ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ
Browsing Category

ଅପରାଧ

ଆତଙ୍କବାଦୀଙ୍କ ଗୁଳିରେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର; ପୁଲୱାମା ଠାରେ ଆତଙ୍କବାଦୀଙ୍କ ଗୁଳିରେ ପୁଣିଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ସଂଜୟ ଶର୍ମା ନାମକ ଏହି କାଶ୍ମୀର ପଣ୍ଡିତ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକାମାନେ ତାଙ୍କୁ ତୁରନ୍ତ
Read More...

ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରୀ

ଖୋର୍ଦ୍ଧା; ପ୍ରସିଦ୍ଧ ଶୈବପୀଠ ବାଘମାରି ସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟ ଓ ମା’ ପାର୍ବତୀଙ୍କ
Read More...

ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ଟ୍ରାଫିକ କନଷ୍ଟେବଲ

ଭୁବନେଶ୍ବର୍; ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ
Read More...

ନକ୍ସଲ ଗୁଳିରେ ୩ ଯବାନ ସହିଦ, ୨ ଗୁରୁତର ଆହତ

ଛତିଶଗଡ; ନକ୍ସଲ ଗୁଳିରେ ୩ ଯବାନ ସହିଦ, ୨ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି। କୁନ୍ଦେଡ ଓ ଜାଗେରଗୁଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରସନ ବେଳେ ମାଓବାଦୀଙ୍କ ଆମ୍ବ୍ୟୁସରେ ଫସି ଯାଇଥିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ
Read More...

୪ ଦିନିଆ ରିମାଣ୍ଡରେ ଗଲେ ବାବୁରାମ ଦେ

ବାଲେଶ୍ୱର: ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି।
Read More...

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

ବାଲେଶ୍ବର: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । ଡିଆରଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ପ୍ରେସ ମିଟ୍ କରି ସୂଚନା ଦେଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥ କହିଛନ୍ତି,
Read More...

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ରାଇଘର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତର ଖାଲେପାରାଠାରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ଯୁବକ ଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା ମିଳିଥିବା ବେଳେ ପୁଲିସ ଇନଫର୍ମର ଅଭିଯୋଗ କରି
Read More...

ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ; ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ  ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି।
Read More...

ଏବେ ଜେଲରେ ଗୋପାଳ ଦାସ

ଝାରସୁଗୁଡା; ନବକିଶୋର ଦାସ ହତ୍ୟା ମାମଲାରେ ଏବେ ଜେଲରେ ରହିଛି ଅଭିଯୁକ୍ତ ଗୋପାଳ ଦାସ । ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟରେ ହାଜର
Read More...

ଡାଟା ଲିକ୍ ଅଭିଯୋଗରେ ବନ୍ଧା ହେଲେ ହାଲର ଦୁଇ କର୍ମଚାରୀ

କୋରାପୁଟ; ହାଲରେ ସିବିଆଇ ଚଢ଼ଉ କରିଛି। ଦୁଇ ଜଣ ହାଲ କର୍ମଚାରୀଙ୍କୁ ଉଠାଇ ନେଇଛି ସିବିଆଇ। ସେମାନଙ୍କ ଭିତରେ ଜଣେ ଅଫିସର ଅଛନ୍ତି। ହନିଟ୍ରାପ୍‌ ଅଭିଯୋଗରେ ଦୁଇ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ। ଚଢ଼ଉ କରିଥିବା ଟିମ୍‌ ମହାରାଷ୍ଟ୍ରର ନାସିକରୁ ଆସିଥିବା ବିଶ୍ବସ୍ତ ସୂତ୍ରରୁ
Read More...