Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କ୍ରସ୍ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category
ରାଜନୀତି
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ନବୀନ
ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦର ସେଣ୍ଟ୍ରାଲ ହଲରେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗରେ ଆଲୋଚନା କରିବେ । ଆବାସ ଯୋଜନାରେ ଘର ଯୋଗାଣ, ରାଜ୍ୟରୁ ଉଷୁନା ଚାଉଳ ଉଠାଣ, ବକେୟା ଥିବା ଧାନ!-->…
Read More...
Read More...
ବିଜେଡି କବଳରେ ଅମଲାତନ୍ତ୍ର: ପୃଥ୍ୱୀରାଜ
ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନରେ ସଫଳତା ପରେ ରାଜ୍ୟର ବରିଷ୍ଠ ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ମୁଖିଆଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଏହା ଚାଟୁକାରିତାକୁ ଆଙ୍ଗୁଳି ନିର୍ଦ୍ଦେଶ!-->…
Read More...
Read More...
ବ୍ରହ୍ମପୁରରେ ନିର୍ବାଚନୀ ହିଂସା, ରାତି ଅଧରେ ଘର ଉପରୁ ଟେକା ପଥର ମାଡ଼
ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଗଞ୍ଜାମ ଗୋଷାଣୀ ନୂଆ ଗାଁ ଅନ୍ତର୍ଗତ ବ୍ରିଟ କଲୋନୀରେ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଟେକା ପଥର ମାଡ଼!-->…
Read More...
Read More...
ପୌର ଫଇସଲା: କିଏ ଜିତିଲା କେଉଁଠି?
ଆସିଛି ପୌର ଫଳାଫଳ । ଗାଁରେ ପରେ ସହରରେ ବି ହୋଇଛି ଶଙ୍ଖନାଦ । ସହରର କୋଣ ଅନୁକୋଣରେ ଶଙ୍ଖ ବାଜିଛି । ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଛି । ୧୦୬ ପୌରାଧ୍ୟକ୍ଷ ଆସନରୁ ବିଜେଡି ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୬ଟି ଆସନରେ ବିଜେପି ବିଜୟୀ ହୋଇଛି । ସେହିପରି!-->…
Read More...
Read More...
ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି, ସଂଘମିତ୍ରା ଦଳେଇ ବିଜୟୀ
ବ୍ରହ୍ମପୁର ମେୟର ପଦ ଅକ୍ତିଆର କଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବହୁ ଭୋଟ ବ୍ୟବଧାନରେ ସେ ବାଜିମାତ୍ କରିଛନ୍ତି । ୨୦ ହଜାର ୨୩୬ ଭୋଟ ବ୍ୟବଧାନରେ ସେ ଜିତିଛନ୍ତି। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ବହୁ ପଛରେ ପକାଇ ସଂଘମିତ୍ରା!-->…
Read More...
Read More...
ବିଜୟୀ: କିଏ ଓ କେଉଁଠି?
ଆସୁଛି ପୌର ଫଇସଲା । ଭୋଟ ଗଣତି ଚାଲିଥିବା ବେଳେ ଅଧିକାଂଶ ସ୍ଥାନରେ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡି ବହୁ ସ୍ଥାନରେ ବାଜିମାତ କରିଥିବା ବେଳେ ବହୁ ପଛରେ ପଡିଯାଇଛନ୍ତି ବିଜେପି ଓ କଂଗ୍ରେସ । ଆସନ୍ତୁ ନଜର ପକାଇବା କିଏ କେଉଁଠି ବିଜୟୀ ହୋଇଛନ୍ତି ।ଦେବଗଡ଼ ପୌରାଧ୍ୟକ୍ଷ: ବିଜେଡ଼ିର!-->…
Read More...
Read More...
ଆସିଲା ମେୟର ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ, କଟକରେ କଡ଼ା ଟକ୍କର
ସକାଳୁ ପୌର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ଆଗୁଆ ରହିଛି । ରାଉଣ୍ଡ ପରେ ରାଉଣ୍ଡ ଗଣା ଚାଲିଛି । ତେବେ ୩ ମହାନଗର ନିଗମରେ ମିଏ ହେବେ ମେୟର ତା ଉପରେ ସମସ୍ତଙ୍କ ନଜର ରହିଛି । କଟକ ମହାନଗର ନିଗମରେ କଡା ଟକ୍କର ଦେଖିବାକୁ ମିଳିଛି । ଘଡିକେ ଘୋଡା ଛୁଟୁଛି । କଟକରେ କଂଗ୍ରେସ ଓ ବିଜେଡି!-->…
Read More...
Read More...
ପୌର ଫଇସଲା: ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?
ଚାଲିଛି ପୌର ନିର୍ବାଚନ ଭୋଟ ଗଣତି। ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଆସିଛି ଟ୍ରେଣ୍ଡ ପରେ ଟ୍ରେଣ୍ଡ । ରାଜ୍ୟର ଅଧିକାଂଶ ଏନଏସି,ପୌରାଞ୍ଚଳରେ ବିଜେଡି ଆଗରେ ରହିଛି । ବିରୋଧୀ ବହୁ ପଛରେ ପଡିଯାଇଛନ୍ତି । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଛି ।!-->…
Read More...
Read More...
କିଏ ହେବେ ମେୟର ?ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ
ଆଜି ଆସିବ ପୌର ଫଳାଫଳ । ତିନି ମହାନଗର ନିଗମ ଭୁବନେଶ୍ୱର,କଟକ,ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ପାଇଁ ମହିଳା ମେୟର । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ।!-->…
Read More...
Read More...
ଆଜି ପୌର ଫଇସଲା
ଆଜି ପୌର ଫଇସଲା । ସକାଳ ୮ରୁ ଚାଲିଛି ଭୋଟ ଗଣତି । ଫଳାଫଳ ଆସିବା ପରେ ଜଣାପଡିବ କାହାକୁ ନେତା ବାଛିଛନ୍ତି ସହରୀ ଭୋଟର । ପ ।ୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକ ତରଫା ଭୋଟ ଦେଇଥିବା ବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି , ତାହା ଆଜି ଜଣାପଡିବ । ସେହିପରି ଭୁବନେଶ୍ୱର ମହାନଗର ନିଗମ!-->…
Read More...
Read More...