Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ବିଜେଡି ଚାଲରେ ସବୁ ଫସିଲେ!
ଭୁବନେଶ୍ବର: ଗତ ୧୬ ତାରିଖ ଗୁରୁବାର ଦିନ ପୁରୀ ଗସ୍ତ ବେଳେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତର ହେବା ଘଟଣା ସାମ୍ନାକୁ ଆସିଛି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ଆଉ ତିନି ବଡ ଘଟଣା ଏଇ ସପ୍ତାହରେ ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା। ରାୟଗଡାର!-->…
Read More...
Read More...
ବିରୋଧୀଙ୍କ ରଣନୀତି ଫୁସ୍!
ପ୍ରତିବଦ୍ଧତାର ପ୍ରତିଦାନ, ସମୀରଙ୍କୁ ପଦୋନ୍ନତିବିଜେପିର ନୂଆ ସଭାପତି ଭାବେ ମନୋନୀତଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଦାୟିତ୍ବ ନେବେଧର୍ମେନ୍ଦ୍ରଙ୍କୁ ଟପି ଆଗକୁ ଯାଇପାରିଲେନି ବିରୋଧୀ
ଭୁବନେଶ୍ବର: ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଦଳ ପଦୋନ୍ନତି ଦେଇ ସଭାପତି ପଦରେ ବସାଇଛି।!-->!-->!-->…
Read More...
Read More...
ଋଣ ଛାଡ: ଚାଷୀ ସ୍ବାର୍ଥରେ ନା ନେତାଙ୍କ ସ୍ବାର୍ଥରେ
ମହାରାଷ୍ଟ୍ରରେ ସର୍ବାଧିକ ଋଣ ଛାଡ ହୋଇଛି, ଦ୍ବିତୀୟରେ କର୍ଣ୍ଣାଟକ ସରକାରଚାଷୀଙ୍କ ପାଇଁ କାଳିଆ କି ପିଏମ୍ କିଷାନ ବି ସମାଧାନର ରାସ୍ତା ନୁହେଁଚାଷୀଙ୍କ ସ୍ଥିତି ଓ ସରକାରଙ୍କ ଯୋଜନା ମଧ୍ୟରେ ଯୋଜନ ଯୋଜନ ଦ୍ବରତ୍ବ
ଭୁବନେଶ୍ବର: ଶହେ କି ହଜାରେ ନୁହେଁ, ଗତ ୬ବର୍ଷ ଭିତରେ ବିଭିନ୍ନ!-->!-->!-->…
Read More...
Read More...
ପଛୁଆବର୍ଗଙ୍କ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍
୨୦୨୧ ଜନଗଣନା ପୂର୍ବରୁ ବଡ଼ ସଂକଳ୍ପ ନେଲା ରାଜ୍ୟ କ୍ୟାବିନେଟ୍ଏସଇବିସି ଓ ଓବିସି ଗଣନା ପାଇଁ କେନ୍ଦ୍ର ଉପରେ ଚାପ ପକାଇଲେ
ଭୁବନେଶ୍ବର: ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଓ ସେମାନଙ୍କ ସ୍ଥିତି ନେଇ ଆପାତତଃ ଏକ ଚିତ୍ର ସାମ୍ନାକୁ ଆସିଥାଏ। ହେଲେ ସାମାଜିକ ଅର୍ଥନୈତିକ!-->!-->!-->…
Read More...
Read More...
ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା
ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ!-->…
Read More...
Read More...
ବଡ଼ କଥାଟିଏ କହିଦେଲେ ସୋରେନ୍
ଓଡ଼ିଶା ବିଜେପି ଓ କଂଗ୍ରେସ ନେତା ଏଇଠୁ ଶିଖିବା କଥାଆନ୍ଧ୍ରରେ ରାଜଶେଖର ସମାନ ନୀତି ପ୍ରୟୋଗ କରିଥିଲେ୧୯୯୫ରେ ଜାନକୀବଲ୍ଲଭଙ୍କ ଗଣିତ ବି ସେୟା ଥିଲା
ଭୁବନେଶ୍ବର: ୨୦୧୪ ନିର୍ବାଚନରେ ଝାଡଖଣ୍ଡରେ ବିଜେପି ୩୧.୨୬% ଭୋଟ ପାଇଥିଲା। ଏଥର ଏହା ବୃଦ୍ଧିପାଇ ୩୩.୩୭% %ରେ ପହଞ୍ଚିଛି। ଦଳର!-->!-->!-->…
Read More...
Read More...
ନବୀନଙ୍କ ବିରୋଧରେ ଲଢିବ କିଏ?
ମୁକାବିଲା ସ୍ଥିତିକୁ ଆସିବାକୁ ପ୍ରସ୍ତୁତ ନୁହେଁ ବିରୋଧୀଅନ୍ତଃକନ୍ଦଳରେ ମାତିଛନ୍ତି ବିଜେପି ଓ କଂଗ୍ରେସଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହାନ୍ତିବଢିବା ବଦଳରେ ଦିନକୁ ଦିନ ଦୁର୍ବଳ ହେଉଛନ୍ତି୨୦୨୦ରେ ପୌର ନିର୍ବାଚନ ସାମ୍ନା କରିବେ କେମିତି?
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ନବୀନଙ୍କ ଟିମକୁ ମୁକାବିଲା କରିବେ?
ଭୁବନେଶ୍ବର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ପହଞ୍ଚିଛି। ଦଳ ଶୁକ୍ରବାର ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିଛି। ଖୁବ ଶୀଘ୍ର ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି ସଭାପତି ହେବା ସମ୍ଭାବନା ଅଧିକ ବୋଲି ଦଳୀୟ ନେତାମାନେ!-->…
Read More...
Read More...
ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର, ତା.୨୦/୧୨ : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ!-->…
Read More...
Read More...
ସିଏଏ ହିଂସା, ଓଡ଼ିଶାରୁ ଗଲା ଭିନ୍ନ ବାର୍ତା
ଭୁବନେଶ୍ବର: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଘଟଣାରେ କେନ୍ଦ୍ର ସରକାର ଗିରଫ ଦାରି ଆରମ୍ଭ କରିଛନ୍ତି ଓ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ଆଜି ଦିଲ୍ଲୀରେ ପୁଲିସ ଫ୍ଲାଗ୍ ମାର୍ଚ କରିଛି। ଉତ୍ତର ପୂର୍ବ!-->…
Read More...
Read More...