Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category
ଅପରାଧ
ଇଡି ଜାଲରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା
ମୁମ୍ବାଇ; ଅଡୁଆରେ ଫସିଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ମନି ଲଣ୍ଡରିଂ କେସ୍ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି । ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଛନ୍ତି । କୁହାଯାଉଛି କି, ଫିଲ୍ମର ନିର୍ମାଣ ଏବଂ ପ୍ରଚାର ପ୍ରସାରରେ କଳା ଧନ ବ୍ୟବହୃତ ହୋଇଛି । ଏ ନେଇ!-->…
Read More...
Read More...
ଟ୍ରକକୁ ପିଟିଲା କାର ; ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ
ଖୋର୍ଦ୍ଧା; ଆନ୍ଧ୍ରରୁ ପୁରୀ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି!-->…
Read More...
Read More...
ତାଇଓ୍ବାନ ବିରୋଧରେ ଯୁଦ୍ଧମୁହାଁ ଚୀନ
ଚୀନ; ଆଗକୁ ହୋଇପାରେ ଚୀନ-ତାଇଓ୍ବାନ ଯୁଦ୍ଧ । କାରଣ ବଢିବାରେ ଲାଗିଛି ଚୀନ-ତାଇଓ୍ବାନ ବିବାଦ । ପୁଣି ତାଇଓ୍ବାନ ସୀମାରେ ପ୍ରବେଶ କରିଛି ଚୀନର ୯ଟି ଜେଟ । ଏଥିସହିତ ସୀମାରେ ୪ଟି ଯୁଦ୍ଧଜାହାଜ ସହ ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ ମୁତୟନ ହୋଇଛି । ଚୀନର!-->…
Read More...
Read More...
ବିଜାପୁର ଏନକାଉଣ୍ଟରରେ ଟିଳିଲେ ୩ ନକ୍ସଲ
ଛତିଶଗଡ; ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଉଭୟ ପକ୍ଷରୁ ଗୁଳିବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ସିଆରପିଏଫ, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ!-->…
Read More...
Read More...
ମୁମ୍ବାଇ ଆକ୍ରମଣକୁ ପୁରିଲା ୧୪ ବର୍ଷ,ତଥାପି ଭୁଲି ନାହାନ୍ତି ଲୋକେ
ମୁମ୍ୱାଇ: ଆଜକୁ ଠିକ୍ ୧୪ ବର୍ଷ ତଳେ ୨୬ ନଭେମ୍ୱର ୨୦୦୮ ସନ୍ଧ୍ୟା ସମୟରେ ପାକିସ୍ତାନୀ ଜୈଶ-ଏ-ମୋହମ୍ମଦର ୧୦ ସଇତାନ ଆତଙ୍କବାଦୀ ମୁମ୍ୱାଇରେ ଆକ୍ରମଣ କରିଥିଲେ। ବୋମା ଓ ଗୁଳି ବର୍ଷାରେ ଥରିଥିଲା ପୂରା ସହର। ଭାରତ ଇତିହାସରେ ସେହି କଳା ଦିନକୁ ଆଜି ବି କେହି ଭୁଲି ପାରିନାହାନ୍ତି।!-->…
Read More...
Read More...
ଆମେରିକାର ୱାଲମାର୍ଟରେ ଗୁଳିକାଣ୍ଡ ଘଟି ୧୦ ମୃତ
ଆମେରିକା; ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍ରେ ଗୁଳିମାଡ ହେବାରୁ ଏଥିରେ ପାଖାପାଖି ୧୦ ଜଣଙ୍କର ଜୀବନ ଯାଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି । ଏଏଫ୍ପିର ରିପୋର୍ଟ ଅନୁଯାୟୀ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି!-->…
Read More...
Read More...
ଭିଜିଲାନ୍ସ ହାତରେ ୨ ସରକାରୀ କର୍ମଚାରୀ
ଭୁବନେଶ୍ବର; ଭିଜିଲାନ୍ସ କବଜାରେ ୨ ସରକାରୀ ବାବୁ । ମଙ୍ଗଳବାର ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ଅନ୍ୟ ଜଣେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା!-->…
Read More...
Read More...
ହିଜାବ ବିରୋଧୀ ଆନ୍ଦୋଳନରେ ଗୁଳିମାଡ଼; ୫ ମୃତ, ୧୦ ଆହତ
ନୂଆଦିଲ୍ଲୀ: ଆଖିବୁଜା ଗୁଳିମାଡ଼ରେ ଥରିଲା ଇରାନ ମାର୍କେଟ । ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାରରେ ହୋଇଛି ।
!-->!-->!-->…
Read More...
Read More...
ଜେଲରୁ ମୁକୁଳିଲେ ସାଂସଦ ସଞ୍ଜୟ ରାଉତ
ନୂଆଦିଲ୍ଲୀ; ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ ମିଳିଛି । ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସଞ୍ଜୟ । ତେବେ ଦୀର୍ଘ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସଞ୍ଜୟଙ୍କୁ ଆଜି ଜାମିନ ଦେଇଛନ୍ତି। ଏଥିସହିତ!-->…
Read More...
Read More...
ପୁରୀରେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ
ପୁରୀ; ପୁଣି ଅଶାନ୍ତ ହେଲା ପୁରୀ ସହର । ଯୁବ ଆଇନଜୀବୀଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ । ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି।
ଆସନ୍ତାକାଲି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁରା!-->!-->!-->…
Read More...
Read More...