କ କର୍ମବଳେ ପିଲାମାନେ ସୁଖୀ ହୋଇଥାନ୍ତି। ଅର୍ଥାତ୍ ଯେଉଁ ବାପା ମାଆ ପିଲାମାନଙ୍କୁ ସୁଶିକ୍ଷା, ସଂସ୍କାର, ଆଚରଣ ଓ ଉଚ୍ଚାରଣଗତ ଶାଳୀନତା ଆଦି ଶିଖାଇଥାନ୍ତି, ସେହି ପିଲାମାନେ ପରବର୍ତ୍ତୀ ସମୟରେ ସମାଜରେ କେବଳ ଉଚ୍ଚଶିକ୍ଷିତ ହୁଅନ୍ତି ତା ନୁହେଁ,…
Read More...

ଆରପାରିରେ ମିଲଖା ସିଂହ

ଚଣ୍ଡୀଗଡ: ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ…
Read More...

ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଆଜି ରାତି ୧୦ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
Read More...

ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ …
Read More...