Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category
ଅପରାଧ
ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୯ ଜୀବନ
ବେଙ୍ଗାଲୁର: କର୍ଣ୍ଣାଟକର ହାସନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ମୁତାବକ, ଶନିବାର ପାଖାପାଖି ରାତି ୧୧ଟା ସମୟରେ ଧର୍ମସ୍ଥଳ, ସୁବ୍ରମଣ୍ୟା, ହସନ୍ମା ମନ୍ଦିରରୁ ଦର୍ଶନ ସାରି!-->…
Read More...
Read More...
ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ
ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆପୁଣି ସିବିଆଇରେ ହାଜର ହେବେ ସିସୋଦିଆଦିଲ୍ଲୀ ଅବକାର ନୀତି ମାମଲାରେ ହେବେ ହାଜର
ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଆସନ୍ତା କାଲି!-->!-->!-->…
Read More...
Read More...
ଆତଙ୍କବାଦୀଙ୍କ ଗୁଳି ମାଡରେ କାଶ୍ମୀର ପଣ୍ଡିତ ମୃତ୍ୟୁ
ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତପୂଲିସର ସର୍ଚ୍ଚ ଅପରେସନ ଜାରିନିଜକୁ ଦାୟୀ କରିଛି କେଏଫଏଫ୍
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପଣ୍ଡିତ ସମୁଦାୟର ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସୋପିଆନ ଜିଲ୍ଲା ଚୌଧୁରୀ ଗଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ପୁରନ କୃଷ୍ଣ!-->!-->!-->…
Read More...
Read More...
ଅବକାରୀ ନୀତି ମାମଲାରେ ଇଡିର ପୁଣି ଚଢାଉ
ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚାଲିଛି ରେଡ୍ଏଯାବତ୍ ୧୨୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଲାଣି ଇଡି
ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥରକ ଇଡିର ଏକାଧିକ ଟିମ୍ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ!-->!-->!-->…
Read More...
Read More...
ନାବାଳକ ଗୁଳିମାଡରେ ପୁଲିସ ସମେତ ୫ଜଣଙ୍କର ମୃତ୍ୟୁ
ଉତ୍ତର ଆମେରିକା: ଗତକାଲି ଉତ୍ତର ଆମେରିକାରେ ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ମେୟର୍ ମାରି-ଆନ୍ ବାଲ୍ଡ୍ୱିନ୍ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି।ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି!-->…
Read More...
Read More...
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ବାଲେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତେବେ ମହେଶଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି ।
!-->!-->…
Read More...
Read More...
ନିଶା ମାଫିଆ ସାବଧାନ୍! ସାବାଡ୍ କରିବ ଅବକାରୀ ବିଭାଗ
ନିଶା ମାଫିଆଙ୍କୁ ସାବାଡ୍ ଅଭିଯାନ୬ମାସରେ ୨୪ ହଜାର ବନ୍ଧା ହେଲେଣିଅବକାରୀ ବିଭାଗ କଲେଣି ୩୦ହଜାର ମାମଲା
ଭୁବନେଶ୍ୱର: ଅବକାରୀ ବିଭାଗର ଜୋରଦାର ଧରପଗଡ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ୩୦ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୪ହଜାରରୁ ଅଧିକ ବ୍ୟକ୍ତି ବେଆଇନ୍ ନିଶା!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ କିରାଣୀ
କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଫଶିଲେ ମାନସ ରଂଜନ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି।। ଚଢ଼ାଉରେ ୩!-->…
Read More...
Read More...
କଟକ ଏସସିବିରୁ ନବଜାତ ଶିଶୁ ଚୋରି
କଟକ: ଏସସିବି ବଡ ମେଡିକାଲ ପ୍ରସୂତି ବିଭାଗର ଆଇସିୟୁରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ହୋଇଛି। ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି ।ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଶିଶୁକୁ ଏପର୍ଯ୍ୟନ୍ତ କିଏ!-->…
Read More...
Read More...