ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ
Browsing Category

ଘଟଣା ଓ ଦୁର୍ଘଟଣା

ନର୍ମଦାପୁରମରେ ଭୟଙ୍କର ଦୁର୍ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ମହେନ୍ଦ୍ରୱାଡି ଏବଂ ମାଖନନଗରର କିଛି ବାସିନ୍ଦା ବିବାହ ଉତ୍ସବରେ ଯୋଗଦେଇ ବୁଧନି ଠାରୁ ଏକ କାରରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ ସେମାନଙ୍କର ଗାଡ଼ି ଏକ
Read More...

ବିରିୟାନି ପରେ ତରଭୁଜ ଖାଇ ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ: ମୁମ୍ବାଇର ପାଇଧୁନି ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡୋକାଡିଆ ପରିବାରର ଚାରିଜଣଙ୍କ ଅସମୟରେ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ପକାଇଛି। ପରିବାର ସଦସ୍ୟମାନେ ଗତ ରାତିରେ ବିରିୟାନି ଖାଇଥିଲେ ଏବଂ ପରେ ତରଭୁଜ ସେବନ କରିଥିଲେ। କିନ୍ତୁ
Read More...

ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ରାଜସ୍ଥାନ: ରାଜସ୍ଥାନର କୋଟପୁଟଲି-ବେହର ଜିଲ୍ଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଦୁର୍ଘଟଣାରେ ୨ ନାବାଳିକା ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନାଅନୁଯାୟୀ, ନିମ୍ରାଣା
Read More...

ଅଭିଯୁକ୍ତଙ୍କ ସାଇକୋଲଜିକାଲ୍ ଆନାଲିସିସ୍ କରିବ ପୋଲିସ

ନୂଆ ଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଏକ ଆଇଆରଏସ୍ ଅଧିକାରୀଙ୍କ କନ୍ୟା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରି ଅଭିଯୁକ୍ତଙ୍କ ମାନସିକ ବିଶ୍ଳେଷଣ (ସାଇକୋଲଜିକାଲ୍ ଆନାଲିସିସ୍) କରିବାକୁ ନିଷ୍ପତ୍ତି ନେଇଛି। ଅଭିଯୁକ୍ତଙ୍କ ମନୋଭାବ, ବ୍ୟବହାର ଓ ଅପରାଧର କାରଣ
Read More...

ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼ ନ୍ୟୁଜ୍ ବ୍ୟୁରୋ: ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦ୍ୱାରା ଗୁଳିମାଡ଼ ଘଟଣା ପରେ ଅଞ୍ଚଳରେ ଅଶାନ୍ତି ବଢ଼ିଛି। ତଥ୍ୟ ଅନୁସାରେ, ଇରାନୀ ବଳ ତିନୋଟି ମାଲବାହୀ ଜାହାଜକୁ ଟାର୍ଗେଟ କରିଥିବା ବେଳେ, ଦୁଇଟି ଜାହାଜକୁ
Read More...

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା

ମୁମ୍ବାଇ: ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଏହି ଜାମ୍‌ରେ ଘଣ୍ଟାଧରି ଅଟକି ରହିଥିବା ଜଣେ ମହିଳା ଧୈର୍ଯ୍ୟ ହରାଇ ସିଧାସଳଖ ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ
Read More...

ଛତିଶଗଡ଼ରେ ଚାର୍ଟର୍ଡ ବିମାନ ଦୁର୍ଘଟଣା, ୨ ମୃତ

ଛତିଶଗଡ଼: ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଦିନ ଏକ ଘରୋଇ ଚାର୍ଟର୍ଡ ବିମାନ ଆରା ପାହାଡ଼ ସହିତ ଧକ୍କା ଖାଇ ଭୟଙ୍କର ଦୁର୍ଘଟଣାରେ ପରିଣତ ହୋଇଛି। ଏହି ଘଟଣାରେ ବିମାନର ପାଇଲଟ୍ ଓ ସହ-ପାଇଲଟ୍ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ତଦନ୍ତ
Read More...

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲାଲସିଂ ଗାଁର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଦୁଃଖଦ ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ପ୍ରାଣରକ୍ଷା
Read More...

ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

ତାମିଲନାଡୁ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଥିବା ଏକ ବାଣ ତିଆରି କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଭୟାବହ ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ
Read More...

ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ

୬୦ରୁ ଅଧିକ ଦୋକାନ ଜଳି ଛାରଖାର ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ସହରରେ ଥିବା ପନିପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ରୁ ୬୦ଟି ଦୋକାନ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
Read More...