ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ରାଜନୀତି

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଜି ପଡ଼ିବ ଭୋଟ୍

ନୂଆଦିଲ୍ଲୀ; କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ପଡିବ ଭୋଟ। ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏଁ ଚାଲିବ। ମୈଦାନରେ ଦୁଇ ହାଇପ୍ରୋଫାଇଲ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଅଛନ୍ତି।
Read More...

ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ

ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆପୁଣି ସିବିଆଇରେ ହାଜର ହେବେ ସିସୋଦିଆଦିଲ୍ଲୀ ଅବକାର ନୀତି ମାମଲାରେ ହେବେ ହାଜର ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଆସନ୍ତା କାଲି
Read More...

୧୦୦୦ କିଲୋମିଟର ଚାଲିଲେଣି ରାହୁଲ

ଭାରତ ଯୋଡ ଯାତ୍ରାକୁ ୩୮ଦିନ ଛୁଇଁଲାକର୍ଣ୍ଣାଟକରେ ଜବରଦସ୍ତ ପ୍ରଭାବ ପକାଉଛି୨୦୧୩ରେ ସରକାର ଫେରାଇଥିଲା ପଦଯାତ୍ରା ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ବଲାରୀରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ୧୦୦୦ କିଲୋମିଟର ଛୁଇଁଛି। ଆଜି ଏଠାରେ ରାହୁଲ
Read More...

ଧାମ ନଗରରେ ବଳ କଷାକଷି ହେବେ

ବିଜେଡି ପାଇଁ ଓହ୍ଲାଇବେ ନବୀନ, ବାଦ୍ ପଡ଼ିଲେ ସଂଜୟକଂଗ୍ରେସ ତାଲିକାରେ ମହମ୍ମଦ ମୋକିମ୍ ନାହାନ୍ତିବିଜେପି ପାଇଁ ରାସ୍ତାକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ନିର୍ବାଚନ ଆୟୋଗଙ୍କୁ ତାଙ୍କ ପ୍ରଚାର ତାଲିକା ପ୍ରଦାନ କରିଛନ୍ତି।
Read More...

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ପଡିବ ଭୋଟ୍

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପଡିବ ଭୋଟ । ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ସମସ୍ତ ୬୮ ସିଟ୍ ପାଇଁ ନଭେମ୍ବର ୧୨ରେ ପଡିବ ଭୋଟ୍ । ଡିସେମ୍ବର ୮ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ପ୍ରେସମିଟ କରି ଘୋଷଣା କଲେ ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ ତାରିଖ
Read More...

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ରାଜୁ

ଶେଷରେ ରାଜୁ ଦାସ ପ୍ରାର୍ଥୀ ହେଲେସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲରୋଚକ ମୋଡ଼ରେ ଧାମନଗର ଉପନିର୍ବାଚନବିଜେଡି ନେତାଙ୍କ ବୁଝାସୁଝା କିଛି କାମଦେଲାନି ଭଦ୍ରକ: ଧାମନଗର ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶେଷରେ ବିଜେଡିର ଅସନ୍ତୁଷ୍ଟ ନେତା ରାଜେନ୍ଦ୍ର ଦାସ
Read More...

ଆଜି ବାଜିପାରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ବିଗୁଲ୍

ଅପରାହ୍ନରେ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀଓଡ଼ିଶାର ପଦ୍ମପୁର ଉପନିର୍ବାଚନ ଘୋଷଣା ହେବ କି?ଗୁଜରାଟରେ ଆପର ଅଭ୍ୟୁଦୟ, ସରଗରମ ରାଜନୀତି ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଆଜି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
Read More...

ଓଡିଶା ଗସ୍ତରେ ସାଂସଦ ମଲ୍ଲିକାର୍ଜୁନ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ସଭାପତି ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ମଲ୍ଲିକାର୍ଜୁନ ଖଡଗେ । ସେ ଓଡ଼ିଶାରେ ପହଞ୍ଚି ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ଏହି ସମୟରେ ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ
Read More...

ଏକନାଥଙ୍କ ପାର୍ଟିକୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ

ସିନ୍ଧେଙ୍କ ପାର୍ଟିକୁ ମିଳିଲା ଖଣ୍ଡା ଓ ଢ଼ାଲ ଚିହ୍ନସିନ୍ଧେ ଗୋଷ୍ଠୀ ପଠାଇଥିଲେ ନିଜ ପସନ୍ଦର ୩ଟି ନିର୍ବାଚନ ଚିହ୍ନ ମୁମ୍ବାଇ: ଗତକାଲି ଉଦ୍ଧବ ଠାକରେଙ୍କ ପାର୍ଟିକୁ ମିଳିଥିଲା ମଶାଲ ଚିହ୍ନ, ଆଜି ନିର୍ବାଚନୀ ଚିହ୍ନ ଭାବେ ସିନ୍ଧେ ଗୋଷ୍ଠୀ ପାଇଲେ ୨ଟି ଖଣ୍ଡା ଓ ଢ଼ାଲ। ମହାରାଷ୍ଟ୍ର
Read More...

ଚିହ୍ନ ବଦଳିବା ନେଇ ଉଦ୍ଧବଙ୍କ ମନ ଉଣା

ମନ ଭାଙ୍ଗିଗଲା, ଚିହ୍ନ ବଦଳିଲାଉଦ୍ଧବ-ସିନ୍ଦେଙ୍କ ବିବାଦରେ ECଙ୍କ ବଡ଼ ନିଷ୍ପତ୍ତିଶିବସେନା ଓ ସିନ୍ଦେ ଦଳର ବଦଳିଲା ନାମଉଦ୍ଧବଙ୍କୁ ମଶାଲ ଚିହ୍ନ, ସିନ୍ଦେ ପୁନଶ୍ଚ କରିବେ ଆବେଦନ ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ ହେଉଥିବା କନ୍ଦଳ ଟିକେ ଥମି ଯାଇଛି। ଉଦ୍ଧବ ଠାକରେ
Read More...