ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category

ଆଇନ

ଆଜିଠୁ ରିମାଣ୍ଡରେ ନକଲି ଡାକ୍ତର

ଖୋଲିବ ନକଲି ଡାକ୍ତରଙ୍କ ଅସଲ ଗୁମର । ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର । ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ଅଧିକ ଖୋଳତାଡ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ମଧ୍ୟ ରାଜ୍ୟ ବାହାରକୁ ଯାଇ ଖୁବଶୀଘ୍ର ଛାନଭିନ କରିଛି । ନକଲି
Read More...

ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

ଭ୍ୟାଲେଣ୍ଟାଇନ ଡେରେ ବନ୍ଧା ହେଲେ ରସିକିଆ ଡାକ୍ତର । ରାଜଧାନୀ ଭୁବନେଶ୍ୱରରୁ ମହିଳା ଥାନା ପୁଲିସ ଏହି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି । ପ୍ରାୟ୍ର ୭ ରାଜ୍ୟରେ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ପ୍ରଥମେ ବିବାହ ଓ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ
Read More...

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ, ୨୨ ହଜାର କୋଟିରୁ ଅଧିକ ଠକେଇ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ । ଚାରି ବର୍ଷ ପରେ ଦେଶରେ ବ୍ୟାକିଂ ସେକ୍ଟରରେ ଆଉ ଏକ ବଡ଼ ଘାଟାଲା ସାମନାକୁ ଆସିଛି । ଏବିଜି ଗ୍ରୁପ((ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ପାଖାପାଖି ୨୮ଟି ବ୍ୟାଙ୍କରୁ ଠକେଇ କରିଛି ୨୨, ୮୪୨ କୋଟି । ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ସମସ୍ତ
Read More...

ବିଜୟ ମାଲ୍ୟାଙ୍କ ହାତରୁ ଖସିପାରେ ଲଣ୍ଡନର ଆଲିଶାନ ବଙ୍ଗଳା

ସୁଇସ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘଦିନ ଧରି ଆଇନଗତ ଲଢେଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । ଲଣ୍ଡନ ହାଇକୋର୍ଟ ବିଚାରପତି ମାଥ୍ୟୁ କହିଛନ୍ତି ଯେ, ମାଲ୍ୟାଙ୍କ
Read More...

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟଙ୍କ ସମେତ ୧୦ଟି ସ୍ଥାନରେ ଇଡିର ରେଡ୍‌

ପଞ୍ଜାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ଧରପଗଡ଼ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସଂର୍ପକୀୟଙ୍କ ଘରେ ରେଡ କରିଛି ଇଡି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘର ବ୍ୟତୀତ ଆଉ ୯ଟି ସ୍ଥାନରେ ଆଜି ସକାଳୁ ରେଡ ହୋଇଛି । ମୋହାଲି ସମେତ ଅନେକ ସ୍ଥାନରେ ଏହି ଚଢାଉ
Read More...

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର

ପୁରୀ: ମୃତ୍ୟୁବେଳେ କେତେବେଳେ, କେମିତି ଯେ ଆସିବ ତାହା କାହାକୁ ଜଣାନାହିଁ। ଶୁକ୍ରବାର ମକର ସ୍ରଂକାନ୍ତି ଥିଲା। ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ,ମୃଦଙ୍ଗ ଧରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ହଠାତ ଘଟିଥିଲା ଅଘଟଣ। ଦ୍ରୁତ ଗତିରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପରକୁ ଏକ କାର ମାଡି ଆସିଥିଲା। ଆଉ
Read More...

ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ

ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା
Read More...

ପିଏମ ସୁରକ୍ଷାରେ ତ୍ରୁଟି: ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣାର ଯାଞ୍ଚ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କମିଟି କରିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି
Read More...

ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତଙ୍କ ବାପା । ନିଜ ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ସାହୁ । ଏହା ସହ ଗତ ୨୦ ତାରିଖରେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘରେ ଶତାଧିକ ମହିଳା ତାଙ୍କ
Read More...

ନିୟମ ନମାନିଲେ ଆକ୍ସନ

ଟ୍ୱିନସିଟିକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଆଜି ରାତିରୁ କଡାକଡି ହେବ କଟକଣା । ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଟ୍ୱିନସିଟିରେ କଟକଣା ଅଧିକ କଡ଼ାକଡ଼ି କରାଯିବ । ରାତି ସାରା ପଇଁତରା ମାରିବ ପୁଲିସ ।
Read More...