ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

ଅର୍ଥନୀତି

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ୨୦୨୫-୨୬ ପାଇଁ ମୁଖ୍ୟ
Read More...

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି

ଭୁବନେଶ୍ବର: ଓଡ଼ିଶା ସରକାର ଏବଂ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜନତା ମଇଦାନ ଠାରେ ଆୟୋଜିତ ହୋଇଯାଇଛି ‘ସମୃଦ୍ଧ ଓଡିଶା ୨୦୩୬ କନକ୍ଲେଭ’। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟିତ କରିଛନ୍ତି। ୨୦୩୬ରେ ଓଡ଼ିଶାକୁ ୫୦୦ ବିଲିୟନ
Read More...

୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢିବ ବେତନ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସର୍ତ୍ତାବଳୀ (ଟର୍ମ ଅଫ ରେଫରେନ୍ସ)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ଦ୍ୱାରା ପାଖାପାଖି ୫୦ ଲକ୍ଷ କେନ୍ଦ୍ର ସରକାରୀ ଚାକିରିଆ ଓ ୬୯ ଲକ୍ଷରୁ ଊର୍ଦ୍ଧ୍ୱ
Read More...

ଜୁଲାଇ ୧ରୁ ବଢିବ ରେଳ ଟିକେଟ୍ ମୂଲ୍ୟ

ନୂଆଦିଲ୍ଲୀ: ଜୁଲାଇ ୧ରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ର ମୂଲ୍ୟ। ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ ଖାଲି। ଏହାସହ ଏକ ଖୁସି ଖବର ମଧ୍ୟ ରହିଛି। କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି। ରେଲଓ୍ବର ନୂଆ
Read More...

ବଢିଲା ଓମଫେଡ୍‌ କ୍ଷୀର ଦାମ୍‌

ଭୁବନେଶ୍ବର: ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଓମଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉକି, ପୂର୍ବରୁ
Read More...

ସୁନା ପୁଣି ଉପରମୁହାଁ

ନୂଆଦିଲ୍ଲୀ: ସୁନା ଦର ପୁଣି ବଢ଼ିଛି। ଦୁଇ ଦିନ ମଧ୍ୟରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଲାଣି। ବୁଧବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫୦ ଟଙ୍କା ବଢ଼ିଥିଲା। ଗୁରୁବାର ଦର ଆଉ ୮୦୦ ଟଙ୍କା ବଢ଼ିବାରୁ ଏହାର ଦାମ୍ ୯୧ ହଜାର ଟଙ୍କାକୁ ଛୁଇଁଛି। ୨୪ କ୍ୟାରେଟ୍ ସୁନାର ଦାମ୍ ୮୨୦
Read More...

ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମଆଇଦେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ ) ତୃତୀୟ ଥର ପାଇଁ ରେପୋ ରେଟ ହ୍ରାସ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାର ଆଶାଠାରୁ ଅଧିକ ରେପୋ ରେଟ୍‌ ହ୍ରାସ କରିଛି। ଜୁନ ୪ ତାରିଖରେ
Read More...

ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର

ନୂଆଦିଲ୍ଲୀ: କମର୍ସିଆଲ୍ ଏଲପିଜି ଗ୍ୟାସ୍‌ ସିଲିଣ୍ଡର୍ କମିଲା ଦର। ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଯାହା ଜୁନ୍ ୧ ତାରିଖରୁ ଲାଗୁ ହେବ ଅର୍ଥାତ୍ ଆଜିଠାରୁ ଲାଗୁ ହେଉଛି। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ
Read More...

ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫
Read More...

ଅର୍ଥନୀତିରେ ଚାରିନମ୍ବର ସ୍ଥାନକୁ ଉଠିଲା ଭାରତ

ଜାପାନକୁ ପଛରେ ପକାଇଲା ଦେଶ, ପୂର୍ବରୁ ଆଇଏମଏଫ୍ କରିଥିଲା ପୂର୍ବାନୁମାନ ନିତି ଆୟୋଗ କହିଲା ଠିକ୍ ଠାକ୍ ଚାଲିଲେ ଅଢେଇ ବର୍ଷରେ ତିନି ନମ୍ବର ହେବୁ ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି ଭାରତ। ନିତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ
Read More...