Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category
ଆଇନ
ରାଜଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ। ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ!-->…
Read More...
Read More...
ବିଲଡରଙ୍କ ଉପରେ ‘ରେରା’ ଛାଟ
ଭୁବନେଶ୍ବର ସାଗର କମ୍ପ୍ଲେକ୍ସ ଉପରେ ଦଶ ଲକ୍ଷ ଜରିମାନା
ଭୁବନେଶ୍ବର: ଆପଣ ଘର କିଣୁଛନ୍ତି କି? କିଣୁଥିବା ବିଲଡର ରେରାରେ ପଞ୍ଜିକୃତ ଅଛନ୍ତି ନା ନାହାନ୍ତି? ଏକଥା ପ୍ରଥମେ ଦେଖନ୍ତୁ। ଅନ୍ୟଥା ଆପଣ ଠକାମିର ଶିକାର ହୋଇପାରନ୍ତି। ଏମିତି ସଚେତନତା ସହିତ ରେରା ଏବେ ବିଲଡରଙ୍କ ଉପରେ କଠୋର!-->!-->!-->…
Read More...
Read More...
କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ
କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରୁ ଜବତ ହୋଇଥିଲା ନଗଦ ୨ କୋଟି ଟଙ୍କା । ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ସାଲିଆ ସାହି ବସ୍ତି ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଛି । ଯନ୍ତ୍ରୀଙ୍କ ବେଆଇନ ସମ୍ପତ୍ତି ଲୁଚାଇବାରେ ସହଯୋଗ!-->…
Read More...
Read More...
ଯେତେ ଖୋଳିଲେ ସେତେ ବାହାରୁଛି, କୁବେର ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି
କୁବେର ଯନ୍ତ୍ରୀଙ୍କ ଟଙ୍କା ହିସାବ କରି କରି ହାଲିଆ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା ।ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଜବତ ହୋଇଛି କୋଟିଏ ୪ ଲକ୍ଷ ଟଙ୍କା । ସାଲିଆ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ
ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ!-->…
Read More...
Read More...
ସଂସଦରେ ଉଠିଲା ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ, ଅପରାଜିତା – ପିନାକୀ ମୁହାଁମୁହିଁ
ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି ଅପରାଜିତା । ଶୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ!-->…
Read More...
Read More...
କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୁଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର!-->…
Read More...
Read More...
ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା
ସରୁନି ଟଙ୍କା ଗଣା । ଯେତେ ଖୋଳିଲେ ସେତେ ବାହାରୁଛି । ଜଣେ ଯନ୍ତ୍ରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଛି ଯେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଟଙ୍କା ଗଣିବା ପାଇଁ ମେସିନ ବି ବ୍ୟବହାର କରାଯାଇଛି । ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ବି ଆଖି ଖୋସି!-->…
Read More...
Read More...
ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ର ଛାନ୍ଭିନ୍
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ । ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ବେଳେ ରାଜ୍ୟ ବାହାରକୁ ଯାଇଛି ଏକ କ୍ରାଇମବ୍ରାଞ୍ଚ ଟିମ୍ । ହତ୍ୟା ମାମଲା ଉପରୁ ପରଦା ହଟାଇବାକୁ ଆକ୍ସନ!-->…
Read More...
Read More...
ଗିରଫ ହୋଇପାରନ୍ତି ଶର୍ମିଷ୍ଠା, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି । ତେବେ ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ!-->…
Read More...
Read More...