Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ସମସ୍ତେ ମିଳିମିଶି ମୁକାବିଲା ଲାଗି ଆହ୍ବାନ ଦେଲେ ନିରଞ୍ଜନ
ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ସରକାରୀସ୍ତରରେ ନୁହେଁ, ଏଭଳି ବିପତ୍ତି ସମୟରେ ସବୁ ଲୋକ ନିଜସ୍ତରରେ ମଧ୍ୟ ସାହାଯ୍ୟ କରିବା ଲାଗି!-->…
Read More...
Read More...
ଲୋକସେବା ଭବନରେ ବିଧାନସଭା
ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ!-->…
Read More...
Read More...
ମୋଦୀ, ନବୀନ ଓ ଧର୍ମେନ୍ଦ୍ର ଭଲ ବନ୍ଧୁ
ଭୁବନେଶ୍ବର: ଆମ ଘରମାନଙ୍କରେ ବନ୍ଧୁତା ସଂପର୍କରେ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଦୁଇଟି କଥା ଅବଶ୍ୟ ଆଲୋଚନା ଛଳରେ ବ୍ୟବହାର କରିଥାନ୍ତି। ପ୍ରଥମଟି ହେଲା, ସଂପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା..। ଦ୍ବିତୀୟଟି ...ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ।
!-->!-->!-->!-->…
Read More...
Read More...
ନବ, ପ୍ରତାପଙ୍କ ଭଳି ମନ୍ତ୍ରୀ କାହିଁକି ରହିବେ?
ଭୁବନେଶ୍ବର: ସାରା ବିଶ୍ବରେ କରୋନା ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ବୈଠକ ନେଇସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି, ଚିଠି ବି ଲେଖିଛନ୍ତି। ବିଭିନ୍ନ ବିଭାଗର!-->!-->!-->…
Read More...
Read More...
ନବୀନଙ୍କ ଉପରେ ମୋଦୀଙ୍କ ଆସ୍ଥା
ଭୁବନେଶ୍ବର: କୁହାଯାଏ, ବିପର୍ଯ୍ୟୟ ମୁକାବିଲା ପରେ ତାଙ୍କୁ ହିଁ ପ୍ରଶଂସା କରାଯାଏ, ଯିଏ ସ୍ବତନ୍ତ୍ର ଢଙ୍ଗରେ ନିଜର ସାହସ, ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଯିଏ ସାଧାରଣ ଲୋକଙ୍କ ଆସ୍ଥାଭାଜନ େହାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏବେ ଏଭଳି ସଙ୍କେତ ଦେଇଛନ୍ତି!-->…
Read More...
Read More...
ଜବାବ ମାଗିବେ ଜଗା ସହ ଜନତା!
ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ!-->!-->!-->…
Read More...
Read More...
୧୬ ତାରିଖ କାର୍ଯ୍ୟକାରିଣୀରେ କଣ ହେବ?
ଭୁବନେଶ୍ବର: ବିଜେଡି ରାଜନୀତିରେ ଏକ ବଡ଼ ପରିବର୍ତନର ଆଭାସ ମିଳୁଛି। ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଶୀର୍ଷ ନେତୃତ୍ବ। ଏ ସଂକ୍ରାନ୍ତ ପ୍ରାରମ୍ଭିକ ନକ୍ସା ପ୍ରସ୍ତୁତି ପରେ ଆସନ୍ତା ୧୬ ତାରିଖ ଦିନ ଦଳର ରାଜ୍ୟ!-->!-->!-->…
Read More...
Read More...
ନବୀନଙ୍କୁ ପଛରେ ପକାଉଛି କିଏ?
ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନିକଟରେ ତାଙ୍କ ସରକାରକୁ (ମାର୍ଚ୍ଚ ୫ ତାରିଖରେ) ୨୦ ବର୍ଷ ପୂରିଛି। ବିଜେଡି ଏହି ଦିନକୁ ଧୁମଧାମରେ ପାଳନ କରିଛି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ!-->!-->!-->…
Read More...
Read More...
ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…
ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା!-->!-->!-->…
Read More...
Read More...
କଂଗ୍ରେସ ହାଇକମାଣ୍ଡରାଜକୁ ବଡ଼ ଧକ୍କା!
ନୂଆଦିଲ୍ଲୀ: ଗୁରୁଗାଁଓ ହୋଟେଲରୁ ୬ ବିଧାୟକ ମୁକୁଳିବାର ୨୪ ଘଣ୍ଟା ବିତିନି, ମଧ୍ୟପ୍ରଦେଶ କଂଗ୍ରେସ ସରକାର ପ୍ରତି ବଡ଼ ବିପଦ ଘୋଟିଆସିଛି। ଦଳର ୧୮ ବର୍ଷର ସହଯୋଗୀ, ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଛନ୍ତି ଓ କମଳନାଥଙ୍କ ନେତୃତ୍ବରେ ଚାଲିଥିବା ମଧ୍ୟପ୍ରଦେଶ!-->!-->!-->…
Read More...
Read More...