Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି
Browsing Category
ଅପରାଧ
ପୋଲିସ ଗୁଳିରେ ୪ ନକ୍ସଲ ନିହତ
ନୂଆଦିଲ୍ଲୀ: ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି।ଜଣେ ଜୋନାଲ କମାଣ୍ଡର ଓ ୨ ଜଣ ଏରିଆ କମାଣ୍ଡରଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ!-->…
Read More...
Read More...
ମମିତା ହତ୍ୟାକାଣ୍ଡ : ପୁଣି ସିବିଆଇ ତଦନ୍ତ ଦାବି
ଭୁବନେଶ୍ବର: ବହୁ ଚର୍ଚ୍ଚିତ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ପୁଣି ଥରେ ସିବିଆଇ ତଦନ୍ତ ଦାବି ଉଠିଛି। ମମିତାଙ୍କ ପରିବାର ପକ୍ଷରୁ ରବିବାର ଏହି ଦାବି କରାଯାଇଛି। ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ!-->…
Read More...
Read More...
ପୋଲିସକୁ ମୁଖ୍ୟମନ୍ତ୍ରୀ କହିଲେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କର
ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୈଠକରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ, ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ପ୍ରମୁଖ ସାମିଲ ଥିଲେ। ଗୁଇନ୍ଦା ନିର୍ଦେଶକ, ଗୁଇନ୍ଦା ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ବୈଠକରେ!-->…
Read More...
Read More...
ବ୍ରହ୍ମୋସର ଏରୋସ୍ପେସ୍ର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ
ନାଗପୁର: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି।
ସୂଚନା ଅନୁସାରେ, ନାଗପୁରରେ ଥିବା!-->!-->!-->…
Read More...
Read More...
ଧମକାଇଲା ବିଜେପି: ରାସ୍ତାକୁ ଓହ୍ଲାଇବୁ, ଅଣ୍ଡା ମାଡ଼ କରିବୁ
ଭୁବନେଶ୍ବର: ନିର୍ବାଚନ ଶେଷ ପରେ ବି ରାଜନୀତି ତାତି କମିନି। ଆଜି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଇଛି। ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କ ଆକ୍ରମଣ ଘଟଣାରେ ସେମାନେ ଆନ୍ଦୋଳନ କରିବେ। ଡିଜି!-->…
Read More...
Read More...
ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା
ପୁୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ନାବଳକ ମଧ୍ୟ ଅଛନ୍ତି। ବିଭିନ୍ନ ମେଡିକାଲରେ ଅନ୍ୟ ୧୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି।
ଗତ ୨୯ ତାରିଖ ରାତିରେ ଭଉଁରୀ!-->!-->!-->…
Read More...
Read More...
ପୋଖରୀରେ ଫିଙ୍ଗିଲେ ଇଭିଏମ୍ ମେସିନ
କୋଲକାତା : ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳୁଛି। ଏଠାରେ କିଛି ସ୍ଥାନରେ ବୋମା ମାଡ ହୋଇଥିବା ବେଳେ, ଦକ୍ଷିଣ ୨୪ପ୍ରଗଣାର କୁଲତଲିର ୪୦, ୪୧ବୁଥର ଇଭିଏମ୍ ଏବଂ ଭିଭିପାଟ ମେସିନକୁ ଟେକି ନେଇ ଲୋକେ ପୋଖରୀରେ ଫିଙ୍ଗି!-->…
Read More...
Read More...
ବଲିଉଡର ସୁପରଷ୍ଟାର୍ଙ୍କୁ ହତ୍ୟା ଷଡଯନ୍ତ୍ର
ସଲମାନ୍ ଖାନ୍ଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ଲରେନ୍ସ ଗ୍ୟାଙ୍ଗ୍ବଲିଉଡ଼୍ରେ ହଇଚଇ, ପୁଲିସ ସ୍ତବ୍ଧ; ଛାନ୍ଭିନ୍ ଜାରି ରହିଛି୪ ଅଟକ, ପାକିସ୍ତାନରୁ ଆସିଥାନ୍ତା ମାରଣାସ୍ତ୍ର, ଚାଲିଥିଲା ଯୋଜନାକାନାଡ଼ା ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡି ବ୍ରା ମଧ୍ୟ ଏଥିରେ ସାମିଲ ଥିବା ସୂଚନା
ମୁମ୍ବାଇ:!-->!-->!-->…
Read More...
Read More...
ଭୋଟ୍ ପୂର୍ବରୁ ପାରାଦୀପରେ ନିର୍ବାଚନୀ ହିଂସା
ଭୁବନେଶ୍ବର: ଭୋଟ୍ ଗ୍ରହଣ ପୂର୍ବରୁ ଜଗତସିଂହପୁରରେ ନିର୍ବାଚନୀ ହିଂସା ଦେଖାଦେଇଛି। ନିର୍ବାଚନ ପୂର୍ବ ରାତିରେ ଶୁକ୍ରବାର ପାରାଦୀପ ନିର୍ବାଚନମଣ୍ଡଳୀର କୁଜଙ୍ଗ ବ୍ଲକ୍ର ୪ଟି ସ୍ଥାନରେ ଗଣ୍ଡଗୋଳ ଘଟି ୬ ଜଣ ଆହତ ହୋଇଛନ୍ତି। ଏସବୁ ମାମଲାରେ ପୁଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।!-->…
Read More...
Read More...
ମଳଦ୍ବାରରେ ରଖିଥିବା ସୁନା ଜବତ ପରେ…
କନ୍ନୁର: କେରଳର କନ୍ନୁର ବିମାନବନ୍ଦରରେ ସୁନା ଚୋରା ଚାଲାଣ କରି ମଳଦ୍ୱାରରେ ଲୁଚାଇ ରଖିଥିବା ଅଭିଯୋଗରେ ଜଣେ ଏୟାର୍ ହୋଷ୍ଟେସ ଗିରଫ ହେଇଛନ୍ତି। ସୁରଭି ଖାତୁନ ନାମକ ଏହି ମହିଳା ତାଙ୍କ ମଳଦ୍ୱାରରେ ପ୍ରାୟ ୯୬୦ ଗ୍ରାମ ସୁନା ଲୁଚାଇ ରଖିଥିବା ଯାଞ୍ଚ ବେଳେ ଡିଆର୍ଆଇ ଅଧିକାରୀମାନେ ଜାଣିବାକୁ!-->…
Read More...
Read More...