Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଦିନେ ବିଜୁ ବାବୁ କରୁଥିଲେ, ଏବେ ନବୀନ…
ଟିକା କିଣା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସହମତି ପାଇଁ ଅଣ୍ଟାଭିଡ଼ିଲେ ଚିଠି ଲେଖି ଜଣାଇଲେ ପରସ୍ପର ବିରୋଧରେ ଲଢିବା ପରିବର୍ତ୍ତେ ଏକାଠି ହୁଅଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନତା ସଂଗ୍ରାମ ପରେ ବଡ଼ ଚ୍ଯାଲେଞ୍ଜତୃତୀୟ ଲହର ପୂର୍ବରୁ ସମସ୍ତଙ୍କ ଟିକାକରଣ ନ ହେଲେ କେହି ସୁରକ୍ଷିତ!-->…
Read More...
Read More...
ଅକଳରେ ପକାଇଦେଇଛନ୍ତି ଆଇଏଏସ୍ ବାବୁ
୪ ଅଫିସରଙ୍କ ନିଯୁକ୍ତିରେ ବିଳମ୍ବ ଆଇଏଏସ୍ ଅଦଳବଦଳକୁ ପ୍ରଭାବିତ କଲେଣିଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ, କାହା ସହ କାହାର ତାଳମେଳ ନାହିଁବିହାରରୁ ଡେପୁଟେସନରୁ ଫେରି ମନୀଷ ପୁଣି ୪ମାସ ପାଇଁ ଗଲେ ଛୁଟିରେସଂଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଗଲେ ଅନୁ ଗର୍ଗ ଏସିଏସ୍!-->…
Read More...
Read More...
ଟିକାକରଣରେ କେଁ ପଶାଇଲା କିଏ?
କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀବିଦେଶୀ କଂପାନିମାନେ କେନ୍ଦ୍ରୀୟ ଆଇନକୁ ଆଳ କରି ଖସୁଛନ୍ତିକେନ୍ଦ୍ର ଟିକା କିଣିଲେ, ଓଡ଼ିଶା ଟଙ୍କା ଦେଇ ଆଣିବ ବୋଲି କହିଲା ରାଜ୍ୟବଣ୍ଟନରେ ନମନୀୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଲା ଓଡ଼ିଶା
ଭୁବନେଶ୍ବର:!-->!-->!-->…
Read More...
Read More...
ନବୀନଙ୍କ ପାଇଁ ପ୍ରଶଂସା ଆଣିଲେ ତିନି ଓଡ଼ିଆ ଆଇଏଏସ୍
ପ୍ରମୁଖ ଯୋଦ୍ଧା ଭାବେ ପ୍ରଶାସନର ଶୀର୍ଷରେ ରହି ନେଉଛନ୍ତି ନେତୃତ୍ବବାତ୍ୟା 'ୟାସ୍'କୁ ଯେଭଳି ମୁକାବିଲା କରିଛନ୍ତି, କୋଭିଡ୍ ମୁକାବିଲା ବି ସେମିତିବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶରେ ଟପର୍ସବୁ ଘରେ ଯୋଦ୍ଧା ସୃଷ୍ଟି ଫର୍ମୁଲାକୁ ବିଶିଷ୍ଟ ବ୍ୟକ୍ତିମାନେ!-->…
Read More...
Read More...
ଲୋକସଂପର୍କ ବିଭାଗ ନିର୍ଦେଶକ ଦାୟିତ୍ବ ନେଲେ ନିରଞ୍ଜନ
ଭୁବନେଶ୍ବର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା!-->…
Read More...
Read More...
୩ମାସ ବଦଳରେ ୩ବର୍ଷ ମିଳିଲା
କେନ୍ଦ୍ର-ପଶ୍ଚିମବଙ୍ଗ ବିବାଦରେ ନାଟକୀୟ ମୋଡ଼ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ସାଂଘାତିକ ବିପଦକେନ୍ଦ୍ରକୁ ଗଲେନି ଅଲପାନ୍, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ
କୋଲକାତା: କେନ୍ଦ୍ର-ପଶ୍ଚିମବଙ୍ଗ ସରକାରରେ ସାପ-ଶିଡି ଖେଳ ଚାଲିଛି। କେତେବେଳେ କେନ୍ଦ୍ର ବାଜିମାତ୍ କରୁଛି ତ ଆଉ!-->!-->!-->…
Read More...
Read More...
ଗ୍ରାମାଞ୍ଚଳ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି
ସମନ୍ୱୟ ରକ୍ଷା ଲାଗି ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର: ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ!-->!-->!-->…
Read More...
Read More...
ମୋଦୀଙ୍କୁ ଦୁଇଟି ବଡ଼ ସାହାଯ୍ୟ ମାଗିଲେ ନବୀନ
ଭୁବନେଶ୍ବର; ବାତ୍ୟା କ୍ଷୟକ୍ଷତି ପୁନର୍ଗଠନ ବା ପୁନରୁଦ୍ଧାର ବାବଦରେ ଆମର ଟଙ୍କାଟିଏ ଦରକାର ନାହିଁ। କିନ୍ତୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସୁରକ୍ଷିତ ରଖିବା ପାଇଁ ଆମର ଦୀର୍ଘମିଆଦୀ ଦୁଇଟି ଯୋଜନା ବାବଦରେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାନ୍ତୁ। ବାତ୍ୟା 'ୟାସ୍' କ୍ଷୟକ୍ଷତି ସ୍ଥିତି!-->…
Read More...
Read More...
ବବିଙ୍କୁ ନେଇ ନୂଆ ଟ୍ରେଣ୍ଡ୍ ସେଟ୍ କଲେ ନବୀନ
ଭୁବନେଶ୍ବର: ବାତ୍ୟା 'ୟାସ୍' ରାଜ୍ୟରେ ଅନେକ କ୍ଷତ ଛାଡ଼ିଯାଇଛି। ଲୋକେ ନାହିଁନଥିବା ଦୁର୍ଦଶା ଭିତରେ ଅଛନ୍ତି। ହେଲେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ବା ରାଜ୍ୟ ପ୍ରଥମ ଥର ପାଇଁ ଦେଖିଲା, ତାହା ହେଲା, ବିଜେଡି ସଂଗଠନ ରାଜ୍ୟ ସରକାରଙ୍କ ସହିତ ହାତ!-->…
Read More...
Read More...