Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ
Browsing Category
ଅପରାଧ
ଦୁର୍ଘଟଣା ନେଇଗଲା ୭ଜୀବନ
ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି!-->…
Read More...
Read More...
ଗଳି ପଡ଼ିଲା ବିମାନବନ୍ଦରର ନିର୍ମାଣାଧୀନ ଛାତ
ଭୁବନେଶ୍ୱର: ଆଜି ରାତି ୧୧ଟା ବେଳେ ଭୁବନେଶ୍ୱର ବିମାନନ୍ଦରରେ ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଛାତ ଗଳିପଡିଛି। ଏହି ଘଟଣାରେ ଜଣେ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳୁଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ଚାପି ହୋଇ ରହିଥିବା ବ୍ୟକ୍ତି ହେଉଛନ୍ତି ଅନ୍ତର୍ଯ୍ୟାମି ଗୁରୁ ଓ ତାଙ୍କ ଘର ନୟାଗଡ!-->…
Read More...
Read More...
ଏସଆଇଟି ଦେଲା କୁନ୍ଦୁଲି ରିପୋର୍ଟ
ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସପ୍ତାହେ ସମୟ ମାଗିଥିଲେଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ହାଇକୋର୍ଟ୩ଜଣ ଏସଆଇଟି ଗଠନ କରି ତଦନ୍ତ କରାଉଥିଲେ କୋର୍ଟବହୁ ଚର୍ଚ୍ଚିତ ଏହି ମାମଲାରେ ସରକାର ପୂର୍ବରୁ କମିସନ ବସାଇଥିଲେ
ଭୁବନେଶ୍ବର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ!-->!-->!-->…
Read More...
Read More...
ଝିଅର ଶତ୍ରୁ ବି ଝିଅ!
ଭୁବନେଶ୍ବର: ଏକତରଫା ପ୍ରେମରେ ବିଫଳ ହୋଇ ବାଲୁଗାଁ ଅଞ୍ଚଳର ଶିବାନୀ ବେହେରାକୁ ତଣ୍ଟି କାଟି ହତ୍ୟା କରାଯାଇଥିବା ନେଇ ଗତକାଲି ଅଭିଯୋଗ ଆସିଥିଲା। ୨୪ ଘଣ୍ଟା ପୂରିନି। ଘଟଣା ଉପରୁ ପରଦା ହଟାଇବା ବେଳେ ଯେଉଁ ସତ ପଦାକୁ ଆସିଛି, ତାହା ସାଂଘାତିିକ। ବିଶ୍ବାସ ନ ହେଲେ ବି ସତ। ଆଉ କେହି!-->…
Read More...
Read More...
ସେନା ହାତରେ ଆମେରିକା ବନ୍ଧୁକ
ଆତଙ୍କବାଦ ମୁକାବିଲା ପାଇଁ ଭାରତର ବଡ଼ ନିଷ୍ପତ୍ତିସେନାରେ ସାମିଲ ହେଲା ଏସଆଇଜି ୭୧୬ ନୂଆ ରାଇଫଲ୍ସକାଶ୍ମୀରରେ ମୁତୟନ ସୈନିକଙ୍କ ହାତରେ ଧରାଇଦେଲେ୭୨ହଜାର କିଣାଯିବ, ଏବେ ୧୦ହଜାର ଆସିଛିଋଷ-ଭାରତ ଯୌଥ ଉଦ୍ୟୋଗରେ ଏକ ୨୦୩ ରାଇଫଲ୍ସ ଉତ୍ପାଦନ ହେବ
ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦ!-->!-->!-->…
Read More...
Read More...
ମୋବାଇଲ୍ ନେଲା ପ୍ରାଣ, କେମିତି ଜାଣନ୍ତୁ
ଭୁବନେଶ୍ବର: ରାଜ୍ୟରେ ମୋବାଇଲ ବ୍ୟବହାର ଯେତିକି ବଢୁଛି, ତାକୁ ନେଇ ସେତିକି ଦୁର୍ଘଟଣା ବଢିବାରେ ଲାଗିଛି। ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାରୁ ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି।ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା!-->…
Read More...
Read More...
ପୁଣି ଏକାଠି ହେଲେ ଚିଟଫଣ୍ଡ ଜମାକାରୀ
ଅନଧିକୃତ ଜମାରାଶି ସଂଗ୍ରହ ଓ ମହା ଠକେଇ ଘଟଣାରେ ସରକାର ପ୍ରତାରିତ କରିଛନ୍ତି ଜାନୁଆରିରେ ରାଜ୍ଯଵ୍ଯାପୀ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ
ଭୁବନେଶ୍ବର: ଦୀର୍ଘଦିନ ପରେ ପୁଣି ଥରେ ଚିଟଫଣ୍ଡ ଜମାକାରୀମାନେ ଏକାଠି ହେଉଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା!-->!-->!-->…
Read More...
Read More...
ନିଆଁ ନେଲାଣି ୪୩ ଜୀବନ
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୪୩ଜଣଙ୍କ ଜୀବନ ଗଲାଣି। ଆହୁରି ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହୁରି ଅନେକ ନିଆଁରେ ଫସିରହିଥିବା କୁହାଯାଉଛି। ନୂଆଦିଲ୍ଲୀ ଝାନସି ରୋଡରେ ଶସ୍ୟ ମଣ୍ଡି ନିକଟସ୍ଥ ଏକ!-->…
Read More...
Read More...
କାହିଁକି ବିଧାୟକଙ୍କ ସହ ଏମିତି ଘଟୁଛି?
ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଘରେ ତାଲା ପକାଇ ଦୁର୍ବୃତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ବିକ୍ରମପୁର ଗାଁର ଭରତପୁର ନନ୍ଦିରା ଅଞ୍ଚଳରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ଦୁର୍ବୃତ୍ତମାନେ ଶନିବାର ରାତି ପାଖାପାଖି ୨ଟା ବେଳେ ଏଭଳି ଅଭାବନୀୟ!-->!-->!-->…
Read More...
Read More...
୪ ଦୁଷ୍କର୍ମକାରୀ ଅଭିଯୁକ୍ତ ମୃତ
୨୮ ତାରିଖ ଦିନ ଜଣେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରିଥିଲେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା
ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ମୃତ୍ୟୁବରଣ କରିଛନ୍ତି। ପୁଲିସ ଏନକାଉଣ୍ଟରରେ!-->!-->!-->!-->!-->…
Read More...
Read More...