Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍ ଜୋନ୍
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍କୁ ଯିବ +୨ ପ୍ରଶ୍ନପତ୍ର
Browsing Category
ଅପରାଧ
ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ
ଭୁବନେଶ୍ବର: ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ସୋମବାର ଭିଜିଲାନ୍ସ କୋର୍ଟରେ ଦଣ୍ଡାଦେଶ ହୋଇଛି। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା!-->…
Read More...
Read More...
ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ବର: ଶିଶୁଭବନ ଛକରେ ଆଜି ସକାଳୁ ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା। ସେ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ପ୍ରାୟ ୨ ଘଣ୍ଟା ପରେ ଟାୱାର ଉପରୁ ଅଗ୍ନିଶମ ବାହିନୀ ସଂପୃକ୍ତ ବ୍ୟକ୍ତିଙ୍କୁ!-->…
Read More...
Read More...
କଳ୍ପନା ଛକ ପେଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା
ଭୁବନେଶ୍ୱର: କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି | କଳ୍ପନା ଛକରେ ଥିବା କଳ୍ପନା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି | ୩ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ପେଟ୍ରୋଲ ପମ୍ପର ଏକାଧିକ!-->…
Read More...
Read More...
‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା
ଭୁବନେଶ୍ବର; ଓଡ଼ିଶାର ପ୍ରସିଦ୍ଧ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅକ୍ଷୟ ଓରଫ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ!-->…
Read More...
Read More...
ଥାନା ପରିସରରୁ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କନ୍ଧମାଳ; କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କନଷ୍ଟେବଲ ଶ୍ରୀନିବାସ ଘଟାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଥାନା ଉପର ମହଲାରେ ଥିବା ବାରାକରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ସହିତ କ’ଣ ଘଟିଛି, ତାହା ଜଣାପଡ଼ି ନଥିବା ବେଳେ ବାଲିଗୁଡ଼ା ଏସ୍ଡିପିଓ!-->…
Read More...
Read More...
ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ଜେରା କଲା ସିବିଆଇ
ବିହାର: ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ୪ଘଣ୍ଟା ଜେରା କଲା ସିବିଆଇ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଘରେ ସିବିଆଇ ଟିମର ଯାଞ୍ଚ କରିଛି । ରେଲଓ୍ବେ ଗ୍ରୁପ-ଡି ଚାକିରିରେ ଅନିମିତତା ମାମଲାରେ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ!-->…
Read More...
Read More...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ
ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ। ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଏବେ ଜେଲରେ। ତେବେ ଉମେଶ ଜେନାଙ୍କ!-->…
Read More...
Read More...
କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ। ଆୟବହିର୍ଭୂି ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଛି। ୪ଜଣ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ!-->…
Read More...
Read More...
ଆତଙ୍କବାଦୀଙ୍କ ଗୁଳିରେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ
ଜମ୍ମୁ-କଶ୍ମୀର; ପୁଲୱାମା ଠାରେ ଆତଙ୍କବାଦୀଙ୍କ ଗୁଳିରେ ପୁଣିଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ସଂଜୟ ଶର୍ମା ନାମକ ଏହି କାଶ୍ମୀର ପଣ୍ଡିତ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକାମାନେ ତାଙ୍କୁ ତୁରନ୍ତ!-->…
Read More...
Read More...
ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରୀ
ଖୋର୍ଦ୍ଧା; ପ୍ରସିଦ୍ଧ ଶୈବପୀଠ ବାଘମାରି ସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟ ଓ ମା’ ପାର୍ବତୀଙ୍କ!-->…
Read More...
Read More...