ପ୍ରମୁଖ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
ମହିଳା ସଂରକ୍ଷଣକୁ ମାୟାବତୀଙ୍କ ସମର୍ଥନ, ଏସ୍‌ସି-ଏସ୍‌ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍
ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ
ଉତ୍ତରାଖଣ୍ଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ
ମହିଳା ସଂରକ୍ଷଣ ଲାଗୁ କରିବାକୁ ସରକାର ପ୍ରତିବଦ୍ଧ: ମୋଦି
ବିସଲେରି ପାଣିର ମାନ ନେଇ ପ୍ରଶ୍ନ, କମ୍ପାନୀ ବିରୋଧରେ ମାମଲା
ସୀମା ନିର୍ଦ୍ଧାରଣ ବିଲ୍‌କୁ ଡିଏମକେର ସମର୍ଥନ
Browsing Category

ଆଇନ

ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ

ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ 'ଆଇଟମ୍' କହିବା ସହିତ ନାବାଳିକାର କେଶ…
Read More...

ଡ୍ରୋନ୍ ଜଗିବ ବେଆଇନ ଚିଙ୍ଗୁଡ଼ି ଘେରି

ଭୁବନେଶ୍ବର; ଏଣିକି ଡ୍ରୋନ୍ କାମେରା ନଜରରେ ରହିବ ଚିଲିକା ଏବଂ ଭିତରକନିକାର ବେଆଇନ ଚିଙ୍ଗୁଡ଼ି ଘେରି । ଚିଲିକା ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକାରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଜି ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ…
Read More...

ଗୁଗୁଲ ଉପରେ ଲାଗିଲା ଦ୍ୱିତୀୟ ଜରିମାନା

ନୂଆଦିଲ୍ଲୀ; ଗୁଗୁଲ ଉପରେ ପୁଣି ଲାଗିଲା ଦ୍ୱିତୀୟ ଜରିମାନା । ଭାରତ ଲଗେଇଲା ମୋଟା ଅଙ୍କର ଜରିମାନା । କେବଳ ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା ଲଗାଇଛି। ଚଳିତ ମାସରେ ସିସିଆଇ ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ…
Read More...

ନେପାଳୀ ସନ୍ନ୍ୟାସିନୀ ଛଦ୍ମବେଶୀ ଚୀନା ମହିଳା ଗିରଫ

ନୂଆଦିଲ୍ଲୀ: ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭି‌ଯୋଗରେ ଗିରଫ କରିଛି। ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ…
Read More...

ବାଣ ଫୁଟାଇବା ଉପରେ କଟକଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ; ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ମୂୁତାବକ ଯଦି ଦିଲ୍ଲୀରେ କେହି ବାଣ ଫୁଟାନ୍ତି ତେବେ ତାଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ରାଶି ଦେବାକୁ ପଡିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ…
Read More...

କାହିଁକି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍‌

ଭୁବନେଶ୍ବର: ପୁଣି ଆରମ୍ଭ ହେଲା ଜୋରଦାର ଚେକିଂ। ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଡ୍ରାଇଭରେ ଯାନବାହାନ ଗୁଡ଼ିକର କଡାକଡି ହେବ ଯାଞ୍ଚ। ତେବେ ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା…
Read More...

ହିଜାବ ମାମଲାର ଶୁଣାଣି ସ୍ଥଗିତ, ନିଷ୍ପତ୍ତି ନେବେ ୟୁ ୟୁ ଲଳିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିନାହିଁ । ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନ ମତ ହେତୁ ଏହି ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ…
Read More...

ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ

କଟକ: ଭିଜିଲାନ୍ସ ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ୧ଲକ୍ଷ ଟଙ୍କା ଲେଖାଏଁ ୨ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏଥିସହ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ମୋକିମ୍‌ଙ୍କ ଆବେଦନକୁ କୋର୍ଟ ଗ୍ରହଣ…
Read More...

ବେଦାନ୍ତ ବିଶ୍ଵବିଦ୍ୟାଳୟ ମାମଲାର ରାୟ ସଂରକ୍ଷିତ

ନୂଆ ଦିଲ୍ଲୀ; ସୁପ୍ରିମ କୋର୍ଟ ରେ ଗତ କାଲିଠାରୁ ପୁରୀ କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣ କୁ ନେଇ ଗତ କାଲି ଠାରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପାଖରେ ଶୁଣାଣୀ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସର୍ବୋଚ୍ଚ…
Read More...

ଅଡ଼ୁଆରେ ଫସିଲେ ଦିଲ୍ଲୀର ଆପ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅତି ପାଖ ଲୋକ କୁହାଯାଉଥିବା ମନିଷ ସିଶୋଦିଆ ଏବେ ସିବିଆଇ ଜାଲରେ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ କରିଛି। ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ସେହିପରି ଏହି ପଲିସି ଲିଙ୍କରେ…
Read More...