Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ
Browsing Category
ସଂସ୍କୃତି
ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ବର; ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ସର୍କିଟ ହାଉସ ବୈଠକରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ!-->…
Read More...
Read More...
ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ
ଭୁବନେଶ୍ବର; ବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ଦେଖାଦେଲାଣି ନୀତି ବିଭ୍ରାଟ । ଗତକାଲି ପୂର୍ବାହ୍ନ ସାଢ଼େ ୧୦ରୁ ବନ୍ଦ ରହିଛି ନୀତିକାନ୍ତି । ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ସୂଚନା ଅନୁଯାୟୀ, ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଛି ।
ବଡ଼ୁ ନିଯୋଗର!-->!-->!-->…
Read More...
Read More...
ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ; ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । ଆଜିଠାରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ!-->…
Read More...
Read More...
ସଚିବ ୫-ଟି ଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ
ମା ମଙ୍ଗଳା ପୀଠ ର ହେବ ଉନ୍ନତିକରଣପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ.ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କାମ ଜୁନ୍ ୨୩ ସୁଦ୍ଧା ଶେଷ ହେବ .କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ .
ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ!-->!-->!-->…
Read More...
Read More...
ହନୁମାନଙ୍କ କୃପାରୁ ଯୋଡ଼ି ହୁଏ ଲୋକଙ୍କ ଭଙ୍ଗା ହାଡ଼
ମଧ୍ୟପ୍ରଦେଶ; ଭାରତ ଏକ ଧାର୍ମିକ ଦେଶ । ଏଠାରେ କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନାହିଁ। ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । ସେମାନଙ୍କ ମଧ୍ୟରେ!-->…
Read More...
Read More...
ମଙ୍ଗଳନାଥଙ୍କୁ ପୂଜା କଲେ ଦୂର ହୋଇଥାଏ ମଙ୍ଗଳ ଦୋଷ
ଉଜ୍ଜୟିନୀ; ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ କୁହାଯାଇଥାଏ । ଏହି ପବିତ୍ର ସ୍ଥାନରେ ବହିଯାଇଛି ସିପ୍ରା ନଦୀ । ଏହି ପବିତ୍ର ତଟର ପାଦ ଦେଶରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ପୂଜା ପାଇଥାନ୍ତି ଭଗବାନ ମଙ୍ଗଳନାଥ । ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ!-->…
Read More...
Read More...
ଶ୍ମଶାନର ଚିତା ଉପରେ ଠିଆ ହୋଇଛନ୍ତି ମା ଶ୍ୟାମାକାଳୀ
ବିହାର; ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା । ନିଜର ସ୍ବତନ୍ତ୍ର ମାନ୍ୟତାକୁ ନେଇ ମନ୍ଦିରମାନ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି । ଦେଶର ଭିନ୍ନ ଭିନ୍ନ ମନ୍ଦିର ମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍ ପଡ଼ିନି । ବିହାରର ଦରଭଙ୍ଗାରେ ଶବର ଚିତା!-->…
Read More...
Read More...
ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତବର୍ଷକ ମଧ୍ୟରେ ଉଭୟ କାମ ସଂପୂର୍ଣ୍ଣ ହେବଉଭୟ ମନ୍ଦିରର ସେବାୟତମାନେ ଖୁସି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ପୁରୀ; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି!-->!-->!-->…
Read More...
Read More...
ଆଜିଠୁ ଆରମ୍ଭ ହେଲା କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା
କଟକ: ଆଜିଠୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ମହାନଦୀ ପଠାରେ ୯ ଦିନ ଧରି ଚାଲିବ ଏହି ମେଳା ।ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ବାଲିଯାତ୍ରା!-->…
Read More...
Read More...
ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କହୁଛି ଜ୍ୟୋତିଷଶାସ୍ତ୍ର..
ପୁରୀ; ଆସନ୍ତା କାଲି ଅର୍ଥାତ୍ ତା୦୮-୧୧-୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଓଡ଼ିଶା ଓ ଭାରତକୁ ଦୃଶ୍ୟ ହେବ । କିନ୍ତୁ ଆଂଶିକ ଓ ସଂପୂର୍ଣ୍ଣ ଗ୍ରହଣର ଆରମ୍ଭ ପର୍ଯ୍ୟାୟ ଚନ୍ଦ୍ରୋଦୟ ପୂର୍ବରୁ ଘଟୁଥିବାରୁ ଭାରତରେ!-->…
Read More...
Read More...