ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ରାଜନୀତି

ଓଡିଶା ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ

ଓଡିଶାର ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡିଶାର ବିଜେପି ସାଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୋଦୀ ସାଂସଦଙ୍କୁ
Read More...

ଦମୟନ୍ତୀ ମାଝୀ କଟକ ଡେପୁଟି ମେୟର

ଦମୟନ୍ତୀ ମାଝି ହେଲେ କଟକର ଡେପୁଟି ମେୟର । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ଦାଖଲ କରିଥିବାରୁ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ସେ ନିର୍ବାଚିତ ହୋଇଛନ୍ତି । ବିଜେପି ଓ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ । ତେଣ ଦମୟନ୍ତୀ ର୍ନିଦ୍ୱନ୍ଦରେ ନିର୍ବାଚିତ
Read More...

ସୁବାସ ନେଲେ ଶପଥ

ଶପଥ ନେଲେ କଟକର ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସହିଦ ଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ
Read More...

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ୧୦୫ଟି ପୌରାଞ୍ଚଳରେ ରହିଛି ୫୮ଟି ଏନଏସି ଓ ୪୭ଟି ମ୍ୟୁନିସିପାଲଟି । ସକାଳ ୧୦ରୁ ୧୧ଟା ଭିତରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଅପରାହ୍ନ
Read More...

ବିଜେଡି ଦଖଲରେ ଧାମନଗର

ବିଜେଡି ଦଖଲକୁ ଗଲା ଧାମନଗର ଏନଏସି । ବିଜେଡିର ବିଜୟ ବାନା ଉଡିଛି । ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ହୋଇଥିବା ବେଳେ ୨ଟି ବିଜେପି ଖାତାକୁ ଯାଇଛି । ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ସେଠାରେ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କ ଠାରୁ ହଜାରେରୁ
Read More...

ବିଜେପି ପାଳୁଛି ପ୍ରତିଷ୍ଠା ଦିବସ

ବିଜେପି ଆଜି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କର୍ମକର୍ତ୍ତା ଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି । ପ୍ରତିଷ୍ଠା ଦିବସରେ ମୋଦୀ ରାଷ୍ଟ୍ରବାଦକୁ ଗୁରୁତ୍ୱ ଦେଇଥିବା ପରିବାରବାଦକୁ ବିରୋଧ କରିଛନ୍ତି ।
Read More...

କାହାକୁ ନେତା ବାଛିଲେ ଧାମନଗର ଭୋଟର

ଭଦ୍ରକ: କିଏ ହାତେଇବ ଧାମନଗର ଏନଏସି। ଆଜି ଆସିବ ଧାମନଗର ଏନଏସିର ପୌର ଫଳ। ଆଜି ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ଚାଲିଛି। ଶାନ୍ତିଶୃଙ୍ଖଳାର ସହ ଗଣତି ଚାଲିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା ଏନଏସିରେ ୧୪୪ ଧାରା
Read More...

ଧାମନଗର ଏନଏସିର ୬ଟି ବୁଥ୍‌ରେ ଆଜି ସାନି ମତଦାନ

ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ସାନି ମତଦାନ । ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଶାନ୍ତିଶୃଙ୍ଖଳାର ସହ ମଦଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ୍‌,୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ
Read More...

ମୋଦୀଙ୍କୁ ଭେଟିଲେ ଅପରାଜିତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଟିମ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଅପରାଜିତା ମୋଦୀଙ୍କୁ ଭେଟିଛନ୍ତି । ମୋଦୀଙ୍କୁ ଭେଟିବା ପରେ ଏନେଇ ଫଟୋ ଟୁଇଟ କରି ସୂଚନା ଦେଇଛନ୍ତି ଅପରାଜିତା ।
Read More...

ହାତ ଗୋଡ଼ ବାନ୍ଧି ଲୁଟ୍‌

ହାତ ଗୋଡ଼ ବାନ୍ଧି ଲୁଟ । ହାତ ଗୋଡ ବାନ୍ଧି ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଏଭଳି ବଡ଼ ଧରଣର ଲୁଟ ହୋଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ
Read More...