ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

ଆଇନ

ଗର୍ଭପାତ ନିୟମରେ ଆସିଲା ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଗର୍ଭଧାରଣ କ୍ଷେତ୍ରରେ ନିୟମ ସଂଶୋଧନ କରିଛନ୍ତି। ମେଡିକାଲ ଟର୍ମିନେସନ୍ (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ ଏଣିକି ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ଆଇନସମ୍ମତ ହେବ। ତେବେ ଏହି ନିୟମ କିଛି ବର୍ଗଙ୍କ ପାଇଁ କେବଳ
Read More...

ମୋଡି ଦେଲେଣି ସୂଚନା ଅଧିକାର ଆଇନର ଡଙ୍କ

ଆଇନ ରାସ୍ତାରେ ବାବୁମାନେ ହିଁ କଣ୍ଟା; ସ୍ବତଃ ଦେଉନାହାନ୍ତି, ମାଗିଲେ ବି କୁନ୍ଥକୁନ୍ଥ୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏହି ଆଇନଜଳଦ ତ୍ରିପାଠୀ ଦାୟିତ୍ବ ନେଲା ପରେ ସ୍ଥିତି ବଦଳିବ କି ନାହିଁ, ତାହା ଉପରେ ଏବେ ନଜର ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକସେବା
Read More...

ଶପଥ ନେଲେ ଦୁଇ ବିଚାରପତି

ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଶପଥ ପାଠ କରାଇଲେ ଜଷ୍ଟିସ୍ ଏସ୍ ମୁରଲୀଧର ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଶପଥ ଗ୍ରହଣ ନେଇଛନ୍ତି। ହାଇକୋର୍ଟ ପରିସରସ୍ଥ ସମ୍ମିଳନୀ କକ୍ଷରେ ମୁଖ୍ୟ
Read More...

କୋର୍ଟଙ୍କ ନାଲିଆଖି ପରେ ମନ୍ତ୍ରୀ ପୁଅଙ୍କ ଅଡୁଆ ବଢିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ଯୋଗୀ ସରକାର। ଏହି ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ମାମଲାରେ ଏଯାଏ କାହାକୁ ଗିରଫ କରାଯାଇଛି କି ନାହିଁ, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କି ନାହିଁ ସେ
Read More...

ଏବେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗୁରୁବାର ଦିନ ଲକ୍ଷ୍ମୀପୁର ଖେରି ହିଂସା ମାମଲାର ଶୁଣାଣି ହେବ। କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିଜଣିଆ ଖଣ୍ଡପୀଠ ସକାଳ ୧୧ ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର
Read More...

ଗର୍ଜିଲେ ସୁପ୍ରିମକୋର୍ଟ; ଆମ ଧୈର୍ଯ୍ଯର ପରୀକ୍ଷା ନିଅନି

କେନ୍ଦ୍ର ସାମ୍ନାରେ ରଖିଲେ ତିନିଟି ସର୍ତ୍ତ, ଅନ୍ୟଥା ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ହେବପ୍ରଧାନ ବିଚାରପତି କହିଲେ ଆମେ ବ୍ୟଥିତ... କିନ୍ତୁ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ଚାହୁଁନାହୁଁ ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଓ ବିଭିନ୍ନ କ୍ବାସି ଜୁଡିସିଆଲ୍
Read More...

ଭୁବନେଶ୍ୱର ଆଉ ଦୁଇ ପୁରାତନ ମନ୍ଦିର ପାଇଁ ଚିଠା ବାଇ-ଲ’

ଭୁବନେଶ୍ବର: ଅନନ୍ତ ବାସୁଦେବ ଏବଂ ରାଜାରାଣୀ ମନ୍ଦିର ପରେ ଏବେ ଭୁବନେଶ୍ୱରର ଦୁଇ ପୁରାତନ ମନ୍ଦିର ମେଘେଶ୍ୱର ଓ ନାଗେଶ୍ୱର ମନ୍ଦିର ପାଇଁ କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ତରଫରରୁ ନୂଆ ଚିଠା ବାଇଲ ଆସିଛି। କେନ୍ଦ୍ର ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଏହି ଉଭୟ ପୁରାତନ ମନ୍ଦିର
Read More...

କେଉଁଠି ଗୋଟେ ଅଟକିଗଲା ପୁଲିସ୍ ବିଲ୍‌

ପାଞ୍ଚଟି ଆପତ୍ତି ଦର୍ଶାଇ ରାଜ୍ୟପାଳ ଫେରାଇଥିଲେକହିଥିଲେ, ସଂଶୋଧନ ସହ ବିଧାନସଭାକୁ ଆଣସରକାର ଏହା ଉପରେ ଏବେ ବି ନିରବ ଅଛନ୍ତିପୁଲିସରେ ସଂସ୍କାର ପାଇଁ ଚାହୁଁଥିଲେ ସୁପ୍ରିମକୋର୍ଟବିରୋଧୀ ଦଳଙ୍କ ମୁହଁରେ ବି ତୁଣ୍ଡି, କେହି ପଚାରୁନାହାନ୍ତି ଭୁବନେଶ୍ବର: ୧୫୮ବର୍ଷରୁ ଅଧିକ ସମୟ ଧରି
Read More...

କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା

କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ
Read More...

ସବୁ ଗିଳିଦେବାକୁ ବସିଛନ୍ତି, ସରକାର କ’ଣ ଚୁପ୍ ବସିଥିବେ?

ଜବରଦଖଲରେ ହଜାର ହଜାର ଏକର ଜମି, କୋଟି କୋଟି ଟଙ୍କାର ରାଜଭାଗ ବକେୟା ପଡିଛିଟ୍ରଷ୍ଟ ବୋର୍ଡ ହାତେଇବାକୁ ପ୍ରତିଯୋଗିତା ଚାଲିଛି, ଗାଁ ଗଣ୍ଡାକୁ ଭାଗ ଭାଗ କରିଦେଲେଣି ରାଜନୀତିରାଜ୍ୟର ପ୍ରମୁଖ ମନ୍ଦିର ଭଳି ମହାପ୍ରଭୁଙ୍କୁ ଛାଡିନାହାନ୍ତି; ଆଇନ, ରାଜସ୍ବ ବିଭାଗ କାହା ସ୍ବାର୍ଥରେ?
Read More...