ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ବଡ ଖବର

ପ୍ରଥମ ପରୀକ୍ଷାରେ ଡିଜି ବଂଶଲ ପାସ୍

ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ। କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବା ତିନିଟି ନାମ ମଧ୍ୟରେ ଶ୍ରୀବଂଶଲ ଅନ୍ୟତମ ଥିଲେ। ଅନ୍ୟ ଦୁଇଜଣ ଥିଲେ
Read More...

ପଣ୍ତିତ ଜଣାଇଲେଣି କେମିତି ରହିବ ଭାରତ, ଓଡ଼ିଶା ଏବଂ ସରକାରଙ୍କ ପାଇଁ ୨୦୨୨?

ଶନିବାର ପ୍ରବେଶ କଲା ନୂଆବର୍ଷ, ମୋଦୀ, ନବୀନଙ୍କ ପାଇଁ ଭଲ ନାହିଁଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି କୌଣସି ବିପଦର ସମ୍ଭାବନା ନାହିଁମାର୍ଚ୍ଚ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ, ଘାତକ ହେବନି ଓମିକ୍ରନ୍ ଭୁବନେଶ୍ବର: କେମିତି ରହିବ ୨୦୨୨? ନୂଆବର୍ଷ କେତେ ଶୁଭ
Read More...

ବସ୍ତିବାସିନ୍ଦାଙ୍କୁ କେନ୍ଦ୍ର ଚାହିଁଲାନି; ନବୀନ ସାମ୍ନାକୁ ଆସିଲେ

୫ମହାନଗର ନିଗମର ୯୩୯ବସ୍ତିରେ ଜାଗା ମିସନରେ ଦିଆଯିବ ଜମିକେନ୍ଦ୍ର ସରକାର ଘର ପ୍ରଦାନ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ୧.୯୦ଲକ୍ଷ ପରିବାର ଉପକୃତ ହେବେ, ୬ମାସ ଟାର୍ଗେଟ ଦିଆଗଲାଜମି ବଣ୍ଟନ ପରେ ଘର ଦେବାକୁ ବି ସରକାର ଦେଇଛନ୍ତି ପ୍ରତିଶ୍ରୁତିନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଇଗଲେ
Read More...

ପଛୁଆ ବର୍ଗଙ୍କ ପାଇଁ ବଡ଼ କାର୍ଡ ଖେଳିଲେ ନବୀନ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଐତିହାସିକ ନିଷ୍ପତ୍ତିପଞ୍ଚାୟତ ଓ ପୌର ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗରୁ ହେବେ ପ୍ରାର୍ଥୀ ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ
Read More...

ବିଜେଡି ବହୁଆଗରେ; ଦ୍ବିତୀୟ ପାଇଁ ବିଜେପି-କଂଗ୍ରେସ ଲଢେଇ!

ପ୍ରାକ୍ ପଞ୍ଚାୟତ ନିର୍ବାଚନ ଦୃଶ୍ୟପଟ୍ଟକୁ ନେଇ ତର୍ଜମା କରୁଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକପୂରା ଓଡ଼ିଶା ବୁଲି ଆସିଲେଣି ନବୀନ, ଏବେ ସଂଗଠନକୁ ନେଇ ଚାଲିଛି ହିସାବନିକାସକିଛି ନେତା ଅସନ୍ତୁଷ୍ଟ ଅଛନ୍ତି; ସେମାନଙ୍କୁ ଆଶ୍ବାସନା ମିଳିଗଲେ ଏକତରଫା ଫଳାଫଳ ହେବକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Read More...

ପଞ୍ଚାୟତ ନିର୍ବାଚନ ପୂର୍ବରୁ କେମିତି ଅଛି ବିଜେପି

୨୦୧୭ ପଞ୍ଚାୟତ ନିର୍ବାଚନ ସଫଳତାର ପୁନରାବୃତ୍ତି ହେବ ନା ନାହିଁକୋର୍ କମିଟି ଗଠନ ବେଳେ ଗୋଟିଏ ଗୋଷ୍ଠୀକୁ ଅଣଦେଖାରାଜ୍ୟକୁ କେନ୍ଦ୍ରର ନାଲିଆଖି ନାହିଁ, ନେତାଙ୍କ ସ୍ବର ବି ଗରମ ନୁହେଁଗତ ନିର୍ବାଚନରେ ଦଳରେ ସାମିଲ ନେତା ବି ମୁହଁ ମୋଡ଼ିଦେଲେଣିସାଙ୍ଗ ହୋଇ ନ ଲଢ଼ିଲେ ବିଜେଡିକୁ ମାତ୍
Read More...

ଚମକେଇଦେବା ଭଳି ଜଣେ ନେତା ହେବେ ପିସିିସି ସଭାପତି

୨୦୨୪ ନିର୍ବାଚନ ବର୍ଷ କଂଗ୍ରେସ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହେବପଟ୍ଟନାୟକ ଓ ବିଶ୍ବାଳ ପରିବାର ଆଗକୁ ଆହୁରି ସକ୍ରିୟ ହେବେନେତାଙ୍କ ଦଳବଦଳ ପରେ ବି କଂଗ୍ରେସ ଚର୍ଚ୍ଚାରେ ରହୁଛି, ସକ୍ରିୟ ହେଉଛିରାଜନୀତି ପାଣିପାଗ ବଦଳିଲେ, କଂଗ୍ରେସ ଅଧିକ ଫାଇଦାରେ ରହିବ ଭୁବନେଶ୍ବର: ଜଟଣୀ
Read More...

ନବୀନ ହେଲଥ କାର୍ଡ: ମାଲକାନଗିରିରୁ ଆରମ୍ଭ, ଯାଜପୁରରେ ଶେଷ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଦେଲା ବଡଧରଣର ରାଜନୈତିକ ଖେଳସରକାରଙ୍କ କାର୍ଯ୍ୟକ୍ରମ ଧରି ଅଧା ଓଡ଼ିଶା ବୁଲିଆସିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ, ଶହ ଶହ କୋଟିର ପ୍ରକଳ୍ପ ଭେଟିଦେଲେ ଲୋକଙ୍କୁଏପଟେ ରାଜ୍ୟର ୩୦ ଜିଲ୍ଲାରେ ସଂଗଠନକୁ ସକ୍ରିୟ
Read More...

ବିଧାନସଭା ଶୀତ ଅଧିବେଶନରୁ କି ବାର୍ତ୍ତା ଗଲା?

ବର୍ଷକୁ ୬୦ଦିନ ବି ବସିପାରୁନି ବିଧାନସଭା, ଏଥର ୪୩ଦିନକୁ ଦିନ ଶିକ୍ଷିତ ବିଧାୟକ ଯାଉଛନ୍ତି, ବିତର୍କ ହେଉନାହିଁବାଚସ୍ପତି ସମ୍ମିଳନୀର ନିଷ୍ପତ୍ତି ବିଧାନସଭାରେ ପାଳନ ହେଲାନିବିଶୃଙ୍ଖଳିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଲେନିସରକାରଙ୍କ ବିରୋଧରେ ଅଭିଯୋଗ ରେକର୍ଡ
Read More...