ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଏବେ ମୁକୁଳିବେ ପି. ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କେଳେଙ୍କାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବଣ୍ଡ ଓ ଦୁଇଜଣଙ୍କ ଜାମିନଦାର ସମାନ ଅର୍ଥ ଜମା କରିବା ସର୍ତରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି।
Read More...

ବିଧାୟକଙ୍କ ଭଳି ସାଂସଦ ବି ରହୁନାହାନ୍ତି ସଂସଦରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥାନ ପାଇଁ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ ସଂପର୍କରେ ଜଣାଇଲେ ରାଜନାଥ ଭୁବନେଶ୍ବର: ଗୃହରେ ବିଧାୟକମାନଙ୍କ ଅନୁପସ୍ଥିତି େନଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ବିଜେଡି ବିଧାୟକମାନଙ୍କ ପାଇଁ
Read More...

ବାରବାଟୀ ଦିନିକିଆ ପାଇଁ ୫ରୁ ଅନଲାଇନ୍ ଟିକେଟ୍

ଭୁବନେଶ୍ବର: ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଚଳିତମାସ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିବା-ରାତ୍ର ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ୫ ତାରିଖରୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। www.paytm.com କିମ୍ବା www.insider.in
Read More...

୫୧ ଠକ ନେଇଛନ୍ତି ୧୭୯୦୦ କୋଟି

ନୂଆଦିଲ୍ଲୀ: ଜଣେ କି ଦୁଇଜଣ ନୁହେଁ, ପୂରା ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ପାଖାପାଖି ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ଏହି ଠକମାନେ। ଆଜି ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ
Read More...

ପୁଣି ରାତିରେ ପରୀକ୍ଷା, ପୁଣି ସଫଳ

ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଆଜି ସଂଧ୍ୟା ପ୍ରାୟ ୭ଟା ୫୦ରେ ସମ୍ପୂର୍ଣ୍ଣ
Read More...

ବୁଲବୁଲ ପାଇଁ ଆଗୁଆ ୫୫୨ କୋଟି

ଭୁବନେଶ୍ବର: ବୁଲବୁଲ ବାତ୍ୟା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Read More...

ଶିବାଙ୍ଗୀ ନୌସେନାର ପ୍ରଥମ ମହିଳା ପାଇଲଟ

ସବ-ଲେଫ୍‍ଟନାଣ୍ଟ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେବାର ଗୌାରବ ଲାଭ କରିଛନ୍ତି । ବିହାରର ମୁଜାଫରପୁର ସହର ବାସିନ୍ଦା ଶିବାଙ୍ଗୀ ପ୍ରାରମ୍ଭିକ ପ୍ରଶିକ୍ଷଣ ଶେଷ କରିବା ପରେ ଗତବର୍ଷ ନୌସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ କିନ୍ତୁ ତାଙ୍କୁ
Read More...

ମୋବାଇଲରେ ପାଠ ପଢିବେ ପିଲା

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍’ ଉନ୍ମୋଚିତଘରେ ବସି ସମାଧାନ ରାସ୍ତା ବାହାର କରିବେଗଞ୍ଜାମ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ ଭୁବନେଶ୍ବର: ପିଲାମାନେ ମୋବାଇଲ୍ ଧରି ବିଭିନ୍ନ ଖେଳରେ ମାତୁଥିଲେ। ଏହାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏଣିକି
Read More...

ଗଗନ ଧଳ ହେବେ ଖାଦ୍ୟ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଥିଲେ। ବିଶ୍ୱସ୍ତ ସୂତ୍ରରୁ
Read More...

ଚମକ ହରାଉଛି କି ଓଡ଼ିଶା ବିଧାନସଭା?

ପୂର୍ବାପେକ୍ଷା ଦକ୍ଷ ଓ ଅନୁଭବୀ ବିଧାୟକ ଜିତୁଛନ୍ତିବିତର୍କର ମାନ ବଢୁନି କି ବିଲ୍‍ ଆଲୋଚନା ହେଉନିକଣ ପାଇଁ ଆଗୁଆ ସରିଯାଉଛି ଅଧିବେଶନବାଚସ୍ପତିଙ୍କ କଥା ଶୁଣୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର ବି ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ଯେତେ ଅଧିକ ଦକ୍ଷ, ଶିକ୍ଷିତ ତଥା ଅନୁଭବୀ ସାଂସଦ ଓ
Read More...