Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କ୍ରସ୍ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category
ସଂସ୍କୃତି
ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର; ଏବର୍ଷବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନଯାଇ ଭୁବନେଶ୍ୱରର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି । ଆସନ୍ତା ଜାନୁୟାରୀ ୨୬ରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର!-->…
Read More...
Read More...
ଶ୍ରୀଜିଉଙ୍କୁ ଲାଗି ହେଲା ମକର ଚାଉଳ
ପୁରୀ; ଆଜି ପବିତ୍ର ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ ଏହି ପର୍ବ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜି ମକର ସଂକ୍ରାନ୍ତି ଅବସରରେ!-->…
Read More...
Read More...
ଆସନ୍ତା ୨୮ରୁ ଖଣ୍ଡଗିରି ମେଳା
୨ବର୍ଷ ପରେ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରିଆସନ୍ତା ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ମେଳାଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା
ଭୁବନେଶ୍ବର; ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି । ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା । ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ!-->!-->!-->…
Read More...
Read More...
ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି
ଡେରାଡୁନ୍: ଧସି ଧସି ଯାଉଛି ଯୋଶୀମଠ। ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋର କରାଯାଇଛି। ସେଥିପାଇଁ ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରୁଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ!-->…
Read More...
Read More...
ଚଳିତବର୍ଷ ମିଳିଛି ୪୦୦ କୋଟିରୁ ଅଧିକ ଦାନ
ମୁମ୍ବାଇ; ଖୋଲିଲା ଶିରିଡି ସାଇ ବାବାଙ୍କ ଦାନ ବାକ୍ସ । ଚଳିତବର୍ଷ ଭାଙ୍ଗିଛି ଦାନ ବାକ୍ସର ରେକର୍ଡ । ଦାନ ବାକ୍ସରୁ ଏତେ ଟଙ୍କା ବାହାରିଛି ଯେ ଏହାକୁ ଗଣିବାକୁ ୧୨ ଜଣରୁ ଅଧିକ ଲୋକ ଲାଗିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ରେ ୪୦୦ରୁ ଅଧିକ କୋଟି ଟଙ୍କା ଦାନ ଆକାରରେ!-->…
Read More...
Read More...
ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ସମସ୍ତ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ଅଟେ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ଏଣୁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର।
ଗତକାଲି!-->!-->!-->!-->!-->…
Read More...
Read More...
ମା’ଙ୍କୁ ପ୍ରସନ୍ନ ପାଇଁ ଭକ୍ତମାନେ ଫିଙ୍ଗନ୍ତି ନିଆଁ
କୈଥଲ; ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ ଯାହାର ପରମ୍ପରା ଓ ମାନ୍ୟତା ରହିଛି ସବୁଠୁ ଭିନ୍ନ। ମାଙ୍ଗାଲୋରର କୈଥଲରେ ରହିଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଏହି ମନ୍ଦିର ସ୍ଥାନୀୟ!-->…
Read More...
Read More...
ଝଲକିବ ଶିଖରଚଣ୍ଡୀ ମନ୍ଦିର
ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିରଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଖର୍ଚ୍ଚ ହେବ ୨୫ କୋଟି
ଭୁବନେଶ୍ବର; ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ!-->!-->!-->…
Read More...
Read More...
ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ବର; ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ସର୍କିଟ ହାଉସ ବୈଠକରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ!-->…
Read More...
Read More...
ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ
ଭୁବନେଶ୍ବର; ବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ଦେଖାଦେଲାଣି ନୀତି ବିଭ୍ରାଟ । ଗତକାଲି ପୂର୍ବାହ୍ନ ସାଢ଼େ ୧୦ରୁ ବନ୍ଦ ରହିଛି ନୀତିକାନ୍ତି । ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ସୂଚନା ଅନୁଯାୟୀ, ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଛି ।
ବଡ଼ୁ ନିଯୋଗର!-->!-->!-->…
Read More...
Read More...