ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!

ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନିପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତାବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳଚାହିଁବସିଛନ୍ତି
Read More...

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ
Read More...

କିଏ ହେବେ ପରବର୍ତ୍ତୀ ମୁଖ୍ୟଶାସନ ସଚିବ?

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ହୋଇପାରନ୍ତି ସୁରେଶ ମହାପାତ୍ରମୁଖ୍ୟଶାସନ ସଚିବ ପଦକୁ ନେଇ ପ୍ରଶାସନିକ କରିଡରରେ ଅଙ୍କକଷା ଜାରିପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳିଯିବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମୁଖିଆଜିଭିଭିଙ୍କୁ ନେବେ ନା କେନ୍ଦ୍ରରୁ ଫେରିବେ ତୁହିନକାନ୍ତ ପାଣ୍ଡେ, ରାଜେଶ
Read More...

କାହିଁକି ହଠାତ୍ କାଶ୍ମୀରରେ ବଢିଲା ସୁରକ୍ଷା?

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଚ୍ଚିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସକାଳ ୫ଟାରେ ଜମ୍ମୁ କାଶ୍ମୀରର ହଇଦରପୋରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ପରେ ଲାଉଡସ୍ପିକର ଜରିଆରେ
Read More...

କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ସାର ଅଭାବ ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କଲେ ନେତା ଓ କର୍ମୀ ଭୁବନେଶ୍ବର: ବିରୋଧୀ ବିଜେପିକୁ ଜବାବ ଦେବା ଲାଗି ବିଧାନସଭା ଆରମ୍ଭରୁ ବିଜୁ ଜନତା ଦଳ ତାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରିଛି। ଆଜି ରାସ୍ତାକୁ ଓହ୍ଲାଇ ବଡ ପାଟିରେ ନେତାମାନେ ଚିତ୍କାର କରି
Read More...

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା
Read More...

ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା
Read More...

ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା

ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ
Read More...

୧୭୮ ଏକର ଜମି ମାଗିଲେ ସିନ୍ଧିଆ

ରାଜ୍ୟମାନଙ୍କରେ ବିମାନ ଭିତ୍ତିଭୂମି ସୁଦୃଢ଼ିକରଣ ଉପରେ ଗୁରୁତ୍ବଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୟପୁର-ଉତକେଲା ବିମାନ ବନ୍ଦର ବିକାଶ ପାଇଁ ଦୃଷ୍ଟି ଆକର୍ଷଣଭୁବନେଶ୍ବରରୁ ବିଦେଶକୁ ବିମାନ ଚଳାଚଳ ପାଇଁ ଲୋଡ଼ିଲେ ସହମତି ଭୁବନେଶ୍ବର:
Read More...

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କାପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲାସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ ପ୍ରତାପ କେନ୍ଦ୍ର
Read More...