Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ
Browsing Category
ଅପରାଧ
ଏବେ ମୁକୁଳିବେ ପି. ଚିଦାମ୍ବରମ୍
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କେଳେଙ୍କାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବଣ୍ଡ ଓ ଦୁଇଜଣଙ୍କ ଜାମିନଦାର ସମାନ ଅର୍ଥ ଜମା କରିବା ସର୍ତରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି।!-->…
Read More...
Read More...
୫୧ ଠକ ନେଇଛନ୍ତି ୧୭୯୦୦ କୋଟି
ନୂଆଦିଲ୍ଲୀ: ଜଣେ କି ଦୁଇଜଣ ନୁହେଁ, ପୂରା ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ପାଖାପାଖି ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ଏହି ଠକମାନେ। ଆଜି ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ସରକାରଙ୍କ ପାଇଁ ପୁଲିସ ଅଡୁଆ!
ସ୍ମିତାରାଣୀ ପରେ ରୁକ୍ମୁଣୀ ମଣ୍ଡଳ ଘଟଣା ନେଲା ନୂଆ ମୋଡ଼ପୁଲିସ କାର୍ଯ୍ୟାନୁଷ୍ଠାନକୁ ମାସେ ଅପେକ୍ଷା ପରେ ଆତ୍ମହତ୍ୟା କଲେରୁକ୍ମୁଣୀ ଜୀବନ ହାରିବା ପରେ ପୁଲିସ ଚେଇଁଲା, ଧରାହେଲା ଅଭିଯୁକ୍ତଇତିଶ୍ରୀ ମାମଲାରୁ କିଛି ବି ଶିଖିଲେନି ଆମ ପୁଲିସ ବାବୁ, ପୁନରାବୃତ୍ତି
ଭୁବନେଶ୍ୱର:!-->!-->!-->…
Read More...
Read More...
ଓଡ଼ିଶାରୁ କେଉଁଆଡେ ଯାଉଛନ୍ତି ବଜ୍ରକାପ୍ତା?
ଆଠଗଡ଼ରେ ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କଲେ ଡିଏଫ୍ଓଦେଶ ବାହାରକୁ ଲମ୍ୱିଛି ଚେର, କୋଲକାତା ହେଉଛି ମାଧ୍ୟମ୬ ଜଣ ସ୍ଥାନୀୟ ବ୍ୟବସାୟୀ ଗିରଫ, ଅନ୍ୟମାନଙ୍କୁ ଖୋଜାଯାଉଛି
ଭୁବନେଶ୍ୱର: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଧରିିଛନ୍ତି ଆଠଗଡ ଡିଏଫ୍ଓ । ଏହି!-->!-->!-->…
Read More...
Read More...
ଥାନା ହାଜତରୁ କେମିତି ଖସିଗଲା ଦୁର୍ଦାନ୍ତ ଡକାୟତ, କେମିତି ଜାଣନ୍ତୁ
ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଥାନା ହାଜତରୁ ଜଣେ ଅଟକ ଥିବା ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ପାପଡାହାଣ୍ଡି ଥାନାର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ରା ଯିବା ବାହାନା କରି ଅଭିଯୁକ୍ତ!-->…
Read More...
Read More...
ରାଉରକେଲାରେ ଭତ୍ତା ଟଙ୍କା ଲୁଟ, କୋଣାର୍କରେ ଆଇଆଇସିଙ୍କୁ ସେଲ୍ଫି ମହଙ୍ଗା
ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ!-->…
Read More...
Read More...
ଡ୍ରୋନ୍ ଜଗିବ ଟ୍ରାଫିକ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଡ୍ରୋନ୍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍!-->…
Read More...
Read More...
ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?
ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ!-->…
Read More...
Read More...
ଛିଃ…ଏଡ୍ସ ଆକ୍ରାନ୍ତ ନାବାଳିକାକୁ ବି
ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା!-->…
Read More...
Read More...
କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ
ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ!-->…
Read More...
Read More...