ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ବିଜେପିର ବିହାର ଗଣିତ ବଦଳିବ!

ନୀତିଶ ନୁହେଁ, ଏଥର ସୁଶୀଲ ମୋଦୀ ହେବେ ମୁଖ୍ୟମନ୍ତ୍ରୀବଡ଼ ଗୋଟିଚାଳନା ଆରମ୍ଭ କଲାଣି ବିଜେପି, ସଂପର୍କ ତୁଟିପାରେ ନୂଆଦିଲ୍ଲୀ: ବିହାର ରାଜନୀତି ଗଣିତରେ ଏକ ବଡ଼ ଧରଣର ପରିବର୍ତନ ସମ୍ଭାବନା ସୃଷ୍ଟି ହେଲାଣି। ମୁ୍ଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହଟାଇବା ଲାଗି ବିଜେପି ଯଦି…
Read More...

କେବଳ ରାହୁଲ ଆଉ ରାହୁଲ

ସଭାପତି ହେବା ପାଇଁ ପୁଣି ଦାବି ଉଠିଲାନିର୍ବାଚନ ପରାଜୟ ପରେ ଇସ୍ତଫା ଦେଇଥିଲେ ନୂଆଦିଲ୍ଲୀ: ଗାନ୍ଧୀ ପରିବାର ମୋହ ଛାଡ଼ିପାରୁନି କଂଗ୍ରେସ। ମୁଖିଆ ପଦରେ ବସିବା ଲାଗି ଦଳୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଏକ କାରଣ ନା ଗାନ୍ଧୀ ଭୋଟ୍ ବ୍ୟାଙ୍କ ଏବେ ବି ରହିଥିବା ଦଳ ଅନୁମାନ…
Read More...

ନିଜ ପାଇଁ ନିଜେ ଲଢ଼ିଲେ ମହାପ୍ରଭୁ

ବଡ଼ଦାଣ୍ଡକୁ ଓହ୍ଲାଇବେ, ଭକ୍ତଙ୍କୁ ଦେବେ ଦର୍ଶନରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟକେନ୍ଦ୍ର ସରକାର କହିଲେ ରଥ ନ ହେଲେ ୧୨ବର୍ଷ ବନ୍ଦଦିନକ ପାଇଁ କର୍ଫ୍ୟୁ ପଛେ ହେଉ,କିନ୍ତୁ ରଥଯାତ୍ରା କରାଯାଉନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ସତ୍ୟପାଠ ଦେଲେଗଜପତି ମହାରାଜାଙ୍କ ପ୍ରସ୍ତାବ…
Read More...

ଏଣିକି ସତର୍କ ନ ରହିଲେ…

ଭୁବନେଶ୍ବର: ୨୦୨୦-୨୧ କେନ୍ଦ୍ରୀୟ ନେତୃତ୍ବାଧୀନ ବିଜେପି ପାଇଁ ଏକ ଆହ୍ବାନ ରଖୁଛି। ଏଇଥିପାଇଁ ଯେ ଆସନ୍ତା ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୧ ମେ' ମାସ ସୁଦ୍ଧା ଦେଶର ଗୁରୁତ୍ବପୂର୍ଣ୍ଣ କିଛି ରାଜ୍ୟରେ ନିର୍ବାଚନ ହେବ। ୨୦୨୦ରେ ନଭେମ୍ବରରେ ବିହାରର ନୀତିଶ ସରକାରଙ୍କ କାର୍ଯ୍ୟକାଳ ସରୁଛି।…
Read More...

ନବୀନ ତଥାପି ପ୍ରଭାବଶାଳୀ

ପଞ୍ଚମ ପାଳିର ଆଜି ପ୍ରଥମ ବର୍ଷ ଶେଷ, ପାଞ୍ଚ ବିପର୍ଯ୍ୟୟ, ପାଞ୍ଚ ପରିବର୍ତନ ଅସ୍ତ୍ରରାଜନୀତିରେ ଏବେ ବି ଚକ୍ରବର୍ତୀ ସମ୍ରାଟ, ବିରୋଧୀ ନିଷ୍ପ୍ର୍ପଭ, ଦଳୀୟ ନେତାଙ୍କ ଅବଦାନ ନାହିଁପ୍ରଭାବୀ ହୋଇପାରିଲାନି ନବୀନଙ୍କ ମନ୍ତ୍ରିମଣ୍ଡଳ, ପ୍ରଶାସନରେ ପରିବର୍ତନ ଦେଖିଲା ରାଜ୍ୟସାମ୍ନାjs…
Read More...

କୋଭିଡ଼କୁ ପ୍ରସଙ୍ଗ କଲା ରାଜ୍ୟ ବିଜେପି!

କଟକରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲେ ନେତା୪ଦଫା ଦାବି ରଖି ପୂରଣ ପାଇଁ ଜିଦ୍ ଧରିଲା ବିଜେପି ଭୁବନେଶ୍ବର: କୋଭିଡ଼ ଅନିୟମିତତା ଅଭିଯୋଗକୁ ବଡ଼ ପ୍ରସଙ୍ଗ କରିବା ଲାଗି ବିଜେପି ପାଗ ଭିଡ଼ିଛି। ଆଜି କଟକ ଜିଲ୍ଲାପାଳଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ…
Read More...

ଏବେ ମୁହଁ ଖୋଲିଲେ ବିଜେପିର ପ୍ରଥମ ଧାଡ଼ିର ନେତା

ସରକାରଙ୍କୁ ଘେରିଲେ ବିରୋଧୀ, ପ୍ରବାସୀ ପ୍ରସଙ୍ଗରେ ଗର୍ଜିଲେପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ବି ଚୂନ ମାରିଲେ ଭୁବନେଶ୍ବର: ରାଜ୍ୟରେ ବସ ପରିବହନ ସେବା ସ୍ବାଭାବିକ ହୋଇପାରୁନଥିବା ଓ ଅନ୍ ଲାଇନ୍ ମଦ ବିକ୍ରି ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ରବିବାର ଠାରୁ…
Read More...

ରଣନୀତି ବଦଳାଇଲା କି ବିଜେପି

ନିର୍ବାଚନମଣ୍ଡଳୀସ୍ତରରରୁ ଆକ୍ରମଣ ନିଷ୍ପତ୍ତି!ମାହାଙ୍ଗାରୁ ଆସି ଭୁବନେଶ୍ବର ଯାଏ ଲମ୍ବିଲାଣିଉଭୟ ଦଳର ମଧୁଚନ୍ଦ୍ରିକାରେ ଅନ୍ତଃ ଘଟିପାରେ ଭୁବନେଶ୍ବର: ବିଜେପି-ବିଜେଡ଼ି ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଅନ୍ତଃ ଘଟିବାକୁ ଯାଉଛି। ଉଭୟ ପରସ୍ପରକୁ ଛକିବା ଆରମ୍ଭ କଲେଣି। ପରସ୍ପରକୁ…
Read More...

ମୋଦୀ ଆସୁଛନ୍ତି, ପ୍ୟାକେଜକୁ ନଜର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ଆଜି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ଓ ବିମାନବନ୍ଦରରେ ହିଁ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶା ପରିପ୍ରେକ୍ଷୀରେ ଏକ ବଡ଼ ବାର୍ତା…
Read More...

ନବୀନଙ୍କ ରାଜନୀତି କାର୍ଡ ଆଜି ବି ସମସ୍ତଙ୍କ ପାଇଁ ଅବୁଝା

ଗୁରୁବାର ପଶ୍ଚିମବଙ୍ଗ କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଥିଲେ ନବୀନପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ଅଛନ୍ତି ବୋଲି ଜଣାଇଥିଲେଶୁକ୍ରବାର ମମତାଙ୍କ ସହିତ କଥା ହୋଇ ସିଧାସଳଖ ସହଯୋଗ କଥା ଜଣାଇଲେପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ସକ୍ରିୟତା ନେଇ ରାଜନୀତିରେ କମ୍ପନ …
Read More...