Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
କେନ୍ଦ୍ର-ରାଜ୍ୟ ସମୀକରଣର ନୂଆ ଭାଷା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସଏନଡିଏ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡିଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଆଲୋଚନାରେ ଯୋଗଦେବେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ!-->!-->!-->…
Read More...
Read More...
ଶାହଙ୍କୁ ସାହାଯ୍ୟ କରିବେ ନଡ୍ଡା
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦିଶ ପ୍ରସାଦ ନଡ୍ଡାଙ୍କୁ ଆଜି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି।ସୋମବାର ସନ୍ଧ୍ୟାରେ ଦଳର ସଂସଦୀୟ ଦଳ ବୈଠକରେ ଏ ନେଇ ସହମତି ହୋଇଥିଲା। ଏବେ ନଡ୍ଡା ଦଳର ଦୈନନ୍ଦିନ ଦାୟିତ୍ୱ ନିର୍ବାହ କରିବେ।!-->…
Read More...
Read More...
ସଂଗଠନ ବଢାଇବାକୁ ବିଜେପିରେ ସଜବାଜ
ଅନନ୍ତ ନାୟକ ସଦସ୍ୟତା ଅଭିଯାନର ପ୍ରଭାରିଶାରଦା ଶତପଥୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ
ଭୁବନେଶ୍ୱର: ଓଡିଶାରେ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବ। ନୂଆ ସଦସ୍ୟ ମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉପ ସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ!-->!-->!-->…
Read More...
Read More...
ବିଜେଡିକୁ ଉପବାଚସ୍ପତି ଆସନ ଚର୍ଚ୍ଚା ଟଳିଲା
ମୋଦୀ-ନବୀନ ଆଲୋଚନାରେ ସ୍ଥାନ ପାଇଲାନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲେକୋଇଲା ରୟାଲିଟି ବୃଦ୍ଧି ଦାବି କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ!-->!-->!-->…
Read More...
Read More...
ବିଜୟଙ୍କ ପାଇଁ ନବୀନ-ଧର୍ମେନ୍ଦ୍ର ମୁହାଁମୁହିିଁ
ପାଟକୁରା ନିର୍ବାଚନ ବନ୍ଦ ପାଇଁ ନବୀନ ନିବେଦନ କରିଥିଲେଆପତ୍ତି ଉଠାଇଲେ ଧର୍ମେନ୍ଦ୍ର, ନିର୍ବାଚନ କରିବା ଲାଗି କହିଲେବିଜେଡି ବିରୋଧରେ ବିଷୋଦଗାର କଲା ବିଜେପି, କହିଲା ଡରୁଛନ୍ତି
ଭୁବନେଶ୍ୱର:ପାଟକୁରାରେ ନିର୍ବାଚନ ହେବ କି ନାହି, ତାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।!-->!-->!-->…
Read More...
Read More...
ଗୁଣ୍ଡାଗର୍ଦି ମହଙ୍ଗା ପଡିଲା: ମହାରଥୀ ଗିରଫ
ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍ ଓ ପୁଲିସ ରେଡ୍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର!-->…
Read More...
Read More...
ପାଟକୁରାକୁ ଝଟ୍କା:ବିଜୟଙ୍କ ସମର୍ଥକ ନିରାଶ
ଭୁବନେଶ୍ୱର: ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ଏଠାରେ ମତଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିପାରନ୍ତି । ଏଥିସହିତ ବରିଷ୍ଠ ବିଜେପି ନେତା ବିଜୟ!-->…
Read More...
Read More...
ବେଦପ୍ରକାଶ ଅଗ୍ରଵାଲଙ୍କ ପରଲୋକ
୮୨ ବର୍ଷ ବୟସରେ ଆରପାରିକୁ ଗଲେ ବେଦୁ ଭାଇପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଥିଲେଅନିଶ୍ଚିତତା ଭିତରକୁ ଚାଲିଗଲା ଏହି ଆସନର ନିର୍ବାଚନ
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ!-->!-->!-->…
Read More...
Read More...
ପୁନଃ ମତଦାନ ଦାବି କଲା ବିଜେପି
ଭୁବନେଶ୍ୱର: ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି । ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି!-->…
Read More...
Read More...
ବିଜେପିରେ ସାମିଲ ହେଲେ ବିଜେଡି ନେତା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧାରୀ ଗମାଙ୍ଗଙ୍କ ଉପସ୍ଥିତିରେ ବିଜେଡି ନେତା ଜ୍ୟୋର୍ତିମୟ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ!-->…
Read More...
Read More...