ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ବର୍ଷ ପାଞ୍ଚଟାରେ ପ୍ରଭାବ କମିଗଲା କାହିଁକି?

ଜୁଏଲଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି ଭିନ୍ନ ଚର୍ଚ୍ଚାକେନ୍ଦ୍ରୀୟ ନେତାଙ୍କ ଶୁଭ ଦୃଷ୍ଟିରେ ଆଉ ସମ୍ଭବତଃ ନାହାନ୍ତି ଭୁବନେଶ୍ବର: ସାଂସଦ ଜୁଏଲ ଓରାମ ବିଜେପି କେନ୍ଦ୍ରୀୟ ନେତୃତ୍ବର ଆସ୍ଥା ହରାଇଲେ କି? ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ, ପ୍ରଧାନମନ୍ତ୍ରୀ
Read More...

ଜଣେ ନେତା, ଗୋଟିଏ ପଦବି!

ଏମିତି ଫର୍ମୁଲା ସପକ୍ଷରେ କାମ ଆରମ୍ଭ କରୁଛି ବିଜେଡିସଂଗଠନରେ ଯୁବ ନେତାଙ୍କୁ କିଭଳି ଦାୟିତ୍ବ ମିଳୁଛି, ସମସ୍ତଙ୍କ ନଜରପୁରୁଖା ତଥା ବରିଷ୍ଠ ଦାୟିତ୍ବ ପାଇବେ ନା କୋଣଠେସା ହୋଇ ରହିବେ ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ
Read More...

ତଥ୍ୟ ମାଗିଲେ, ମୃତ୍ୟୁଦଣ୍ଡ!

କନ୍ଧମାଳର ଅଭିମନ୍ୟୁଙ୍କ ପରେ କେନ୍ଦ୍ରାପଡାର ରଂଜନଙ୍କୁ ହତ୍ୟାସୂଚନା ଅଧିକାର ବଳରେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲୁଥିଲେଶ୍ବାସରୁଦ୍ଧ କରି ଶୁକ୍ରବାର ରାତିରେ ମାରିଦେଇଥିବା ସନ୍ଦେବ ଭୁବନେଶ୍ବର: ଉପା ସରକାର ସମୟରେ ଲୋକଙ୍କ ହାତକୁ ଆସିଥିବା ବଡ଼ ଅସ୍ତ୍ରକୁ ପ୍ରଭାବହୀନ କରିବା ଲାଗି
Read More...

କୁଟ୍ଟେଙ୍କୁ କହିବା ପରେ କଣ ହେଲା ଜାଣନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପାଟକୁରା ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଆରମ୍ଭ ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ୍‍ ଅଚାନକ ଗସ୍ତ କରି ତନାଘନା କଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା
Read More...

ନବୀନଙ୍କ ହିଞ୍ଜିଳିରେ ପାଣ୍ଡିଆନ୍

ତାରା ତାରିଣୀ ମନ୍ଦିର ବିକାଶ ପାଇଁ ଆଲୋଚନା କଲେହାଇସ୍କୁଲ ବୁଲି ଦେଖିଲେ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ବିକାଶ ଖସଡା ଇତିମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯାଏ ଲମ୍ବିଥିଲା। ଆଜି ୫ଟି ସଚିବ ଭି କାର୍ତିକେୟନ୍
Read More...

ଲକ୍ଷ୍ମୀଛଡା ବନ ଓ ପରିବହନ ବିଭାଗ!

ଟ୍ରକ୍ ଚକା ତଳେ ଗଲା ଗଜରାଜର ଜୀବନଆଉ ଗୋଟିଏ ହାତୀର ଦାନ୍ତ ଭାଙ୍ଗିଯାଇଛିଢେଙ୍କାନାଳରେ ଘଟିଛି ଏମିତି ଏକ ଦୁର୍ଘଟଣା ଭୁବନେଶ୍ବର: ରାସ୍ତା କଡରେ ବଡ ବଡ ଅକ୍ଷରରେ ଲେଖାଥିଲା ଯେ ଏହା ହାତୀ ଚଳାଚଳ ରାସ୍ତା। ଦ୍ରୁତଗତିରେ ଗାଡି ଚଲାନ୍ତୁ ନାହିଁ। ମାତ୍ର ଏହାର କିଛି ବି ପ୍ରଭାବ ପଡିଲାନି।
Read More...

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ
Read More...

ଦୁର୍ଘଟଣା ନେଇଗଲା ୭ଜୀବନ

ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି
Read More...

ସୁନନ୍ଦାଙ୍କ ପାଇଁ ହୃଦୟ ଖୋଲିଦେଲେ

ଭୁବନେଶ୍ବର;ସ୍ବନାମଧନ୍ୟା ଶାସ୍ତ୍ରୀୟ ସଂଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମତିରେ ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ସଂଙ୍ଗୀତଜ୍ଞ ଡଃ
Read More...

ଆନ୍ଧ୍ର ମୁହଁମୋଡିଲାଣି, ଓଡ଼ିଶା ଆଖେଇଛି

ଅସଲ ଖେଳ ଖେଳୁଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହଜଗନଙ୍କ କାନ୍ଧରେ ଲାଉ ହୋଇ ଟିଡିପିକୁ ରୋକୁଛନ୍ତିଓଡ଼ିଶାରେ ବିଳମ୍ବ କରି ବିଜେଡିକୁ ଅପଦସ୍ତ କରୁଛନ୍ତି ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଆଉ ବିଧାନ ପରିଷଦ ରଖିବାକୁ ଚାହୁଁନାହାନ୍ତି। ଏ ସଂକ୍ରାନ୍ତ ଏକ ବୈଧାନିକ
Read More...