Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ
ପଞ୍ଚଭୂତରେ ଲୀନ ହେଲେ ଗୀତା ପଟ୍ଟନାୟକ
କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ
ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ
Browsing Category
ଅପରାଧ
ସିସିଟିଭି ଧରିଲା ସତ
ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ
ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି!-->!-->!-->…
Read More...
Read More...
ଆଇସିୟୁରେ ହତ୍ୟାକାରୀ, ବାହାରେ କାରଣ ଖୋଜୁଛି ପୁଲିସ
ଭୁବନେଶ୍ବର: ରାଜଧାନୀରୁ ଯାଜପୁର । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଖବର । ଶବ ବ୍ୟବଚ୍ଚେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁରେ ପହଚିଂବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜୁଇରେ ଜଳିଯାଇଛି ଗୋଟେ ହସଖୁସିର ସଂସାର । ପ୍ରିୟଙ୍କା ମୃତ୍ୟୁ ପୂରା ଗାଁ!-->…
Read More...
Read More...
ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି
‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’
ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ!-->!-->!-->…
Read More...
Read More...
ହଁ, ମାରିଲା ହତ୍ୟାକାରୀ
ଭୀମଟାଙ୍ଗୀର ଭୟାନକ ହତ୍ୟା ଘଟଣା ଉପରୁ ହଟିଲା ପରଦା
ଭୁବନେଶ୍ୱର: ଭୀମଟାଙ୍ଗୀ ଅଞ୍ଚଳରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଛି ତଥ୍ୟ। ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ହତ୍ୟାକାରୀ । ହତ୍ୟାକାରୀ ହେଉଛି ଯାଜପୁର ମଙ୍ଗଳପୁରର!-->!-->!-->…
Read More...
Read More...
ମହିଳାଙ୍କୁ ମାରିଲା କିଏ?
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତା’ସହିତ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।!-->…
Read More...
Read More...
ତାଲାବନ୍ଦ ପାଇଁ କମିଥିଲା, ଏବେ ପୁଣି ବଢିଲା
ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ୧୨ ଜିଲ୍ଲାରେ ଅଧିକ
ଭୁବନେଶ୍ବର: ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଗତବର୍ଷ କରୋନା ଜନିତ ଲକଡାଉନ କାରଣରୁ ଦୁର୍ଘଟଣା ସାମାନ୍ୟ କମିଥିବା ଦେଖାଦେଇଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢିଥିବା ଜଣାପଡ଼ିଛି। ଚଳିତବର୍ଷ!-->!-->!-->…
Read More...
Read More...
ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ
ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା!-->…
Read More...
Read More...
ଭୂତ ପ୍ରତିଷ୍ଠାନ ଖୋଲି କୋଟି କୋଟି ଟଙ୍କା ଲୁଟିଦେଲା
ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ଵାରା ୧୦୬ କୋଟି ଟଙ୍କାର ଜାଲ ବିଲ ରାକେଟ ଧରାପଡ଼ିଲା; ମାଷ୍ଟରମାଇଣ୍ଡ ଗିରଫ
କଟକ: ଓଡିଶା ରାଜ୍ୟ ଜିଏସ୍ଟି ଏନଫୋର୍ସମେଣ୍ଟ୍ ୱିଙ୍ଗ ଦ୍ଵାରା ଜାଲ ବିଲ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନର ସୁଫଳ ମିଳିଛି। ଆଜି ୧୦୬ କୋଟି!-->!-->!-->…
Read More...
Read More...
ଧ୍ରୁବରାଜଙ୍କୁ କାହିଁକି ହତ୍ୟା କଲା ଦୁର୍ବୃତ୍ତ, ସାମ୍ନାକୁ ଆସିଲା ସତ
ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କ ହତ୍ୟା ପଛର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । ଅଭିଯୁକ୍ତ ପ୍ରବୀଣ ଧରୁଆକୁ ଗିରଫ ପରେ ଏବେ ପ୍ରକୃତ ସତ ଜଣାପଡିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକଙ୍କୁ ୧୦୦ ଟଙ୍କା ପାଇଁ ନୁହେଁ ମାଛ ଚାଷକୁ!-->…
Read More...
Read More...