ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ
Browsing Category

ସ୍ୱାସ୍ଥ୍ୟ

ରେଡ୍ ଜୋନ୍କୁ ଆସିଲା ଦୁଇ ଜିଲ୍ଲା

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବା ଡିଆଁ । ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖୋର୍ଦ୍ଧାରେ ହଜାରେ ଟପିଛି ସଂକ୍ରମଣ । ସେହିପରି ଆଉ ୪ ଜିଲ୍ଲାରେ ମଧ୍ୟ ସଂକ୍ରମଣ ସେଞ୍ଚୁରି କରିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ
Read More...

ଚିନ୍ତା ବଢାଇଲା କରୋନା..

ଦେଶରେ କାୟା ମେଲାଉଛି କରୋନା । ସଂକ୍ରମଣ ଏତେ ଦ୍ରୁତ ବେଗରେ ମାଡୁଛି ଯେ , କେହି କେବେ ଚିନ୍ତା ବି କରିନଥିଲେ । ଓମିକ୍ରନ ଯୋଗୁଁ ସଂକ୍ରମଣ ଏଭଳି ଲମ୍ପ ମାରିଛି ,ଯାହା ସମସ୍ତଙ୍କ ନିଦ ହଜାଇଦେଇଛି । ଗତ ୨୪ ଘଣ୍ଟ। ମଧ୍ୟରେ ଲକ୍ଷେ ୪୧ ହଜାର ୯୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ
Read More...

ବିମାନ ସାରା କରୋନା

ବିମାନରେ ବିଦେଶରୁ ଆସିଲା କରୋନା । ପଞ୍ଜାବ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଟାଲୀରୁ ଆସିଥିବା ବିମାନରେ ପୁଣି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏ ୧୫୦ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯୦ ଯାତ୍ରୀଙ୍କୁ ନେଇ ମିଲାନ ସହରରୁ ଅମୃତସରରେ ପହଞ୍ଚିଛି
Read More...

ଲମ୍ପ ମାରୁଛି କରୋନା..ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

ତୃତୀୟ ଲହରରେ କରୋନା ଏଭଳି ଲମ୍ପ ମାରିବ ବୋଲି ବୋଧେ କେହି କେବେ ଚିନ୍ତା କରିନଥିଲେ । ଓମିକ୍ରନ ଭ୍ୟାରିଆ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ରେ ଦେଶରେ ସଂକ୍ରମଣ ଲକ୍ଷେ ଟପିଛି । ସେହିପରି ଦିନକରେ
Read More...

ପୁଣି ରାଜ୍ୟରେ ବଢ଼ିଲା କରୋନା..୪ ଜିଲ୍ଲାରେ ସ୍ଥିତି ଖରାପ

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା । ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ । ଜାନୁଆରୀ ୧ରେ ରାଜ୍ୟରେ ୨୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ତାରିଖରେ ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାରୁ ହିଁ ଅନୁମାନ କରାଯାଇପାରେ କେଉଁ ଭାଳି
Read More...

ଚିନ୍ତା ବଢାଇଲା ଖୋର୍ଦ୍ଧା,ସୁନ୍ଦରଗଡ଼,ସମ୍ବଲପୁର

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଧୀରେ ଧୀରେ ଅଣାୟତ୍ତ ହେଉଛି ସ୍ଥିତି ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମଣ ଲମ୍ବା ଡିଆଁ ମାରୁଛି । ରାଜ୍ୟର ୪ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତା ବଢାଇଛି ।
Read More...

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ ବଢିଚାଲିଥିବା ବେଳେ ହଠାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ ଏବେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୯୦ ହଜାର ୯୨୮ ଜଣ ସଂକ୍ରମିତ । କାଲି ତୁଳନାରେ
Read More...

ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ ।
Read More...

ଭାଇରସ ପଞ୍ଝାରେ ଜୀବନ

ପୁଣି ପଞ୍ଝା ମେଲାଉଛି କରୋନାରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍‌ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍‌ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ
Read More...

ରାଜ୍ୟରେ କରୋନା ବିସ୍ଫୋରଣ

ଭୁବନେଶ୍ବର: ପୁଣି ମାଡ଼ିଆସିଲା ବିପଦ । ହୁ ହ ହୋଇ ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ପୁଣି ଥରେ ଦୈନିକ ସଂକ୍ରମଣ ହଜାରେ ଟପିଥିବାରୁ ଭୟଭୀତ ହୋଇଯାଇଛନ୍ତି ଲୋକେ । ରାଜ୍ୟରେ ଦୈନିକ ସଂକ୍ରମଣ
Read More...