ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର
Browsing Category

ଧର୍ମ

ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଖୋଲିଲା ଶ୍ରୀମନ୍ଦିର। ସାଆନ୍ତେଙ୍କୁ ଦର୍ଶନ କଲେ ସେବାୟତ ପରିବାର ଶେଷରେ ଅପେକ୍ଷାରେ ଅନ୍ତ ହୋଇଛି। ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର। କାଳିଆ ସାଆନ୍ତେଙ୍କ ଦର୍ଶନ ମିଳିଛି। କୋଭିଡ ପ୍ରଥମ ଲହରରେ କଟକଣାରେ ଦର୍ଶନ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ତାର ପୁନରାବୃତ୍ତି
Read More...

ଖୋଲିଲା ମା’ ତାରିଣୀ ମନ୍ଦିର

ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ
Read More...

ପୂଜାକୁ ହଁ..ଶ୍ରଦ୍ଧାଳୁଙ୍କୁ ନା

ମୂର୍ତ୍ତିମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ପାର୍ବଣ । ପୂଜାକୁ ଅନୁମତି ମିଳିଛି, କିନ୍ତୁ ଶ୍ରଦ୍ଧାଳି ଆସିପାରିବେନି । ପାର୍ବଣ ପାଇଁ ଆଜି ଏସଆରସିଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାର କରାଯାଇଛି । ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା , ଲକ୍ଷ୍ମୀ ପୂଜା ପାଇଁ
Read More...

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

୩ ମାସ ପରେ ପୁଣି ହେବ ଭକ୍ତ-ଭଗବାନ ମିଳନ । କାଳିଆ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଂଚ ଦିନ ପୁରୀ ସହରବାସୀଙ୍କୁ ଜଗା ଦର୍ଶନ କରିବାକୁ ସୁଯୋଗ ମିଳିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବା ୨୦ରୁ ୨୨
Read More...

ଏଇ ମାସରେ ଖୋଲିବ ଶ୍ରୀମନ୍ଦିର?

ଅଗଷ୍ଟ ମାସରେ କଟକଣା କୋହଳ ହେବା ପରେ ଧିରେ ଧିରେ ସମସ୍ତ ଜିଲ୍ଲାର ଖୋଲୁଛି ଧର୍ମାନୁଷ୍ଠାନ । ତେବେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ନିଷ୍ପତି ଆସିପାରେ ।ଶ୍ରୀମନ୍ଦିର କେବେ ଖାଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ବସିବ । ବୈଠକରେ ମନ୍ଦିର
Read More...

କାଲିଠୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଅଗଷ୍ଟ ଗାଇଡଲାଇନ କୋହଳ ପରେ ମଲ , ମନ୍ଦିର , ପାର୍କ ଖୋଲିବା ଆରମ୍ଭ ହୋଇଛି । ସବୁ ଜିଲ୍ଲାରେ ଧର୍ମାନୁଷ୍‌ଠାନ ଗୁଡିକୁ ଖୋଲାଯାଉଛି । ଆସନ୍ତାକାଲଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଭବାନୀ
Read More...