ପ୍ରମୁଖ ଖବର

ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍‌ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍‌ରେ ବିଚାରପତିଙ୍କୁ ଆକ୍ରମଣ
Browsing Category

ରାଜ୍ୟ ଖବର

୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ। ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦…
Read More...

୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ମୁତାବକ ଗୁରୁବାର ଦିନ ୪,୫୭,୬୮୧ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)…
Read More...

ହଟିବ ଡିଜେଲ ଚାଳିତ ଆମ ବସ୍ : ମନ୍ତ୍ରୀ

ଭୁବନେଶ୍ବର: ବନ୍ଦ ହେବ ଡିଜେଲ ଚାଳିତ ଆମ୍‌ ବସ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ‘ଆମ ବସ୍’ ସେବା ଅଧୀନରେ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଡିଜେଲ ଚାଳିତ ‘ଆମ୍‌…
Read More...

ଏବେ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ଚଲାଇବେ ‘ଆମ ବସ୍’

ଭୁବନେଶ୍ଵର: ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍’…
Read More...

ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ

ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି : ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ ଭୁବନେଶ୍ବର: ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ। ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ। ନିୟମିତି ନିଯୁକ୍ତି ସହ ମିଳିବ ପଦୋନ୍ନତି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ…
Read More...

୨୪ରୁ ବଡ଼ିବନି ଘରୋଇ ବସ୍‌

ଭୁବନେଶ୍ବର: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ ଦାବି କରିଛନ୍ତି। ଆସନ୍ତା ୨୩ ତାରିଖ…
Read More...

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ

ଭୁବନେଶ୍ବର: ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ। ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହା ଅନୁଯାୟୀ ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବା ଆବଶ୍ୟକ। ବ୍ଲକରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ…
Read More...

ରାସ୍ତାରୁ ବାଲି ହଟାଇବା ପାଇଁ ତାଗିଦ କଲେ ପରିବହନ ଆୟୁକ୍ତ

ଭୁବନେଶ୍ଵର: ରାସ୍ତାରୁ ବାଲି ହଟାଇବା ପାଇଁ କଡା ତାଗିଦ କଲେ ପରିବହନ ଆୟୁକ୍ତ। ଏନଏଚ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ରାସ୍ତାରୁ ବାଲି ହଟାଇବାକୁ ଚିଠି ଲେଖିଲେ ଆୟୁକ୍ତ। ନିକଟ ଅତୀତରେ ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ଉଦବେଗ ଜଣାଇଛନ୍ତି ଆୟୁକ୍ତ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାସ୍ତା ସଫା…
Read More...

ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡ଼ା: ଝାରସୁଗୁଡ଼ାର ବେଲପାହାଡ଼ ଲେଭଲ୍ କ୍ରସିଂ ନିକଟରେ ରବିବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଛି। ଯାହାଫଳରେ ରେଳ ସେବା ଆଂଶିକ ଭାବରେ ବାଧାପ୍ରାପ୍ତ ହୋଇଛି। ତେବେ ସନ୍ଧ୍ୟା ପ୍ରାୟ ୫ଟା ୩୦ମି. ସମୟରେ ହାଓଡ଼ା-ନାଗପୁର ରେଳପଥରେ…
Read More...

ସମ୍ବଲପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ

ସମ୍ବଲପୁର: ସମ୍ବଲପୁର ସହରବାସୀ ପାଇବେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। ରାଜକୋଷରୁ ୪୫୧.୨୪ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ। ଆଜି(ରବିବାର) ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ସ୍ଥିତ ଟିପୁପଡା ଠାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସ…
Read More...