Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ଅପରାଧ
ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ
କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍ର ୪ ଗିରଫ
କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।!-->!-->!-->…
Read More...
Read More...
ରାସ୍ତାରେ ବିମାନ ଓହ୍ଲାଇ ଆହତ ଯବାନଙ୍କୁ ଉଠାଇ ଆଣିଲେ ପାଇଲଟ୍
କନ୍ଧମାଳ ଜିଲ୍ଲା ଗୋଛାପଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ୮ଘଣ୍ଟା ହେଲା ଗୁଳି ବିିନିମୟ ଜାରିବୌଦ୍ଧ-କନ୍ଧମାଳ ସୀମାରେ ଅପରେସନ୍ ଚାଲିଛି, ଦୁଇ ଯବାନ ଗୁରୁତର, ବିଏସଏଫ୍ ବିମାନରେ ଆସିଲେକୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ୍ କରି କନ୍ଧମାଳରେ!-->…
Read More...
Read More...
ମେଡିକାଲ ଛାତରୁ କାହିଁକି ଡେଇଁଲେ ଯୁବତୀ?
ଭୁବନେଶ୍ବର: ମେଡିକାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେଡିକାଲ ତୃତୀୟ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ ୭ ତାରିଖରେ ତୁମ୍ବିଗୁଡ଼ା ଗାଁର ୨୮ ବର୍ଷୀୟ ରଜନୀ ମେଲେକା!-->!-->!-->!-->!-->…
Read More...
Read More...
‘ଷଡ୍ଯନ୍ତ୍ର କରୁଛି ସ୍ତ୍ରୀ’
ଭୁବନେଶ୍ବର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ତୁଟୁନି । ବରଂ ଦିନକୁ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ପତ୍ନୀ ବର୍ଷାଙ୍କ ବିରୋଧରେ ସିଧାସଳଖ ଷଡଯନ୍ତ୍ରର ଅଭିଯୋଗ ଆଣି ପୁରୀ ଘାଟ ଥାନାରେ ଦ୍ୱାରସ୍ଥ!-->…
Read More...
Read More...
କେତେ ରଙ୍ଗିଲା ଏ ବିଲ୍ଡର
ଭୁବନେଶ୍ବର: ବିଲଡରଙ୍କୁ ବାନ୍ଧିଲା ପୁଲିସ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯଦି ବିଲଡରଙ୍କ ଗିରଫର କାରଣ ଜାଣିବେ। ରାଜଧାନୀର ଏହି ରଙ୍ଗିଲା ବିଲଡର ଜଣକ ଥରେ କି ଦୁଇ ଥର ନୁହେଁ ଚାରି ଚାରିଟି ବିବାହ କରିଛନ୍ତି । ଆଉ ଥାନାରେ ଅଭିଯୋଗ ପରେ ଘଟଣାର ସତ ଜଣାପଡିଛି ଓ ଏବେ ବିଲଡର!-->…
Read More...
Read More...
ସିସିଟିଭି ଧରିଲା ସତ
ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ
ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି!-->!-->!-->…
Read More...
Read More...
ଆଇସିୟୁରେ ହତ୍ୟାକାରୀ, ବାହାରେ କାରଣ ଖୋଜୁଛି ପୁଲିସ
ଭୁବନେଶ୍ବର: ରାଜଧାନୀରୁ ଯାଜପୁର । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଖବର । ଶବ ବ୍ୟବଚ୍ଚେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁରେ ପହଚିଂବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜୁଇରେ ଜଳିଯାଇଛି ଗୋଟେ ହସଖୁସିର ସଂସାର । ପ୍ରିୟଙ୍କା ମୃତ୍ୟୁ ପୂରା ଗାଁ!-->…
Read More...
Read More...
ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି
‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’
ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ!-->!-->!-->…
Read More...
Read More...
ହଁ, ମାରିଲା ହତ୍ୟାକାରୀ
ଭୀମଟାଙ୍ଗୀର ଭୟାନକ ହତ୍ୟା ଘଟଣା ଉପରୁ ହଟିଲା ପରଦା
ଭୁବନେଶ୍ୱର: ଭୀମଟାଙ୍ଗୀ ଅଞ୍ଚଳରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଛି ତଥ୍ୟ। ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ହତ୍ୟାକାରୀ । ହତ୍ୟାକାରୀ ହେଉଛି ଯାଜପୁର ମଙ୍ଗଳପୁରର!-->!-->!-->…
Read More...
Read More...
ମହିଳାଙ୍କୁ ମାରିଲା କିଏ?
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତା’ସହିତ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।!-->…
Read More...
Read More...