ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ଚିନ୍ତା ବଢାଇଲା ଚତୁର୍ଥ ଆସନ

ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡରବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେନବୀନଙ୍କ ପାଇଁ ସମ୍ମାନଜନକ…
Read More...

୫୭% ଭୋଟ୍ ମୂଲ୍ୟ କଣ ଏୟା?

ଚୁପ୍ ବସିଛନ୍ତି ବିରୋଧୀ, ମାତ୍ରାଧିକ ସକ୍ରିୟ ରାଜ୍ୟ ସରକାରବିଜେପି ହାତରେ କାର୍ଯ୍ୟକ୍ରମ ନାହିଁ,କଂଗ୍ରେସ ସ୍ଥିତି ସାଂଘାତିକ ଭୁବନେଶ୍ବର: ମୁଖ୍ୟ ବିରୋଧୀ ଦଳ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏବେ ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ପର୍ବ ଜାରି ରହିଛି।…
Read More...

ଆଗକୁ ବଡ଼ ଲଢେଇ

୧୩ ତାରିଖରେ ନନ୍ଦିଘୋଷ ଟିଭିର ଶୁଭାରମ୍ଭବିଜେଡି ସମର୍ଥିତ ବ୍ୟାନରରେ ଆସିବ ଏହି ଟିଭିବିଜେପି ସମର୍ଥନରେ ଆସିବ ଅର୍ଗସ ଚ୍ୟାନେଲସୌମ୍ୟ, ତଥାଗତଙ୍କ ଉପରେ ରହିବ ସମସ୍ତଙ୍କ ନଜର ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କଂଗ୍ରେସ ବଳ ଗୋଟାଇବାକୁ ଉଦ୍ୟମ କରି ବି…
Read More...

ବର୍ଷ ପାଞ୍ଚଟାରେ ପ୍ରଭାବ କମିଗଲା କାହିଁକି?

ଜୁଏଲଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି ଭିନ୍ନ ଚର୍ଚ୍ଚାକେନ୍ଦ୍ରୀୟ ନେତାଙ୍କ ଶୁଭ ଦୃଷ୍ଟିରେ ଆଉ ସମ୍ଭବତଃ ନାହାନ୍ତି ଭୁବନେଶ୍ବର: ସାଂସଦ ଜୁଏଲ ଓରାମ ବିଜେପି କେନ୍ଦ୍ରୀୟ ନେତୃତ୍ବର ଆସ୍ଥା ହରାଇଲେ କି? ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ, ପ୍ରଧାନମନ୍ତ୍ରୀ…
Read More...

ଜଣେ ନେତା, ଗୋଟିଏ ପଦବି!

ଏମିତି ଫର୍ମୁଲା ସପକ୍ଷରେ କାମ ଆରମ୍ଭ କରୁଛି ବିଜେଡିସଂଗଠନରେ ଯୁବ ନେତାଙ୍କୁ କିଭଳି ଦାୟିତ୍ବ ମିଳୁଛି, ସମସ୍ତଙ୍କ ନଜରପୁରୁଖା ତଥା ବରିଷ୍ଠ ଦାୟିତ୍ବ ପାଇବେ ନା କୋଣଠେସା ହୋଇ ରହିବେ ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ…
Read More...

ନବୀନଙ୍କ ହିଞ୍ଜିଳିରେ ପାଣ୍ଡିଆନ୍

ତାରା ତାରିଣୀ ମନ୍ଦିର ବିକାଶ ପାଇଁ ଆଲୋଚନା କଲେହାଇସ୍କୁଲ ବୁଲି ଦେଖିଲେ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ବିକାଶ ଖସଡା ଇତିମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯାଏ ଲମ୍ବିଥିଲା। ଆଜି ୫ଟି ସଚିବ ଭି କାର୍ତିକେୟନ୍…
Read More...

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ…
Read More...

ଆନ୍ଧ୍ର ମୁହଁମୋଡିଲାଣି, ଓଡ଼ିଶା ଆଖେଇଛି

ଅସଲ ଖେଳ ଖେଳୁଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହଜଗନଙ୍କ କାନ୍ଧରେ ଲାଉ ହୋଇ ଟିଡିପିକୁ ରୋକୁଛନ୍ତିଓଡ଼ିଶାରେ ବିଳମ୍ବ କରି ବିଜେଡିକୁ ଅପଦସ୍ତ କରୁଛନ୍ତି ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଆଉ ବିଧାନ ପରିଷଦ ରଖିବାକୁ ଚାହୁଁନାହାନ୍ତି। ଏ ସଂକ୍ରାନ୍ତ ଏକ ବୈଧାନିକ…
Read More...

ପରୀକ୍ଷା ହେବ, କାହାର କେତେ ଦମ୍

ପୁରୀର ରେକର୍ଡ ସମୟରେ ହେଲା ଜମି ଅଧିଗ୍ରହଣ, ନାଁ କମାଇଲେ ନବୀନନା ମହେଶ୍ବର ଅଛନ୍ତି ନା ସଂଜୟ, ବରଂ ଦୁଇଆସନ ବିଜେପି ହାତରେଏବେ ପ୍ରତାପ ଓ ଅଶୋକଙ୍କ ସମେତ ଭୁବନେଶ୍ବର-କଟକ ବାବୁ ଅଡୁଆରେ ଭୁବନେଶ୍ବର: ପୁରୀ ସଦର ଆସନ ହରାଇଛି ଶାସକ ବିଜେଡି ଦଳ । ପଡୋଶୀ ବ୍ରହ୍ମଗିରି ଆସନ ବି ବିଜେଡି…
Read More...

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ…
Read More...