Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ
Browsing Category
ଘଟଣା ଓ ଦୁର୍ଘଟଣା
ବାଇକ୍ରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ,!-->!-->!-->…
Read More...
Read More...
ଓଡ଼ିଶୀ ନୃତ୍ୟଗୁରୁ ସସ୍ମିତା ପଣ୍ଡାଙ୍କ ସହ ୩ ମୃତ
ଗୁଣପୁର: ରାୟଗଡ଼ା ଜିଲ୍ଲାର ଗୁଣପୁର ସହର ସ୍ଥିତ ଶେଫାଳୀ ପାହାଡ଼ ରାସ୍ତାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସସ୍ମିତା ପଣ୍ଡାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ରାୟଗଡ଼ା ଜିଲ୍ଲା ଓ!-->…
Read More...
Read More...
ସୁଟକେସ୍ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଉପକଣ୍ଠରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାମୋହଲ୍ଲି ହ୍ରଦରେ ଭାସୁଥିବା ଏକ ସୁଟକେସ୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ଏହି ହ୍ରଦ କୁମ୍ବଳଗୋଡୁ ଥାନା ଅଞ୍ଚଳ ଅନ୍ତର୍ଗତ!-->…
Read More...
Read More...
ସମୃଦ୍ଧି ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ୫ ମୃତ, ଜଣେ ଗୁରୁତର
ମହାରାଷ୍ଟ୍ର: ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ପୁଲଗାଁ ଥାନା ଅଧୀନ ବିରୁଲ ଇଣ୍ଟରଚେଞ୍ଜ ନିକଟରେ ସମୃଦ୍ଧି ଏକ୍ସପ୍ରେସୱେରେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ କାର ଚାଳକ ଓ ଟ୍ରକ୍ ଚାଳକ ମଧ୍ୟ ରହିଛନ୍ତି।!-->…
Read More...
Read More...
ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ଆତ୍ମହତ୍ୟା
ତ୍ରିପୁରା: ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତଥା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଅନୁରାଗ ଧନଖର ସୋମବାର ଅଗରତାଲାସ୍ଥିତ ପୁଲିସ ମୁଖ୍ୟାଳୟରେ ନିଜ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ପରେ ତାଙ୍କୁ ତୁରନ୍ତ ଜିବି ପନ୍ତ ହସ୍ପିଟାଲକୁ ନିଆଯାଇଥିଲା,!-->…
Read More...
Read More...
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ବାଦଲଫଟା ବର୍ଷା ଏବଂ ଆକସ୍ମିକ ବନ୍ୟା ଭୟାବହ ସ୍ଥିତି ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁଞ୍ଚ ଜିଲ୍ଲାର ସୁରନକୋଟ!-->…
Read More...
Read More...
ଧାନ ତଳି ସୁରକ୍ଷା ପାଇଁ ଲଗାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ
ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଧାନ ତଳିକୁ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଲଗାଯାଇଥିବା ବିଦ୍ୟୁତ ଫାନ୍ଦ ଶେଷରେ ଦୁଇ ଜଣଙ୍କ ଜୀବନ ନେଇଛି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା!-->!-->!-->…
Read More...
Read More...
ନିଟ୍ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର: ବ୍ରହ୍ମପୁର ନିକଟ ହଳଦିଆପଦର ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିଟ୍ ପରୀକ୍ଷାରେ ଆଶାନୁରୂପ ସଫଳତା ନ ମିଳିବାରୁ ମାନସିକ ଚାପରେ ଥିବା ଛାତ୍ରୀ ଜଣକ ଗତକାଲି ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ହେଲେ!-->…
Read More...
Read More...
ରଥଯାତ୍ରାରେ ଅଘଟଣ: ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଏକ ଦୁଃଖଦ ଅଘଟଣ ଘଟିଛି। ରଥଯାତ୍ରା ସମୟରେ ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ କଟକ ଅଞ୍ଚଳର ଅନିଲ ଦାଶ।
ସୂଚନା ଅନୁଯାୟୀ, ପୁରୀର ମରିଚିକୋଟ ଛକ ନିକଟରେ ପ୍ରବଳ ଭିଡ଼ ମଧ୍ୟରେ ଏହି ଅଘଟଣ ଘଟିଥିଲା।!-->!-->!-->…
Read More...
Read More...
ନୋଏଡାରେ ଇ-ସ୍କୁଟରରେ ନିଆଁ
ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାରନୂଆଦୀଲ୍ଲୀ: ନୋଏଡାର ସେକ୍ଟର-୬୬ ଅଞ୍ଚଳରେ ଏକ ଆବାସିକ କୋଠାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଚାର୍ଜିଂରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟରରେ!-->…
Read More...
Read More...