ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର
Browsing Category

ସଂସ୍କୃତି

ଆଜି ହେରାପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା ଲଷ୍ମୀ ସାଆନ୍ତାଣି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଏଥିପାଇଁ ମହାପ୍ରଭୁ
Read More...

ରଥଯାତ୍ରାର ଦ୍ୱିତୀୟ ଦିନରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଗଲେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କର ରଥଯାତ୍ରାର ଦ୍ୱିତୀୟ ଦିନ। ଗତକାଲି ଗୋଟିଏ ଦିନରେ ତିନୋଟି ଉତ୍ସବ ଅର୍ଥାତ୍ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବା ବେଳେ ନିର୍ଦ୍ଧାରିତ ସମୟର ପୂର୍ବରୁ ଶେଷ ହୋଇଥିଲା ସମସ୍ତ ନୀତିକାନ୍ତି। ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ
Read More...

ତିନି ରଥରେ ବିଜେ କଲେ ତିନି ଠାକୁର

ପୁରୀ: ପବିତ୍ର ରଥଯାତ୍ରାରେ ତିନି ରଥରେ ବିଜେ ହେଲେ ତିନି ଠାକୁର। ଆଜି ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲେ ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା
Read More...

ଆସନ୍ତା ୮ ତାରିଖରେ ଖୋଲିବନି ରତ୍ନଭଣ୍ଡାର

ପୁରୀ: ଆସନ୍ତା ୮ ତାରିଖରେ ଖୋଲିବନି ରତ୍ନଭଣ୍ଡାର। ସେଦିନ ରଥଯାତ୍ରା ଥିବାରୁ ରତ୍ନଭଣ୍ଡାର ଖୋଲିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।ଭୁବନେଶ୍ବରରେ ପହଞ୍ଚିବା ପରେ ଏନେଇ ସ୍ପଷ୍ଟ କରିଛନ୍ତି। ବିମାନବନ୍ଦରରେ
Read More...

ଆରମ୍ଭ ହେଲା ଅମରନାଥ ଯାତ୍ରା

ଜାମ୍ମୁକାଶ୍ମୀର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି
Read More...

ଆଗକୁ ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା କରିପାରିବେ ଜଗା ଦର୍ଶନ

ପୁରୀ: ଦିନକୁ ଦିନ ଶ୍ରୀମନ୍ଦିରରେ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି ମହାପ୍ରଭୁଙ୍କ ଅନାୟସରେ ଦର୍ଶନ କରିବ ଏହି ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ
Read More...

ଏଥର ଅପରାହ୍ନ ୫ଟାରେ ଟଣାଯିବ ରଥ

ପୁରୀ: ଆସନ୍ତା ଜୁଲାଇ ୭ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥର କିନ୍ତୁ ଅପରାହ୍ନ ୫ଟାରେ ରଥ ଟଣାଯିବ। ଆଜି ଛତିଶା ନିଯୋଗ ବୈଠକ ବସିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି। ୫୩ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି। ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ
Read More...

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ

କେନ୍ଦୁଝର : ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ୮୯ ବର୍ଷ ବୟସରେ ପରଲୋକ। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କେନ୍ଦୁଝର ଜିଲ୍ଲା ବୈଦରାଜ ସାହି ସ୍ଥିତ ନିଜର ପୈତୃକ ବାସଭାବନରେ ସେ ଶେଷ ନିଶ୍ବାସ ତ୍ୟାଗ
Read More...

ବାବା କେଦାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର ହେଲିକପ୍ଟରରୁ ମିନ୍ଦର ଉପରକୁ ହେଲା ଫୁଲ ବର୍ଷା ସକାଳୁ ପତ୍ନୀଙ୍କ ସହ ଯାଇ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ଉତ୍ତରାଖଣ୍ଡ: ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର। ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ
Read More...

ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରେ ଆଜିଠାରୁ ଆରମ୍ଭ ହେବକୁ ଯାଉଛି ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
Read More...