ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ନେତାଙ୍କୁ ପୁଅରୋଗ ହୋଇଛି!

ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ, ପରିବାରବାଦକୁ ପ୍ରୋତ୍ସାହନ କାହିଁକି?ବାପା, ତା'ପରେ ପୁଅ, ନାତି…ଅଯୋଗ୍ୟ ହେଲେ ବି ଗାଦିରେ ବସିବେବିଜେଡି-ବିଜେପି-କଂଗ୍ରେସ ସମସ୍ତେ ଏକାରାସ୍ତାରେ, ଅସନ୍ତୋଷ ବଢିଲାଣି ଭୁବନେଶ୍ବର: ରାଜା ରାଜୁଡା ଶାସନ କାଳରେ ରାଜାଙ୍କ ପରଲୋକ ପରେ ତାଙ୍କର ଜ୍ୟେଷ୍ଠ…
Read More...

ପୁରୀରେ ବିଜେଡି ନେତା କିଏ?

ଭୁବନେଶ୍ବର: ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ନେଇ ବିଜେଡି ଆଗକୁ ବଢିବ? ୨୦୨୪ରେ ତାଙ୍କ ପୁଅକୁ ଦଳ ଟିକେଟ୍ ଦେବ ନା ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡି ସୁପ୍ରିମୋଙ୍କ ବିଶ୍ବାସ ଜିଣିବେ? ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେଡି ଆଉ ଥରେ ନିଜ ଆଡକୁ ଫେରାଇ…
Read More...

ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା

ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା…
Read More...

ଭାରି ପଡ଼ିଲେଣି ମୋଦୀ-ଶାହ ଯୋଡି

ବଦଳୁଛି ଦେଶର ରାଜନୀତି, ଆଞ୍ଚଳିକ ଦଳଙ୍କ ପ୍ରତି ବଢୁଛି ବିପଦବାଜପେୟୀ-ଆଡଭାନୀ ମାର୍କା ରାଜନୀତି ସହ ନାହାନ୍ତି ମୋଦୀ-ଶାହକେନ୍ଦ୍ର ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ଅଛନ୍ତିଆଞ୍ଚଳିକ ଦଳମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛିବିଜେଡି-ଟିଏମ୍‌ସିକୁ ବାଦ୍ ଦେଲେ…
Read More...

ସୁଭାଷିନୀ ଓ ଲଭ୍‌ଙ୍କ ଉପରେ ଆଖି

ଓବିସି ଭୋଟ ହାତଛଡା, ବିଜେପିର ଶକ୍ତି ବୃଦ୍ଧି ଦଳକୁ ସମସ୍ୟା ଆଣିଲା୧୯୯୦ରୁ ବିହାର ରାଜନୀତିରେ ଆଉ ଅଣ୍ଟା ସଳଖି ପାରୁନାହିଁ କଂଗ୍ରେସ ପାଟନା: ପାଞ୍ଚ କି ଦଶ ବର୍ଷ ନୁହେଁ, ୧୯୯୦ ମସିହାରୁ ଅର୍ଥାତ୍ ପ୍ରାୟ ୩୦ ବର୍ଷ ତଳୁ ବିହାରରେ କଂଗ୍ରେସ ପତନ ଆରମ୍ଭ ହୋଇଯାଇଛି।ପ୍ରଥମେ ଦଳ ସେଠାରେ…
Read More...

କେନ୍ଦ୍ର ଅବଦାନର ହିସାବ ଧରି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ ସମୟର ସହାୟତା ହିସାବ ଦେଲେ୨୨ହଜାର ୨୬୭ କୋଟି ଟଙ୍କାର ସହାୟତା ଭିତରେ ଚାଉଳ, ଡାଲି, ଗ୍ୟାସ୍ ତଥ୍ୟ ରହିଛିଅମ୍ଫାନରେ ସରକାର ପାଇଛନ୍ତି ୫୦୦ କୋଟି, ଜିଏସ୍‌ଟି ବାବଦରେ ୭୦୦୦ କୋଟିରୁ ଅଧିକବିଜେଡି ତରଫରୁ ପ୍ରମିଳା କହିଲେ, ଆମକୁ ଯାଚିକି…
Read More...

କଂଗ୍ରେସ ରାସ୍ତାରେ ଓଡ଼ିଶା ବିଜେପି!

ଭୁବନେଶ୍ବର: ମେଣ୍ଟ ଭାଙ୍ଗିବା ପରେ ବିଜେପି ଓଡ଼ିଶାରେ ଏକ ବଡ଼ ଦୁର୍ଦିନର ସାମ୍ନା କରୁଥିଲା। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୧୬ ମସିହାଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ କରୁଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତିନି ନମ୍ବର…
Read More...

ଉପନିର୍ବାଚନ କାହା ପାଇଁ କେତେ ଗୁୁରୁତ୍ବପୂର୍ଣ୍ଣ ?

ବିଜେଡି ଜିତିଲେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ବଳବତ୍ତର ଥିବା ପ୍ରମାଣିତ ହେବବିଜେପି ଜିତିଲେ ବଢିବ ନେତାଙ୍କ ପତିଆରା, ସଙ୍କେତ ମିଳିବ, ଗ୍ରହଣୀୟତା ବଢୁଛିକଂଗ୍ରେସ ଜିତିଲେ ନିରଞ୍ଜନଙ୍କ ଦବଦବା ବଢିବ, ନେତା ପୁଣି ଏକାଠି ହୋଇପାରନ୍ତି ଭୁବନେଶ୍ବର: ଗଣମାଧ୍ୟମ ସାମ୍ନାରେ ସରକାର…
Read More...

ବାଲେଶ୍ବର ମୂଲଚାଲ ପଛରେ କିଏ?

ନିର୍ବାଚନ ଠାରୁ ଟିକେଟ୍ ରାଜନୀତି ବଢିଗଲାଅନ୍ୟମାନେ ଫାଇଦା ନେବା ସମ୍ଭାବନା ଅଧିକପ୍ରାର୍ଥୀ ବଦଳିଲେ ନବୀନଙ୍କୁ ଝଟ୍‌କା ଲାଗିବରବି ଜେନା ସବୁଦିନ ପାଇଁ ଗୁରୁତ୍ବ ହରାଇଲେ ଭୁବନେଶ୍ବର: ଦୀର୍ଘ ବର୍ଷ ବ୍ୟବଧାନରେ ପରେ ବିଜୁ ଜନତା ଦଳରେ ମୂଲଚାଲ ରାଜନୀତି ଦେଖିବାକୁ ମିଳିଲା। ମୁଖ୍ୟମନ୍ତ୍ରୀ…
Read More...

ସ୍ବରୂପ ବାଲେଶ୍ବର ଓ ବିଜୟ ତିର୍ତ୍ତୋଲ ପ୍ରାର୍ଥୀ

ଭୁବନେଶ୍ବର: ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାରେ ବିଜେଡି ଆଜି ସ୍ବରୂପ ଦାସଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରିଛି। ପୂର୍ବତନ ସାଂସଦ ରବି ଜେନାଙ୍କ ସପକ୍ଷରେ ଜନମତ ସର୍ଭେ ଥିଲେ ବି ଦଳରେ ଜୀବନ ପ୍ରଦୀପ ଦାସ ଗୋଷ୍ଠୀଙ୍କ କଡ଼ା ବିରୋଧ କାରଣରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍…
Read More...