ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର
Browsing Category

ଅର୍ଥନୀତି

ଦେଇଥିବା କଥା ରଖିଲେ ନିର୍ମଳା

ଓଡ଼ିଶାକୁ ମିଳିଲା ୪୩୦୫. ୩୨ କୋଟି ଟଙ୍କାସବୁଠାରୁ ଅଧିକ ପାଇଲା ଉତ୍ତରପ୍ରଦେଶଦୁଇଟି କିସ୍ତି ଏକକାଳୀନ ପ୍ରଦାନ କଲେ କେନ୍ଦ୍ର ନୂଆଦିଲ୍ଲୀ: ରାଜ୍ୟମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପାଳନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତମାସରେ କେନ୍ଦ୍ରୀୟ
Read More...

ସମବାୟ ସମିତିଙ୍କୁ ଆରବିଆଇ ଝଟକା; ‘ବ୍ୟାଙ୍କ’ ଶବ୍ଦ ବ୍ୟବହାର ମନା

ମୁମ୍ବାଇ: ବ୍ୟାଙ୍କ ବା ବ୍ୟାଙ୍କିଙ୍ଗ ଭଳି ଶବ୍ଦକୁ କେହି ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ବିଶେଷକରି ସମବାୟ ସମିତି ବ୍ୟାଙ୍କ ଶଦ୍ଦ ବ୍ୟବହାର କରି ଟଙ୍କା ଜମା ରଖିବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆରବିଆଇ ପାଦେ ଆଗକୁ ଯାଇ ସତର୍କ କରିଛନ୍ତି
Read More...

ଆଜି ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗୁଲ ଭାରତରେ ଗୁଗୁଲ ଫର ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ କରିଥାଏ। ଏହା ମାଧ୍ୟମରେ କମ୍ପାନି ଭାରତକୁ ନେଇ ବିଭିନ୍ନ ଯୋଜନା ବିଷୟରେ କହିଥାଏ। ଭାରତୀୟ ୟୁଜର୍ସଙ୍କ ପାଇଁ କିଛି ନୂଆ ଫିଚର୍ସ ମଧ୍ୟ ଉପସ୍ଥାପିତ କରାଯାଇଥାଏ। ଏଥର ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ ଆଜିଠୁ
Read More...

୪ଜି ମୋବାଇଲ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ୪ଜି ମୋବାଇଲ ସେବାଯୋଗାଣଓଡିଶାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦପ୍ରାୟ ୬,୪୬୬ କୋଟି ବ୍ୟୟରେ ୫ଟି ରାଜ୍ୟର ୪୪ ଆକାଂକ୍ଷୀ ଜିଲ୍ଲାର ୭,୨୮୭ ଗ୍ରାମରେ୪ଜି ମୋବାଇଲ ସେବା ଉପଲବ୍ଧ
Read More...

ରନ୍ଧନଗ୍ୟାସ ଦରବୃଦ୍ଧି ନେଇ ବିଜୁ ଜନତା ଦଳର ଆନ୍ଦୋଳନ ଡାକରା

ଆନ୍ଦୋଳନର ମଙ୍ଗ ଧରିବେ ମହିଳା, ଯୁବ ଓ ଛାତ୍ର ସଂଗଠନ ନଭେମ୍ବର ୨୧, ୨୨ ଓ ୨୩ ରେ ତିନି ଆରଡିସି ଦପ୍ତର ଆଗରେ ଧାରଣା ଓ ଧର୍ମଘଟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର ଦର ହ୍ରାସ ନହେଲେ ଆନ୍ଦୋଳନ ତୀବ୍ର କରିବାର ଚେତାବନୀ ଭୁବନେଶ୍ୱର, ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ
Read More...

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିର୍ମଳାଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ମାମଲା ଦେଶରେ ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ଆସୁଛି। ଏହାରି ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ବୈଠକ କରିବେ
Read More...

କାହିଁକି ଏସବିଆଇ ଗ୍ରାହକ ଡିସେମ୍ବର ୧ରୁ ଦେବେ ଅଧିକ ଟଙ୍କା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କୁ କ୍ରୟ ଉପରେ ପୂର୍ବ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୧, ୨୦୨୧ ପରେ ଯେଉଁ ବି
Read More...

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା
Read More...

କେନ୍ଦ୍ର ପରେ ରାଜ୍ୟଗୁଡିକ କମାଇଲେ ଭାଟ୍‌

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା ତୈଳ ଦର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜିଠୁ ଦେଶରେ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟଗୁଡିକ ମଧ୍ୟ ଭାଟ୍‌ କମାଇଛନ୍ତି । ଉତ୍ତର ପ୍ରଦେଶ,
Read More...

ଭାରତର ଟିକାକରଣ ଅଭିଯାନକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ: ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। କରୋନାକୁ ମାତ ଦେବା ପାଇଁ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। କିଛି ଦିନ ମଧ୍ୟରେ ଟିକାକରଣ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ନେଇ ବିଶ୍ୱବ୍ୟାଙ୍କ ଖୁସି ଅଛି। ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତର ଟିକାକରଣ
Read More...