ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଏମାନଙ୍କ ପଛରେ କିଏ?

ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତିସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍
Read More...

ଧର୍ମେନ୍ଦ୍ରଙ୍କ ଅନୁଗତ ହେବେ ସଭାପତି!

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବିଜେପି ନୂଆ ମୁଖିଆ ନିଯୁକ୍ତ ହେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦିଓ ସାଗଂଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ହେବ ବା ସଭାପତି ବଛାଯିବେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନାମ
Read More...

ଏବେ କମିବନି ପିଆଜ ଯନ୍ତ୍ରଣା

ଭୁବନେଶ୍ବର: ଏଇ ସପ୍ତାହ ବା ଆସନ୍ତା ୧୫ ଦିନ ମଧ୍ୟରେ ପିଆଜ ଯନ୍ତ୍ରଣା କମିବାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟ ପରେ ଲୋକଙ୍କୁ ଏ ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ହେବ। ଜାନୁଆରି ବେଳକୁ ସ୍ଥିତିରେ
Read More...

ବିଜେପି ଚାହିଁଲା, ବିଜେଡି ଦେଲା

ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି ଭୁବନେଶ୍ବର:
Read More...

ପୁଣି ଏକାଠି ହେଲେ ଚିଟଫଣ୍ଡ ଜମାକାରୀ

ଅନଧିକୃତ ଜମାରାଶି ସଂଗ୍ରହ ଓ ମହା ଠକେଇ ଘଟଣାରେ ସରକାର ପ୍ରତାରିତ କରିଛନ୍ତି ଜାନୁଆରିରେ ରାଜ୍ଯଵ୍ଯାପୀ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ ଭୁବନେଶ୍ବର: ଦୀର୍ଘଦିନ ପରେ ପୁଣି ଥରେ ଚିଟଫଣ୍ଡ ଜମାକାରୀମାନେ ଏକାଠି ହେଉଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା
Read More...

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର

କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆଙ୍କ ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ଖୋର୍ଦ୍ଧା: ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର
Read More...

ନିଆଁ ନେଲାଣି ୪୩ ଜୀବନ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୪୩ଜଣଙ୍କ ଜୀବନ ଗଲାଣି। ଆହୁରି ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହୁରି ଅନେକ ନିଆଁରେ ଫସିରହିଥିବା କୁହାଯାଉଛି। ନୂଆଦିଲ୍ଲୀ ଝାନସି ରୋଡରେ ଶସ୍ୟ ମଣ୍ଡି ନିକଟସ୍ଥ ଏକ
Read More...

କାହିଁକି ବିଧାୟକଙ୍କ ସହ ଏମିତି ଘଟୁଛି?

ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଘରେ ତାଲା ପକାଇ ଦୁର୍ବୃତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ବିକ୍ରମପୁର ଗାଁର ଭରତପୁର ନନ୍ଦିରା ଅଞ୍ଚଳରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ଦୁର୍ବୃତ୍ତମାନେ ଶନିବାର ରାତି ପାଖାପାଖି ୨ଟା ବେଳେ ଏଭଳି ଅଭାବନୀୟ
Read More...

ଚାଷୀ ଏବେ କାହାର ହେବେ ?

ବିଜେପିକୁ ବଡ଼ ଭାଇ ଭାଗ ଦେଇ ନିଜେ ଛୋଟ ଭାଗ ନେବେ!କାଳିଆ ସବୁଠାରୁ ଲୋକପ୍ରିୟ ବୋଲି କହିଲେ, ଭାଙ୍ଗି ଦି' ଗଡ କରିଦେଲେ!ବେଆଇନ ସତ୍ତ୍ବେ ଭାଗଚାଷୀଙ୍କୁ ଟଙ୍କା ଦେବା ନେଇ ଖୋଲା ବିଜ୍ଞପ୍ତି!ସରକାରୀ ଚାକିରିଆ ଓ ଚାଷୀଙ୍କୁ ବିଗାଡାଇବା ପାଇଁ ବାଟ ଖୋଲିଲା! ଭୁବନେଶ୍ବର: ୨୦୧୯
Read More...

ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ

ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତିଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ
Read More...