ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।…
Read More...

ସୂର୍ଯ୍ୟମନ୍ଦିର ଖୋଲିଲା..ଶ୍ରୀମନ୍ଦିର କେବେ?

ଭୁବନେଶ୍ବର: ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ବା ତାଲାଖୋଲା ପ୍ରକ୍ରିୟା। ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା। ସରକାରଙ୍କ ନୂଆ ଗାଇଡଲାଇନ ପରେ ଆଜି ସକାଳୁ ସକାଳୁ ପାର୍କ, ମନ୍ଦିର ଓ ମଲ ଖୋଲିଛି। ସରକାର କହିଛନ୍ତି, ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର…
Read More...

ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି

କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେବିଜେପିର ନିରବତା ନେଇ ପ୍ରଶ୍ନ କଲା ଦଳ, ସମୁଦାୟ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦କୋଟି ଟଙ୍କାର ଦୁର୍ନୀତି କରିଛନ୍ତି।…
Read More...

ବିଜେପିର ଚାଷୀ ପ୍ରସଙ୍ଗର କଡ଼ା ପ୍ରତିଜବାବ ଦେଲା ବିଜେଡି

ଧାନ କିଣା ପରେ ସାର ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ କଲା ଦଳମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଅଳ୍ପ କିଛି କ୍ଷଣ ପରେ ବିଜେଡି ସାଂସଦ ଭେଟିଲେପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଏଫସିଆଇ ଗୋଦାମ ଆଗରେ ବିକ୍ଷୋଭ ହୋଇଥିଲା ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଦ୍ବିତୀୟ କାର୍ଡ…
Read More...

ମୋଦୀଙ୍କ ବିରୋଧରେ ଖେଳ ଆରମ୍ଭ: ନବୀନଙ୍କ ଉପରେ ନଜର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବଡ଼ କଥାଟେ କହିଦେଲେ ମମତାନବୀନଙ୍କ ସହିତ ତାଙ୍କର ବନ୍ଧୁତା ରହିଛି, ଆଜି ନାହାନ୍ତି ଅର୍ଥ ନୁହେଁ ସେ ଆସିବେନିପୂରା ଦେଶରେ ଖେଳ ହେବ ବୋଲି ଦମ୍ଭୋକ୍ତି; କହିଲେ ସୋନିଆ ବି ଏୟା ଚାହାନ୍ତିସଂସଦରେ ପଡିଲା ଜୋରଦାର ପ୍ରଭାବ, ୧୬ ରାଜନୈତିକ ଦଳ…
Read More...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ ଆବାହକ ଥିବା ବେଳେ ଉମା ବଲ୍ଲଭ ରଥ, ମନୋରଞ୍ଜନ…
Read More...

ଧର୍ମେନ୍ଦ୍ର-ଅରୁଣ: ଏବେ ବନ୍ଧୁ ନା ବଇରି?

ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତିନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି…
Read More...

ପୌର ନିର୍ବାଚନ ପ୍ରସ୍ତୁତି ଲାଗି କମିଟି

କମିଟିର ଅଧ୍ୟକ୍ଷ କେ.ଭି ସିଂହଦେଓ ଏବଂ ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଭୁବନେଶ୍ୱର: ପୌର ନିର୍ବାଚନ ଲାଗି ବିଜେପି ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ତଥା…
Read More...

ସଙ୍କେତ ମିଳିଲା, ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ହେବ

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟକାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରସ୍ୱପ୍ନେଶ୍ୱର ମନ୍ଦିର ବିପଜ୍ନନକ ଅବସ୍ଥାରେ ରହିଥିବା ନେଇ ଚିନ୍ତାବ୍ୟକ୍ତ କଲେ…
Read More...

ବିନା ଟିମ୍‌ରେ ଆଉ କେତେଦିନ କ୍ୟାପଟେନ୍ ରହିବେ ନିରଞ୍ଜନ?

ଭୁବନେଶ୍ବର: ଯୁବ ଓ ଛାତ୍ର ସଂଗଠନ ଅଛି। ମହିଳା ସଭାନେତ୍ରୀ ଓ ସେବାଦଳ ମୁଖ୍ୟଙ୍କୁ ବି ନିଯୁକ୍ତି ଦିଆଗଲା। ଇତିମଧ୍ୟରେ ଗଣମାଧ୍ୟମ ବ୍ୟାପାର ବୁଝିବା ପାଇଁ ଗୋଟିଏ ଟିମ୍ ବି ଗଠନ ହେଲା। ହେଲେ ଅସଲ ଯେଉଁଟା ମାନେ କଂଗ୍ରେସର ମୂଳ ସଂଗଠନ କେଉଁମାନଙ୍କୁ ନେଇ ଚାଲିଛି? ରାଜ୍ୟ କଂଗ୍ରେସ…
Read More...