ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ପୁଣି ବଢିଲା ତୈଳ ଦର, ୫ ଦିନରେ ୩ଟଙ୍କା ୨୦ ପଇସା ବୃଦ୍ଧି

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ…
Read More...

ପୁଣି ବଢିଲା ତୈଳ ଦର, ୪ ଦିନରେ ତୃତୀୟ ଥର ପାଇଁ ବୃଦ୍ଧି

ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର…
Read More...

ଦ୍ୱିତୀୟ ଦିନରେ ପୁଣି ବଢିଲା ତୈଳ ଦର

ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦରବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ…
Read More...

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ବଢିଲା ରୋଷେଇ ଗ୍ୟାସ ଦର

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହ ଏଲପିଜି ଗ୍ୟାସ ଦର ମଧ୍ୟ ବୃଦ୍ଧି ହୋଇଛି । ଋଷ-ୟୁକ୍ରେନ ମଧ୍ୟ ଯୁଦ୍ଧ ହେତୁ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଘରୋଇ ସ୍ତରରେ ପଡିଛି। ଏଲପିଜି ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି । ଗ୍ୟାସ ସିଲିଣ୍ଡର ଦର…
Read More...

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ପରେ ତେଲରେ ନିଆଁ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ବୃଦ୍ଧି ପାଇଛି ତୈଳ ଦର । ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ଓ ଋଷ-ୟୁକ୍ରେନ ମଧ୍ୟରେ…
Read More...

ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢିଲା ଏଲପିଜି ଦର

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କ ଉପରେ ପଡିଛି ଚଡ଼କ । ପୁଣି ବଢିଛି ଏଲପିଜି ସିଲିଣ୍ଡର ଦର । ତେବେ ଏହି ବର୍ଦ୍ଧିତ ମୂଲ୍ୟ ୧୦୫ ଟଙ୍କା କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ଫେବୃଆରୀ ପହିଲାରେ ଏହାର ଦର ୯୧ ଟଙ୍କା ୫୦ ପଇସାରେ ବୃଦ୍ଧି ପାଇଥିବା ବେଳେ ଏବେ…
Read More...