ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନବୀନଙ୍କୁ ପଛରେ ପକାଉଛି କିଏ?

ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନିକଟରେ ତାଙ୍କ ସରକାରକୁ (ମାର୍ଚ୍ଚ ୫ ତାରିଖରେ) ୨୦ ବର୍ଷ ପୂରିଛି। ବିଜେଡି ଏହି ଦିନକୁ ଧୁମଧାମରେ ପାଳନ କରିଛି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ
Read More...

ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…

ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା
Read More...

କଂଗ୍ରେସ ହାଇକମାଣ୍ଡରାଜକୁ ବଡ଼ ଧକ୍କା!

ନୂଆଦିଲ୍ଲୀ: ଗୁରୁଗାଁଓ ହୋଟେଲରୁ ୬ ବିଧାୟକ ମୁକୁଳିବାର ୨୪ ଘଣ୍ଟା ବିତିନି, ମଧ୍ୟପ୍ରଦେଶ କଂଗ୍ରେସ ସରକାର ପ୍ରତି ବଡ଼ ବିପଦ ଘୋଟିଆସିଛି। ଦଳର ୧୮ ବର୍ଷର ସହଯୋଗୀ, ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଛନ୍ତି ଓ କମଳନାଥଙ୍କ ନେତୃତ୍ବରେ ଚାଲିଥିବା ମଧ୍ୟପ୍ରଦେଶ
Read More...

ଭିଡମୁକ୍ତ ପାଇଁ କଟକର ନବକଳେବର

ଭୁବନେଶ୍ବର: କଟକ ସହରକୁ ଭିଡମୁ୍କ୍ତ କରିବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ହୋଲି ପାଇଁ ସମଗ୍ର ରାଜ୍ୟ ଆନନ୍ଦମୁଖର ଥିବା ବେଳେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ କଟକ ଯାଇ ସହରର ନବକଳେବରର ପ୍ରଥମ ଦଫା ନକ୍ସାରେ ଚୂଡାନ୍ତ
Read More...

ନବୀନ ବ୍ରାଣ୍ଡିଂ ପାଇଁ ପଛଘୁଞ୍ଚା କାହିଁକି?

ଭୁବନେଶ୍ବର: ଆଜି ୨୦୨୦ ମାର୍ଚ୍ଚ ୪ ତାରିଖ। ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷେକ ଗ୍ରହଣ କରିବାର ୨୦ବର୍ଷ ଛୁଇଁବ। ଯେହେତୁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଛି,
Read More...

ବିଜେଡି ଏବେ ବିଜେପି ଠାରୁ କେତେ ଦୂରରେ

ଭୁବନେଶ୍ବର: ମେଣ୍ଟରେ ଥିଲେ ବିଜେଡି-ବିଜେପି। ସେଯାଏ ସବୁ ଠିକ୍ ଥିଲା। ହେଲେ ଯେଉଁ ଦିନ ମେଣ୍ଟ ଭାଙ୍ଗିଲା, ତା ପର ନିର୍ବାଚନରେ ଥୋକେ ବିଜେପି ନେତା ଯୋଗଦେଲେ ବିଜେଡିରେ। କୁହାଗଲା, ଏହା ରାଜନୈତିକ ଆବଶ୍ୟକତା ଥିଲା। କାହାକୁ ଦଳ ଟିକେଟ ଦେଲା, ଆଉ କାହାକୁ ଅନ୍ୟ ପଦପଦବିରେ ଥଇଥାନ
Read More...

ଇଏ କେମିତିକା କୌଶଳ; ଜଣେ ସନ୍ତୁଷ୍ଟ, ଆଉ…

ଭୁବନେଶ୍ବର: ପରାଜିଚ ନେତାମାନଙ୍କୁ ପଦ ପଦବି ମନା। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳକୁ ବଢାଇବେ। ଏମିତିରେ ବି ବାର୍ତା ଯିବ ଲୋକେ ଯାହାକୁ ନେତୃତ୍ବ ଦେଇନାହାନ୍ତି, ସେ ଜନମତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଦେଇଛନ୍ତି। ଏଭଳି ଏକ ବିଚାର ରଖି ବିଜେଡି ମୁଖିଆ ପଞ୍ଚମ
Read More...

ନିଶାଡି ମାତିଛନ୍ତି ୭ଜିଲ୍ଲାରେ

ଭୁବନେଶ୍ବର: ଶହେ କି ଦୁଇଶହ ଗ୍ରାମ ନୁହେଁ, ୨ମାସ ଭିତରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଶାଖା ୧କେଜି ୩୪୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲାଣି। ଯାହାର ବଜାର ଦର ପାଖାପାଖି ଦେଢ କୋଟି ଟଙ୍କା ହେବ। କେବଳ ସେତିକି ନୁହେଁ, ୩୨୬ ଗ୍ରାମ୍ ଅଫିମ, ୧୩ ହଜାର ୨୧ ହଜାର ଟଙ୍କା ସହିତ ୨୭ ଜଣ
Read More...

ଆଇନଜୀବୀଙ୍କ ପାଇଁ ଆସୁଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଭିନ୍ନ ତଳ କୋର୍ଟରେ ଖାଲି ପଡିଥିବା ପ୍ରାୟ ୫୦୦୦ ବିଚାରପତି ପଦବି ପୂରଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସମୟ ଅନୁସାରେ ଦକ୍ଷ ବିଚାରପତି ନିଯୁକ୍ତି ଲାଗି କେନ୍ଦ୍ର ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି।
Read More...